ପୁରୁଣାକଟକ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

30 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ ପୁରୁଣା କଟକ ପୋଲିସ ପକ୍ଷରୁ ରବିବାର ପୁରୁଣାକଟକ ଥାନା ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଏତିଥି ଭାବେ ବୋୖଦ୍ଧ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ଶହାୟ ମିନା ଏବଂ ଜ଼ୀଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗ ଦେଇଥିଲେ । ଏଥିରେ ସମୁଦାୟ ୭୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ପୁରୁଣା କଟକ ଥାନା ଅଧିକାରୀ ଜୋଷ୍ଣା କାଉଁରୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Related Post

ପୁରୁଣାକଟକ ବ୍ୟବସାୟୀ ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ

Posted by - January 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବ୍ୟବସାୟୀ ସଙ୍ଘ ର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ହାଇସ୍କୁଲ ପଡିଆ ରେ ଅନୁଷ୍ଠିତ ହୋଇଥିଲା!ଏଥିରେ ସଙ୍ଘ…

ପୋଖରୀରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

Posted by - June 21, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମର ଶକ୍ତି ପୋଖରୀରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି…

ସୁବର୍ଣ୍ଣପୁର ଜିଲ୍ଲାର ୬ ବ୍ଲକ ରେ ବିଜେଡ଼ି ଅଧ୍ୟକ୍ଷ

Posted by - March 13, 2022 0
ସୋନପୁର:(ଅଜିତ କୁମାର ପୂଝlରୀ) ସୁବର୍ଣ୍ଣପୁର ଜିଲ୍ଲାରେ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ୬ଟି ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ…

ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ତିଲେଶ୍ୱେର ଠାରେ ଅଷ୍ଟମ ବୟନଶିଳ୍ପ ଦିବସ ପାଳନ

Posted by - August 8, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୟନଶିଳ୍ପ ଦିବସ ଅବସରରେ ହରଭଙ୍ଗା ବ୍ଲକ ତିଲେଶ୍ୱରଠାରେ ନେହେରୁ ଯୁବକେନ୍ଦ୍ର ବୌଦ୍ଧ ତରଫରୁ ବୟନ ଶିଳ୍ପ ଦିବସ ପାଳନ କରାଯାଇଛି। ଏହି ଅବସରରେ…

ଦଶରଥପୁର ବ୍ଳକର ଅଧକ୍ଷ ହେଲେ ଦିଗାମ୍ବର ମଲ୍ଲିକ

Posted by - March 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଳକର ଅଧକ୍ଷ ହେଲେ ଦିଗାମ୍ବର ମଲ୍ଲିକ । ସେ ଚଳିତ ପଂଚାୟତ ନିର୍ବାଚନ ରେ ମଲ୍ଲିକାପୁର ପଂଚାୟତ ରୁ ନିର୍ବାଚିତ…