ବୌଦ୍ଧ ୯ ନମ୍ବର ୱାର୍ଡସ୍ଥିତ ବିଜୁ ଆଦର୍ଶ କଲୋନୀରେ ବିଭିନ୍ନ ପ୍ରତିଯୋଗିତା

85 0

ବୌଦ୍ଧ : (ଚିତ୍ତ ରଂଜନ ସିଂ) ଆଜାଦୀ କି ଅମୃତ ମହୋତ୍ସବର ୭୫ବର୍ଷ ପୁର୍ତ୍ତି ଉପଲକ୍ଷେ ଜାଗା ମିଶନ ଯୋଜନାରେ ୯ ନମ୍ବର ୱାର୍ଡସ୍ଥିତ ବିଜୁ ଆଦର୍ଶ କଲୋନୀ ( ସ୍ଲମ ଅଞ୍ଚଳ)ର ସମସ୍ତଙ୍କୁ ନେଇ ଗାନ୍ଧୀ ଓ ଓଡ଼ିଶାର ବିଷୟବସ୍ତୁ ଉପରେ ଝୋଟି,ସଙ୍ଗୀତ,ବକ୍ତୃତା, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ଆଦର୍ଶ କଲୋନୀର ସଭାପତି ଅନ୍ନପୂର୍ଣ୍ଣା ନାଏକ,ସଂପାଦିକା ସସ୍ମିତା ଗାଈଗୌରିଆ ଓ କଲୋନୀର ଛୋଟଠାରୁ ବଡ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଏନଏସି ୯ ନମ୍ବର ୱାର୍ଡ କାଉନସିଲର ସ୍ୱର୍ଣ୍ଣଲତା ଦଳେଇ,ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ଜାଗା ମିଶନ ସଂଯୋଜକ ରାହୁଲ ପାଲ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି କ୍‌ାର୍ଯ୍ୟକ୍ରମ ଗୋଷ୍ଠୀ ସଂଗଠିକା ସୁପର୍ଣ୍ଣା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Related Post

ବିରାଟ ଅଜଗର ଉଦ୍ଧାର

Posted by - December 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ସହରର ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ନିକଟରୁ ଆଜି ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି ।ବିଦ୍ୟାଳୟ ନିକଟରେ ଗୋଟିଏ ଘର ତିଆରି…

ଝୁମ୍ପୁରୀ ବଜାରରେ ଦୁଇଟି ଦୋକାନ ସିଲ୍ କଲା ପ୍ରଶାସନ

Posted by - April 18, 2020 0
ଭୁବନେଶ୍ୱର: ତା ୧୮/୪ : ଦଶରଥପୁର ବ୍ଲକ ଝୁମ୍ଫୁରୀ ବଜାରଠାରେ ଦୁଇଟି ଦୋକାନକୁ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ଓ ଉପଜିଲ୍ଲାପାଳ ନାରାୟଣ…

ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧ ଜିଲାରେ ଭବ୍ୟ ସମ୍ବର୍ଦ୍ଧନା

Posted by - August 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧଜିଲାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କନ୍ଧମାଳ ଓ…

ଦଳିତ ବସ୍ତିରେ ସଂଧ୍ୟା ସମୟରେ ଅଗ୍ନିକାଣ୍ଡ

Posted by - August 31, 2021 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ରପୁର ଥାନ ଅନ୍ତର୍ଗତ ଆମଠପୁର ପଞ୍ଚାୟତ ର ଆମଠପୁର ଦଳିତ ବସ୍ତିରେ ସଂଧ୍ୟା ସମୟରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି । ଉକ୍ତ…

ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

Posted by - May 14, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଳାହାଣ୍ଡି ଜିଲ୍ଲା କେସିଙ୍ଗା ସଦର ମହକୁମା ଜଗନ୍ନାଥ ପଡା କମ୍ପ୍ଲେକ୍ସ ନିକଟରେ ଜୈନିକ ଅଜଣା ବ୍ଯକ୍ତି ସଂଜ୍ଞାହୀନ ଅବସ୍ଥା ରେ…