ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

91 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୂଲ ପଞ୍ଚାୟତ ବାଲିଯୁରି ୟୁ.ଜି.ଏମ. ଇ. ସ୍କୁଲରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଉଦ୍ଧବ ମହାଲିକଙ୍କ ଅଧ୍ୟକ୍ଷତାରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଅଶ୍ଵିନୀ କୁମାର ବିଶ୍ବାଳ,ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଚନ୍ଦ୍ର ଶେଖର ସାହୁ ଯୋଗଦାନ କରିଥିଲେ ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପତାକା ଧରି ତଥା ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ ।

ବିଦ୍ୟାଳୟ ପରିସରରେ ହାତଧୁଆ କାର୍ଯ୍ୟକ୍ରମ କରାଯିବା ସଙ୍ଗେ ସଙ୍ଗେ ସଫେଇ କାର୍ଯ୍ୟ କରାଯାଇଥିଲା ।ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଗଲା ।ଅନ୍ୟତମ ଅତିଥି ରୂପେ ପରିମଳ ବିଭାଗର ମାଷ୍ଟର ଟ୍ରେନର ତଥା ସାମ୍ବାଦିକ ଶ୍ରୀ ପୂର୍ଣ୍ଣ ଚରଣ ସାହୁ ଯୋଗଦେଇ ସମସ୍ତଙ୍କୁ ସ୍ବଚ୍ଛତା ବିଷୟରେ ଆଲୋଚନା ପୂର୍ବକ ଉତ୍ସାହିତ କରିଥିଲେ ।

ବିଦ୍ୟାଳୟର ସହକାରୀ ଶିକ୍ଷକ ନରେନ୍ଦ୍ର ମହାଳିକ,ସୁରେଶ ନାଏକ ଓ ଶିକ୍ଷୟିତ୍ରୀ ଶକୁନ୍ତଳା ପ୍ରଧାନ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସମ୍ବିତ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Post

ବଣିକ ସଂଘ ପକ୍ଷରୁ ଆମାଜୋନ ବିରୋଧ ରେ ବିକ୍ଷୋଭ ପଦର୍ଶନ ଓ ଦାବିପତ୍ର ପ୍ରଦାନ

Posted by - November 25, 2021 0
ବଙ୍ଗୋମୁଣ୍ଡା, ତା୨୪/୧୧(ଅଭିମନ୍ୟୁ ବହିଦାର)  – ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାବ୍ଲକଅନ୍ତର୍ଗତସିନ୍ଧେକେଲା ସୋସିଏଲ ମାର୍କେଟ କମ୍ପାନି ଆମାଜୋନ୍ ବିରୁଦ୍ଧରେ ସାରା ଭାରତରେ ବ୍ୟବସାୟୀ ମାନଙ୍କ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି…

ଅବିଭକ୍ତ କୋରାପୁଟ ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତି କୁ ନେଇ ମହାସଙ୍ଗମ ପର୍ବ ର ଉଦ୍ ଯାପନୀ ଉତ୍ସବ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ସୃଜନୀ ପରିବାର ,ଚେନ୍ନାଇ ପ୍ରାୟୋଜିତ ୱିବିନାର୍” ପୂଣ୍ୟ ଶାବର ଭୂମି- “ଆମ ଐତିହ- ଆମ ଅସ୍ମିତା ” କ୍ରମରେ- ଅବିଭକ୍ତ କୋରାପୁଟ ଜିଲ୍ଲାର କଳା,…

ସଟ ଡାଉନ ସ୍ଥିତିର ସମୀକ୍ଷା ପାଇଁ ଯାଜପୁରରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ

Posted by - April 24, 2020 2
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ସଟ ଡାଉନ ସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଜିଲା ଗସ୍ତ ରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ । ଜିଲ୍ଲାର ବିରାଜାପୁର…

କରୋନା ଯୋଦ୍ଧାଭାବେ ଅଧ୍ୟାପକ ଚିନ୍ମୟ ଦାଶ ଓ ମାଷ୍ଟର ମିହିର କୁମାର ସମ୍ବର୍ଦ୍ଧିତ

Posted by - September 22, 2020 0
ଭଦ୍ରକ: ଜିଲ୍ଲା ଉତ୍କଳ ଯୁବ ଯାଦବ ମହାସଭା, ଭଦ୍ରକ ତରଫରୁ ଆଜି ଚୁନିଦା ଠାରେ କୋଭିଡି ନିୟମ ପାଳନ କରି ଏକ ବୃକ୍ଷ ରୋପଣ ଓ କରୋନା…

ବିଝାଂରପୁର ରେ ତୃତୀୟ ଦିନ ଲଗଡ଼ାଉନରେ ଯାଜପୁର ଉପ ଜିଲାପାଳ

Posted by - July 20, 2020 0
ବିଝାଂରପୁର:(ଗୁଲସାହାନୱାଜ ଅଲି ଖାଁ) ବ୍ଳକରେ ତୃତୀୟ ଦିନ ଲଗଡ଼ାଉନରେ ଯାଜପୁର ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର  ଅସ୍ମୀତା ଦାସ, ବିଡ଼ିଓ ମୀନତି ଜଗଦେବ ବିଝାଂରପୁର,…