ଅଟୋ ସହ ୨ ବସ୍ତା ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର

16 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପୋଲିସ ର ବ୍ୟାପକ ଧରପଗଡ ସ୍ଵତ୍ତ୍ଵେ କଳାହାଣ୍ଡି ଜିଲ୍ଲା ରେ ଚୋରା ଗଞ୍ଜେଇ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ କାଲି ମଦନପୁର ରାମପୁର ପୋଲିସ ପୁଣି ୨ ବସ୍ତା ଗଞ୍ଜେଇ ଜବତ କରିଛି। ସୂଚନା ଯେ କୌଣସି ସୂତ୍ରରୁ ଖବର ପାଇ ମଦନପୁର ରାମପୁର ପୋଲିସ ଓ ମୋହନଗିରି ଫାଣ୍ଡି ପୋଲିସ କର୍ମଚାରୀ ମାଣିକେରା ନିକଟରେ ଜଗିରହିଥିଲେ।

ଏହି ସମୟରେ ମୋହନଗିରି ପଟୁ ମଦନପୁର ରାମପୁର ଆଡକୁ ଆସୁଥିବା ଏକ ଅଟୋ ର ଚାଳକ ଓ ସହଯୋଗୀ ପୋଲିସ କୁ ଦେଖି ଅଟୋ ଛାଡି ଫେରାର ହୋଇଯାଇଥିଲେ। ସମ୍ପୃକ୍ତ ଅଟୋ ରୁ ପୋଲିସ ୨ ବସ୍ତା ଗଞ୍ଜେଇ ଓ ଅଟୋ ନମ୍ଵର OD31D6803 କୁ ଜବତ କରି ମୋହନଗିରି ଫାଣ୍ଡି ରେ ରଖାଯାଇ ଥିବା ବେଳେ ଏହି ଅଭିଯୋଗ ରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି।

ଚାଲାଣକାରୀ ମାନେ ଅଟୋ କୁ ଷ୍ଟାର୍ଟ ଥିବା ଅବସ୍ଥା ରେ ଛାଡ଼ି ଚାଲିଯିବାରୁ ନିକଟରେ ଥିବା ପାଜୀକେରୀ ଗାଁ ର ଜୈନିକ ବ୍ୟକ୍ତି ଙ୍କ ମୋଟର ସାଇକେଲ କୁ ଧକ୍କା ଦେଇଥିଲା। ଅଟୋ ରେ ତିନିଜଣ ଯୁବକ ଥିଲେ ବୋଲି ଗ୍ରାମବାସୀ ଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ।

Related Post

ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା

Posted by - May 4, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିରିପଟା ଗ୍ରାମ ପଂଚାୟତ ବରେଇ…

ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ

Posted by - January 7, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ । ଟ୍ରିପଲ ମ୍ୟାରେଜ ଘଟଣାକୁ ଲୋକଲୋଚନକୁ ଆଣିଥିବା ସବିନା ବିବିଙ୍କ ନାଁରେ ପେଂରାଦ…

ମାଓବାଦୀ ନାଁ ରେ ଚାନ୍ଦା ଆଦାୟ ଅଭିଯୋଗ, ଅଭିଯୁକ୍ତ ଗିରଫ

Posted by - May 14, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ମାଓବାଦୀ ନିଜର ସ୍ଥିତି ଜାହିର କରୁଥିବା ବେଳେ…

ଏଟିଏମ୍ ହ୍ୟାକ୍, ଗ୍ରାହକଙ୍କ ଆକାଉଂଟରୁ ୪୦ହଜାର ଟଙ୍କା ଗାୟବ

Posted by - December 11, 2019 7
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଏଟିଏମ୍ ହ୍ୟାକ୍ ଅଭିଯୋଗ । ଗ୍ରାହକଙ୍କ ପାଖରେ ଏଟିଏମ୍ କାର୍ଡ ଥାଇ ମଧ୍ୟ ଆକାଉଂଟରୁ ଟଙ୍କା ଗାୟବ । ଏପରିକି ମୋଇବାଲ ନମ୍ବରକୁ…