ଖପ୍ରାଖୋଲରେ କୃଷକ ଉତ୍ପାଦକ କଂମ୍ପାନୀର ବାର୍ଷିକ ବୈଠକ

71 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଖପ୍ରାଖୋଲ ବ୍ଲକ କୃଷକ ଉତ୍ପାଦକ କମ୍ପାନୀ କାର୍ଯ୍ୟଳୟ ପରିସରରେ  କମ୍ପାନୀର ବାର୍ଷିକ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସିଇଓ ଗଣେଶ ବାନଛୋର୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ରୂପେ ବ୍ଳକ କୃଷି ଅଧିକାରୀ ଡ଼ମୁରୁଧର ମେହେର ,ସମ୍ମାନିତ ଅତିଥି ରୂପେ ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ,ୱାସନ ଅନୁଷ୍ଠାନ ଜିଲ୍ଲା ସଂଯୋଜକ ଯଶୋବନ୍ତ ନାଏକ, ଦେବସ୍ମିତ ପରିଡ଼ା,ୱାଇ.ସି.ଡି.ଏ ଅନୁଷ୍ଠାନର ବ୍ଳକ ସଂଯୋଜକ ହେମବତୀ ନନ୍ଦନ ବେହେରା, ଉମେସ ଗୁପ୍ତା ସଭାରେ ଉପସ୍ଥିତ ରହି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ଚାଷୀ ତାର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇପାରିବ ବୋଲି କହିଥିଲେ।

ଏହି ଅବସରରେ ବିଗତ ବର୍ଷର ଆୟ ବ୍ୟୟ ଏବଂ ଆଗାମୀ ବର୍ଷର ଲକ୍ଷ୍ୟ ଉପରେ ବିଶେଷ ଆଲୋଚନା ହୋଇଥିଲା। ସଭାରେ ଚାଷୀ କର୍ମକର୍ତ୍ତା ,ନିର୍ଦେଶକ ମଣ୍ଡଳୀ ଉପସ୍ଥିତ ଥିଲେ। ଶେଷରେ କୃଷକ ପ୍ରଡୁସର କମ୍ପାନୀ ସମ୍ପାଦକ ପ୍ରଶାନ୍ତ ବୁଡ଼େକ ଧନ୍ୟବାଦ ଦେଇଥିଲେ।

Related Post

ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣର ମୃତ୍ୟୁ

Posted by - April 7, 2020 418
କେନ୍ଦୁଝର: (ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମସିଣାବିଲା ଗ୍ରାମର ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି । ଖବର ଅନୁଯାୟୀ …

ସଂଗ୍ରାମପୁର ଗ୍ରାମରେ ରୁକ୍ମିଣୀ ବିବାହ ପାଳିତ

Posted by - February 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୋୖଦ୍ଧଜିଲ୍ଲା ସଦର ବ୍ଲକ ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ ଆଜିପୌରାଣିକ ହିନ୍ଦୁ ଧର୍ମ ମତlନୁଯାଇ ଋକ୍ମୁଣି ବିବାହ ପାଳିତ ହୋଇଯାଇଛି। ଏହି ବିବାହରେ…

ମନମୁଣ୍ଡା ଡ୍ରାଇଭର ସଂଘ କାର୍ଯ୍ୟାଳୟ ଉଦଘାଟନ ଏବଂ ବୈଠକ

Posted by - January 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମନମୁଣ୍ଡା ଡ୍ରାଇଭର ସଂଘ କାର୍ଯ୍ୟାଳୟ ଗୃହ ଗାନ୍ଧୀ ଛକ ଠାରେ ଆଜି ଉଦଘାଟନ ହୋଇଯାଇଛି।ମନମୁଣ୍ଡା ଡ୍ରାଇଭର ସଂଘ ସଭାପତି ଅଞ୍ଜନ କୁମାର ପଟ୍ଟନାୟକ ଏହାକୁ…

ଅଙ୍ଗନବାଡି କର୍ମୀଙ୍କ ଦାବିପତ୍ର ପ୍ରଦାନ

Posted by - November 13, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଅଙ୍ଗନବାଡି କର୍ମୀ ଙ୍କୁ ଶ୍ରମିକର ମାନ୍ୟତା ,ଶ୍ରମ ସମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଭତ୍ତା, ପେନସନ୍ ,ସାମାଜିକ ସୁରକ୍ଷା, ମିନି…

ଯୋଗିଭୋଗରା ଗାଁରେ ଗୋଷ୍ଠୀ ସଂଘର୍ଷ ୮ ଆହତ

Posted by - October 25, 2021 0
ବୌଦ୍ଧ :(ସାମରେଶ ମିଶ୍ର )ବୌଦ୍ଧ ସଦର ଥାନା ବଢିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯୋଗିଭୋଗରା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଦ୍ୱାରା ୮ ଜଣ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ବୌଦ୍ଧ…