ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

180 0

ମୁନିଗୁଡ଼ା : (ରମାକାନ୍ତ ପଡାଲ) ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଠାରେ ମାଁ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ପୁରୋହିତ ବିପିନ ବିହାରୀ କର,ବିଜୟ ମିଶ୍ର,ଓ ଅକ୍ଷୟ ରଥ ପୈରୋହିତ୍ୟ ରେ ପୂଜା ବିଧି,ହୋମ ଯଜ୍ଞ ସମ୍ପର୍ଣ୍ଣ କରାଯାଇଥିଲା। ଏଥିରେ କର୍ତ୍ତା ଭାବେ କାଳିଆ ଦଣ୍ଡସେନା ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଏଥିରେ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ସଭାପତି ଉମେଶ ଚନ୍ଦ୍ର ସାମନ୍ତ,ସମ୍ପାଦକ ମୋନୋଜ ଗୁରୁ,ଉପସମ୍ପାଦକ ସରୋଜ କୁମାର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରୋମଦ କୁମାର ରାଉତ, ସୁଶାନ୍ତ ରଥ, ସରୋଜ ପଟ୍ଟନାୟକ ଉପସ୍ଥିତ ଥିଲେ ଏବଂ ଜଗା ପାଣଗ୍ରାହୀ, ନିରାକାର ବିଶ୍ବାଳ,ମୁନ ଗୁରୁ, ରାକେଶ ପ୍ରଧାନ, ପ୍ରଶାନ୍ତ ପାଣଗ୍ରାହୀ, ଜିତୁ ଗୌଡ, କେଶବ ଗୌଡ,ଲବ ପଢ଼ି, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Related Post

ବ୍ୟାସନଗର କୁ ସ୍ଥାନାନ୍ତରୀତ ହେଲା ଆଂଚଳିକ ଶିଳ୍ପ କେନ୍ଦ୍ର

Posted by - July 4, 2020 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ୟାସନଗର ମୁନିସିପାଲିଟି ଅନ୍ତର୍ଗତ ଛନ୍ଦମା ଠାରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର କଳିଙ୍ଗନଗର ର ତା ୧. ୭. ୨0 ରିଖ ଦିନ…

ଥୁଆମୂଳ ରାମପୁର ଠାରେ ଶିଶୁ ସୁରକ୍ଷା ଏବଂ ବାଲ୍ୟବିବାହ ନିରୋଧ ସମ୍ବନ୍ଧୀୟ ତାଲିମ ଶିବିର ,ତାଲିମ ନେଲେ ପଞ୍ଚାୟତ ପ୍ରତିନିଧିଗଣ

Posted by - April 27, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ୟାପକ ଜନ ସଚେତନତା ସ୍ଵତ୍ତ୍ଵେ ବିଭିନ୍ନ ସମୟରେ କଳାହାଣ୍ଡି ଜିଲ୍ଲାରେ ବାଲ୍ୟ ବିବାହ ଦେଖିବାକୁ ମିଳିଥିଲା ବେଳେ ଶିଶୁମାନଙ୍କ…

ବଡବିଲ ଉପ କାରାଗାରରେ ଜଣେ ମହିଳା ଅଭିଯୁକ୍ତ ର ଆତ୍ମହତ୍ୟା

Posted by - June 26, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ବଡ଼ବିଲ ଉପକାରାଗାର ରେ ଜଣେ ବିଚାରାଧୀନ ମହିଳା ଅନ୍ତେବାସୀ ଆତ୍ମହତ୍ୟା କରିଥିବା ଜଣାପଡିଛି।ମୃତ ମହିଳା ହେଲେ ସବିତା ମୁଣ୍ଡା ଯେକି ଏକ ହତ୍ୟାକାଣ୍ଡ…

ଜିଲ୍ଲା ଶିଶୁସୁରକ୍ଷା ୟୁନିଟି ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ

Posted by - July 16, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଜିଲ୍ଲା ଶିଶୁସୁରକ୍ଷା ୟୁନିଟି ଆନୁକୁଲ୍ଯରେ ଆଜି ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଓ ବାଲ୍ୟ…

ଓମ ଭ୍ୟାଲି ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଉଦଘାଟିତ

Posted by - December 1, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ସ୍ଥାନୀୟ ଓମ ଭ୍ୟାଲି ବିଦ୍ୟାଳୟରେ କେନ୍ଦ୍ରୀୟ ମାଧ୍ୟମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଓଡ଼ିଶା, ଛତିଶଗଡ ଏବଂ ପଶ୍ଚିମବଙ୍ଗର…