Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

56 0

ବୌଦ୍ଧ:(ଚିତ୍ତରଂଜନସିଂ)ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଦ୍ଵାରା ବନଦୁର୍ଗା ଜରାଶ୍ରମ, ଝାଡ୍ରାଜିଙ୍ଗ, ଚାରିଛକ ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହାକୁ ଜିଲ୍ଲାର ବରିଷ୍ଠ ଦେବାନି ବିଚାରପତି ଶ୍ରୀ ସିତିକଣ୍ଠ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ବୌଦ୍ଧ ର ସଚିବ ଶ୍ରୀ ଚରଣଜିତ ଓରାମ, ବନଦୂର୍ଗା ଜରାଶ୍ରମର ପରିଚାଳିକା ଶ୍ରୀମତୀ ପ୍ରତିମା ମହାପାତ୍ର ଯୋଗ ଦେଇ ଥିଲେ।

ଏଥିରେ ବନଦୁର୍ଗା ଜରାଶ୍ରମରେ ରହୁଥିବା ବରିଷ୍ଠ ନାଗରିକମାନେ ଭାଗ ନେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାର ଙ୍କ ଦ୍ଵାରା ଗଠିତ ଥିବା ବିଭିନ୍ନ ଯୋଜନା ଉପରେ ଏବଂ ଆଇନରେ ସେମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ଉପରେ ଆଲୋକପାତ କରାଇବ।

Related Post

କୁଆଖିଆରେ ବାଇକ ଡ଼ିକି ଭାଙ୍ଗି ଲୁଟିନେଲେ ୧ଲକ୍ଷ ୬୦ହଜାର ଟଙ୍କା

Posted by - February 17, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଦିନ ଦ୍ୱିପ୍ରହରରେ କୁଆଖିଆ ବଜାରରୁ ଟଙ୍କା ଲୁଟ । ବାଇକ ଡିକି ଭାଙ୍ଗି ୧ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଯାଜପୁର…

ଟ୍ରାକ୍ଟର ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର

Posted by - November 1, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଜୟପାଟଣା ରୁ ନବରଙ୍ଗପୁର ଜିଲ୍ଲା କୁ ସଂଯୋଗ କରୁଥିବା ଢୁଲୁଘାଟି ରାସ୍ତା ରେ ଏକ ଟ୍ରାକଟର ଦୁର୍ଘଟଣା ରେ ଡ୍ରାଇଭର ର…

ମହାବୀର ଗ୍ରାମିଣ ଉଦ୍ୟାନ ଲୋକାର୍ପିତ

Posted by - December 31, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲାର ପ୍ରତିକ୍ଷିତ ବାହାମ ଗ୍ରାମ ପଞ୍ଚାୟତର ମହାବୀର ଗ୍ରାମୀଣ ଉଦ୍ୟାନ ଆଜି ଲୋକାର୍ପିତ ହେବା ପରେ ଅଞ୍ଚଳରେ ଖୁସୀର ଲହରି ଖେଳି ଯାଇଛି ।…

୨୦ ରୁ ୨୫ ଲକ୍ଷ ଟଙ୍କାର କୀଟନାଶକ ଔଷଧ ରାୟପୁରରୁ ଆସୁଥିବା ସମୟରେ ଅଟକ

Posted by - August 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆବଜାର ଠାରେ ଆନୁମାନିକ ୨୦ ରୁ ୨୫ ଲକ୍ଷ ଟଙ୍କାର କୀଟନାଶକ ଔଷଧ ରାୟପୁରରୁ ଆସୁଥିବା ସମୟରେ…

ସଚେତନ ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମା ର ଶୁଭାରମ୍ଭ କଲେ ନବରଙ୍ଗପୁର ଜିଲ୍ଲାପାଳ

Posted by - October 30, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ବିଶ୍ୱ ମିତ ବ୍ୟୟିତା ଦିବସ ପାଳନ ଅବସରରେ ସଚେତନ ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମା ର ଶୁଭାରମ୍ଭ କଲେ ନବରଙ୍ଗପୁର ଜିଲ୍ଲାପାଳ…