Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଆମ ଆଦମୀ ପାର୍ଟି ପକ୍ଷରୁ ଜିଲା କାର୍ଯ୍ୟକର୍ତା ସମ୍ମିଳନୀ 

59 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଂସ୍କୃତି ଭବନ ପରିସରରେ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲା କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି ନିଶିକାନ୍ତ ମିଶ୍ର ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିରୋଧ ରେ ଲୋକଙ୍କ ଆକ୍ରୋଶ ରହିଛି ବୋଲି କହିଥିଲେ।

ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଏବେ ସାରା ଦେଶ ରେ ଏକ ମଡେଲ ସୃଷ୍ଟି କରିଛି। ଏହି ସବୁ ସମସ୍ୟା କୁ ପ୍ରସଙ୍ଗ କରି ଆଗାମୀ ସାଧାରଣ ନିର୍ବାଚନରେ ଆମ ଆଦମୀ ପାର୍ଟି ମୈଦାନ କୁ ଓଲ୍ହାଇବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ। ଏଥିରେ ଜିଲା ର ବରିଷ୍ଠ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Related Post

ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ କଂଗ୍ରେସର ଗଣଧାରଣା

Posted by - June 22, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡିଶା ପ୍ରଦେଶ କଂଗ୍ରେସ ର ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ଵାନ କ୍ରମେ ଜୟପାଟଣା ବ୍ଲକ କଂଗ୍ରେସ କମିଟି…

ରାଜ୍ୟ ବିଜେପିର ଚାରିଜଣିଆ ମରୁଡି ଅନୁଧ୍ୟାନାକରୀ ଦଳର ସୁବର୍ଣ୍ଣୁର ଜିଲ୍ଲା ଗସ୍ତ

Posted by - September 3, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ)ରାଜ୍ୟ ବିଜେପିର ଚାରିଜଣିଆ ମରୁଡି ଅନୁଧ୍ୟାନାକରୀ ଦଳ ଗତକାଳି କନ୍ଧମାଳ, ବୌଦ୍ଧ ବୁଲି ଦେଖିଥିବା ବେଳେ ଆଜି ସୁବର୍ଣ୍ଣୁର ଜିଲ୍ଲା ଗସ୍ତ କରିଛନ୍ତି…

ବିଜେପି କାଳିପଦା ମଣ୍ଡଳର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

Posted by - November 23, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବିଜେପିର କାଳିପଦା ମଣ୍ଡଳ କର୍ମୀ ସମାବେଶ ମଙ୍ଗଳବାର ବଡାଶ ପଞ୍ଚାୟତ ଅନ୍ତର୍ଗତ ଜଗାଇ ଗ୍ରାମର ଶିବଶଙ୍କର ପ୍ରଧାନଙ୍କ ବାସଭବନରେ ମଣ୍ଡଳ ସଭାପତି ସତ୍ୟାନନ୍ଦ ମହାନ୍ତିଙ୍କ ସଭାପତିତ୍ୱେରେ…

ମୋଦି ପୁରୀରୁ ନିର୍ବାଚନ ଲଢିବେ

Posted by - January 2, 2019 2
ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ଏବେ ଓଡ଼ିଶା ରହିଛି ଏବଂ ସେ ପୁରୀକୁ ଭଲ ପାଆନ୍ତି। ଗତ ଥର ସେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବାରଣାସୀରୁ ଲଢ଼ି…