ଟିଟିଲାଗଡ଼ ଏସ ସି ଡ଼ି ସେଣ୍ଟରରେ ବିଶ୍ବବ୍ୟାପୀ ସଙ୍କେତ ଦିବସ ପାଳିତ

75 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ନେହେରୁ ନଗର ସ୍ଥିତ ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟରେ ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସମସ୍ତ ସହକର୍ମୀଙ୍କ ସହଯୋଗ ଦ୍ୱାରା “ବିଶ୍ଵବ୍ୟାପି ସଙ୍କେତ ଭାଷା ଦିବସ” ପାଳନ କରାଯାଇଅଛି । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ସାଙ୍କେତିକ ଚିହ୍ନରେ କିପରି କଥା ହୋଇପାରନ୍ତି, ତାହାର କିଛି ଉଦାହରଣ ଦେଖାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବଲାଙ୍ଗୀର ଜିଲ୍ଲାପାଳ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମହୋଦୟ ଟୁଇଟ ମାଧ୍ୟମରେ ବହୁତ ପ୍ରଶଂସା କରି ଉତ୍ସାହିତ କରିଅଛନ୍ତି ।

Related Post

ପ୍ରମୋଦ ମ୍ୟାଥମେଟିକ ଆୱାର୍ଡ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Posted by - September 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଉତ୍ତଙ୍ଗରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରମୋଦ ମ୍ୟାଥମେଟିକ ଆୱାର୍ଡ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ…

ବସ୍ତି ବାସିନ୍ଦା ମହିଳାଙ୍କ ଥାନା ଘେରାଉ

Posted by - May 5, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ସହରର ବସ୍ତିବାସିନ୍ଦା ସୁରକ୍ଷା ମଂଚ ପକ୍ଷରୁ ଜଣେ ଗରୀବ ମହିଳାଙ୍କ ନ୍ୟାୟ ପ୍ରଦାନ ଦାବିରେ ମହିଳା ମାନେ ଥାନା ଘେରାଉ କରିଛନ୍ତି ।…

ସୂର୍ଯ୍ୟ ଉପାସନାର ଲୋକପର୍ବ ‘ଛଠ୍’ ନିଷ୍ଠାର ସହ ପାଳିତ ବଡ଼ବିଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ

Posted by - November 2, 2019 0
ବଡ଼ବିଲ : ୦୨.୧୧.୨୦୧୯,ଉତ୍ତର ଭାରତରେ ପାଳନ କରାଯାଉଥିବା ପର୍ବ ଗୁଡ଼ିକ ମଧ୍ୟରୁ ‘ଛଠ୍’ ପର୍ବ ଅନ୍ୟତମ । ସୂର୍ଯ୍ୟ ଉପାସନାର ଲୋକପର୍ବ ହେଉଛି ‘ଛଠ୍’ । କାର୍ତିକ…

କଣ୍ଟାମାଳରେ ଜିଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି

Posted by - September 20, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାରଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ…