ଖପ୍ରାଖୋଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ ତାଲା କାଟି ଚୋରି ଉଦ୍ୟମ , ସମସ୍ତ ସାମଗ୍ରୀ ସୁରକ୍ଷିତ ଥିବା ସୂଚନା

65 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସରରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶନିବାର ମଧ୍ୟରାତ୍ର ରେ ଗ୍ରିଲ ରେ ଲାଗିଥିବା ତାଲା କୁ ଦୁର୍ବୃତ୍ତ ମାନେ ଗ୍ୟାସ କଟର ରେ କାଟି ଚୋରି କରୁଥିବା ପୋଲିସ ସୂତ୍ର ରୁ ଜଣାପଡିଛି । ଉକ୍ତ ଘଟଣା ରେ ବ୍ୟାଙ୍କ ର କୌଣସି ସାମଗ୍ରୀ ଚୋରି ହୋଇନଥିବା ବେଳେ ସମସ୍ତ ସାମଗ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କୁ ଦୁବୃର୍ତ୍ତ ମାନେ ମଧ୍ୟରାତ୍ର ସମୟରେ ଆସି ଗ୍ୟାସ କଟର ମାଧ୍ୟମରେ ଗ୍ରିଲ୍ ରେ ଲାଗିଥିବା ଦୁଇଟି ତାଲା କୁ କାଟି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ଏହା ପରେ ଚୋରି ଉଦ୍ୟମ କରିଥିଲେ ମଧ୍ୟ କୌଣସି କାରଣରୁ ବିଫଳ ହୋଇଥିବା ଜଣା ପଡିଛି। ବ୍ୟାଙ୍କ ର ସମସ୍ତ ସାମଗ୍ରୀ ସୁରକ୍ଷିତ ଥିବା ବ୍ୟାଙ୍କ କେଶିଆର ରାଜ ମେହେର ପ୍ରକାଶ କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇ ଘଟଣା ର ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଓ ଆଇ ସି ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Related Post

ମନମୁଣ୍ଡା ରେ ବୁଦ୍ଧ ପାର୍କ ପାଇଁ ଚିହ୍ନଟ ଜାଗା ପରିଦର୍ଶନ କଲେ ଜିଲ୍ଲାପାଳ ଏବଂ ବିଧାୟକ

Posted by - August 7, 2021 0
ବୌଦ୍ଧ(ଚିତ୍ତରଂଜନସିଂ)- ମନମୁଣ୍ଡା ରେ ବୁଦ୍ଧ ପାର୍କ ପାଇଁ ଆଜି ଜାଗା ଚିହ୍ନଟ କରାଯାଇଛି। ଭଗବାନ ବୁଦ୍ଧ ଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲା ରେ ତାଙ୍କ ସ୍ମୃତି…

ଅଙ୍ଗନବାଡି କର୍ମୀ ଙ୍କ ଜନହିତକର କାର୍ଯ୍ୟକ୍ରମ

Posted by - October 20, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଲଦୀ ପଞ୍ଚାୟତ ଅଧିନସ୍ଥ ଘୋଟିଆ ଗ୍ରାମ ଅଙ୍ଗନବାଡି କର୍ମୀ ଙ୍କ ଜନହିତକର କାର୍ଯ୍ୟ ପାଇଁ ଲୋକଙ୍କ ପ୍ରସଂଶା…

କେସିଙ୍ଗା କେନ୍ଦୁପଡା ସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲରେ ବିଜ୍ଞାନମେଳା

Posted by - November 20, 2022 0
କେସିଙ୍ଗା :(ପୀତେଶ ପଟେଲ)କରୋନା କାଳର ଦୁଇ ବର୍ଷ ବିତିଗଳା ପରେ ସ୍କୁଲର ଛାତ୍ର ଛାତ୍ରୀ ଭିତରେ ଖୁସିର ଲହର ଆଣିଛି ବିଜ୍ଞାନମେଲା । କଳାହାଣ୍ଡି କେସିଙ୍ଗା ବ୍ଲକ…

କେସିଙ୍ଗା ପୋଲିସ ଦ୍ୱାରା ଗଞ୍ଜେଇ ଜବତ, ଦୁଇ ଗିରଫ

Posted by - April 20, 2022 0
କଳାହାଣ୍ଡି 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ୟାପକ ଧରପଗଡ଼ ଓ ଗିରଫଦାରୀ ସ୍ଵତ୍ତ୍ଵେ କଳାହାଣ୍ଡି ଜିଲ୍ଲା ରେ ଗଞ୍ଜେଇ ଚୋରା ଚାଲାଣ ଥମିବାର…

ମାର୍ଗ ଶିର ମାସ ମାଣ ବସାଉଷା,ମହାଲକ୍ଷ୍ମୀପୁରାଣ ସତସଙ୍ଗ ଅନୁଷ୍ଠିତ ହୋଇଛି

Posted by - December 18, 2021 0
ବଙ୍ଗୋମୁଣ୍ଡା ;ତା୧୭/(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତଭାଲୁମୁଣ୍ଡା ଗାଁ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଆଜି ବରଗଛ ପଡା ରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏହି ସତସଙ୍ଗ ରେ…