ବାରିପଦା ରେ ରାବଣ ପୋଡି ଉତ୍ସବ

297 0

ମୟୁରଭଞ୍ଜବା:ରିପଦା ସ୍ଥିତ ମଧୁବନ ପଡିଆରେ ଧୁମଧାମରେ ପାଳିତ ହୋଇଯାଇଛି ରାବଣପୋଡି ମହୋତ୍ସବ।  ବାରିପଦା ସହରରେ ଗୋଟିଏ ସ୍ଥାନରେ ଏହି ରାବଣପୋଡି ମହୋତ୍ସବ ହେଉଥିବାରୁ ଏଠାରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା ପ୍ରବଳ ଜନସମାଗମକୁ ନଜରରେ ରଖି ସ୍ଥାନୀୟ ମଧୁବନ ଦୁର୍ଗାପୂଜା କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଅାରକ୍ଷୀ ଅଧୀକ୍ଷକ ସ୍ମିଥ ପରମାର ପୁରୁଷୋତ୍ତମ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରାୟ ସାଢେ ୯ଟାରେ ମୁଖ୍ୟଅତିଥିଙ୍କ ଦ୍ବାରା ରାବଣ ଶରୀରରେ ଅଗ୍ନି ସଂଯୋଗ କରାଯାଇଥିଲା। ରାତ୍ରି ପ୍ରାୟ ୧୦ ଟା ସମୟରେ ରାବଣର ସମସ୍ତ ଶରୀର ମାଟିରେ ମିଶିଥିଲା। ‘ଅଧର୍ମ ଉପରେ ଧର୍ମର ବିଜୟ’ ର ପ୍ରତୀକ ଭାବେ ଅନୁଷ୍ଠିତ ହେଉଥିବା ଏହି ରାବଣପୋଡି ମହୋତ୍ସବକୁ ଉପଭୋଗ କରିବା ପାଇଁ ବାରିପଦା ମଧୁବନ ଠାରେ ଦେଖିଵାକୁ ମିଳିଥିଲା ପ୍ରବଳ ଜନସମାଗମ।

Facebook Notice for EU! You need to login to view and post FB Comments!

Related Post

ଘୋର ଅବ୍ୟବସ୍ଥା ଭିତରେ କାଶୀପୁର ପଞ୍ଚାୟତ ସମିତି ବୈଠକ ଶେଷ

Posted by - April 27, 2022 0
ରାୟଗଡ଼ା :(ଅଞ୍ଜନ କୁମାର ନାଏକ) ଘୋର ଅବ୍ୟବସ୍ଥା ଭିତରେ ରାୟଗଡା ଜିଲ୍ଲା କାଶୀପୁର ପଞ୍ଚାୟତ ସମିତି ବୈଠକ ସମାପ୍ତ ହୋଇଛି, କିଛି ସରପଞ୍ଚ ଓ ସମିତି ମଧ୍ୟ…

ସଂଶୋଧିତ ତାଲିକା ବିରୋଧରେ ହାଇକୋର୍ଟ ର ଦ୍ବାରସ୍ଥ ହେବେ ବିଷ୍ଣୁପୁର ପଂଚାୟତର ପୂର୍ବତନ ସରପଞ୍ଚ

Posted by - October 30, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ସଂଗ୍ରକ୍ଷଣ ତାଲିକାକୁ ନେଇ 15 ଦିନ ହେଲା ରାଜନେତା ଓ ଆଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ଯ୍ଯରେ ଲାଗି ରହିଥିବା ଆଶଙ୍କାର ପୂର୍ଣ୍ଣଛେଦ ପଡିଛି ।ବାଲେଶ୍ବର ଜିଲ୍ଲାପାଳ…

ମା ମାହେଶ୍ୱରୀ ଗୋ -ଶାଳା ଓ ଜରାଶ୍ରମ ରେ କର୍ମଶାଳା ବୈଠକ

Posted by - October 16, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତା ପାଲି ଠାରେ ଥିବା ବୌଦ୍ଧ ଜିଲ୍ଲା ର ଏକ ମାତ୍ର “ଗୋଶାଳା “ରେ ଆଜି ଗ୍ରାମ୍ୟବିକାଶ…

ବହୁ ମୂଲ୍ୟବାନ କାଠ ଜବତ

Posted by - November 19, 2021 0
ବାଲେଶ୍ଵର:( ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ରେଞ୍ଜର ଦ୍ଵାରା ଲଙ୍ଗଳେଶ୍ୱର ଫରେଷ୍ଟର ଓ ଗାର୍ଡ ଙ୍କ ମିଳିତ ସହଯୋଗରେ ପେଟ୍ରାଲିଙ୍ଗ ସମୟରେ ସିଂ ଲା ମାଉ ସୀ…

 ସିନ୍ଧେକେଲା ପଲ୍ଲୀ ଶ୍ରୀଜୁନିୟର ମହା ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର

Posted by - April 18, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଲ୍ଲୀ ଶ୍ରୀଜୁନିୟର ମହାବିଦ୍ୟାଳୟ ଠାରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର…

Leave a comment

Your email address will not be published.