ଯାଜପୁରରେ ପହଂଚିଲା ଅହିଂସା ରଥ 

104 0

ଯାଜପୁର:ଆଜାଦି କା ଅମୃତ ମହୋତ୍ସବ ଅବସରରେ ରାଜ୍ୟ ସରକାରଙ୍କ ସୂଚନା  ଲୋକ ସଂପର୍କ ବିଭାଗ ପକ୍ଷରୁ ଗାନ୍ଧି ବିଚାରଧାରା  ପ୍ରଚାର ପ୍ରସାର ସହିତ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ତ୍ୟାଗ  ବଳିଦାନର ସ୍ମୃତିଚାରଣ ଉଦ୍ଧେଶ୍ୟରେ ଏହି ରଥ ସାରା ରାଜ୍ୟ ପରିକ୍ରମା କରୁଛି ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଦେବୀଗଡାରେ ଦୁଇଟି ରଥକୁ ସ୍ୱାଗତ କରାଯାଇଛି

ଜିଲାପ୍ରଶାସନ ପକ୍ଷରୁ ଜିଲାପାଳ ଚକ୍ରୱର୍ତି ସିଂ ରାଠୋରଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଳ୍ଲିକ, ଜିଲ୍ଲା ପରିଷଦ ନଳିନୀପ୍ରଭା ଜେନା,ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଂଜୁଲତା ହୋତା,ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଙ୍କ ସମେତ ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ ପ୍ରମୁଖ ଏହି ରଥକୁ ସ୍ୱାଗତ କରିଥିଲେ 

ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରକାର ସାଂସ୍କୃତିକ ଦଳ ବିଭିନ୍ନ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା  ଏହି ରଥ ସମଗ୍ର ଯାଜପୁର ପୌରାଂଚଳ ପରିକ୍ରମା କରିଥିଲା  ଯେଉଁଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀବୁଦ୍ଧିଜିବିସାହିତ୍ୟିକ,ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ମାନେ ସାମିଲ ହୋଇ ରଥକୁ ସ୍ୱାଗତ କରିଥିଲେ  ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୧୬୦ ମିଟର ଲମ୍ବା ତ୍ରିରଂଗା ପ୍ରଦର୍ଶିତ ହୋଇଥିଲା ଏହି ରଥ ଆସନ୍ତା  ଦିନ ଧରି ଜିଲାର ୧୦ଟି ବ୍ଲକ ଏବଂ ଦୁଇଟି ପୌରପାଳିକା ଅଂଚଳରେ ପରିଭ୍ରମଣ କରି ଗାନ୍ଧିବାଦର ପ୍ରଚାର କରିବ 

Related Post

ଦୀନ ମଜହୁରିଆ ପୁଅ ଅସୁସ୍ଥ ହେବା ପରେ ବେସାହାରା ହୋଇପଡିଛି ପରିବାର,ସରକାରୀ ସହାୟତା ଅପେକ୍ଷାରେ

Posted by - July 29, 2020 57
ବିଂଝାରପୁର:ଯାଜପୁର ଜ଼ିଲ୍ଲା ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଂଚାୟତ ମଲିପୁର ଗ୍ରାମର ସଦାନନ୍ଦ ମଲ୍ଲିକ ଙ୍କ ସରିର ଅସୁସ୍ଥ ହେବା ପରେ ବେସାହାରା ହୋଇପଡିଛି ତାଙ୍କ ପରିବାର  ଦାନନ୍ଦ…

ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ମ୍ୟାଜିକ୍‌ କାମ କଲାନି, ସନା ସମର୍ଥକ ବିଜୟୀ

Posted by - December 9, 2018 0
କେନ୍ଦୁଝର : ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ମ୍ୟାଜିକ୍‌ କାମ କଲାନି। ଘସିପୁରା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଘଟଗାଁ ବ୍ଲକର ମୁକ୍ତାପୁର ପଞ୍ଚାୟତରେ ହୋଇଥିବା ସମିତିସଭ୍ୟ ଉପନିର୍ବାଚନରେ ପରାଜିତ ହେଲେ…

ଟିକାକରଣକୁ ନେଇ ଷଣ୍ଢପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

Posted by - May 12, 2021 0
ବାରଙ୍ଗ:( ସନ୍ତୋଷ ରାଉତ)ବାରଙ୍ଗଥାନା ଷଣ୍ଢପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ୧୮ରୁ ୪୪ବର୍ଷର ବ୍ୟକ୍ତି ମାନଙ୍କୁ ବୁଧବାର ସାଢେ ୧୦ଟା ବେଳେ ଟିକା ନେବାକୁ ଆସି ଧାଡିରେ ଛିଡା…

ଓଡିଶାରେ ପାଦ ରଖିଲା ଓମିକ୍ରନ, ୨ ଆକ୍ରାନ୍ତ ଚିହ୍ନଟ

Posted by - December 22, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୃଥିବୀର ଅନେକ ଦେଶ କରୋନା ର ନୂଆ ପ୍ରଜାତି ଓମିକ୍ରନ ଭାରିଆଣ୍ଟ ଦ୍ଵାରା କବଳିତ ହେବାରେ ଲାଗିଛି। ବହୁଲୋକ…

ରାମକୃଷ୍ଣ ବାଳାଶ୍ରମ ବିରନର୍ସିଂହପୁର ଠାରେ ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

Posted by - October 2, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ରାମକୃଷ୍ଣ ବାଳାଶ୍ରମ ବିରନର୍ସିଂହପୁର ଠାରେ ସ୍ଵାଧୀନତା ର ୭୫ତମ ବର୍ଷ ପୁର୍ତୀ ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ସମାରୋହ ପାଳନ ଅନୁଷ୍ଠିତ…