ପାର୍ବଣ ଋତୁରେ, ନଦୀ ପଠାରେ ହସୁଛି କାଶତଣ୍ଡୀ

45 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ପ୍ରକୃତିରେ ଏକ ବିଚିତ୍ର ସୃଷ୍ଟି ପାର୍ବଣକୁ ସ୍ୱାଗତ କରିବା ପାଇଁ ସଜେଇ ହେଲାଣି ପ୍ରକୃତି ରାଣୀ।ଆଉ ଦିନ କେଇଟା ପରେ ଆରମ୍ଭ ହେବ ଶାରଦୀୟ ଦୁର୍ଗା ପୂଜା । ମା’ଙ୍କ ଆଗମନରେ ଫୁଲକିତ ଧରଣୀରାଣୀ । ଶସ୍ୟଶ୍ୟାମଳା ଧରାଣୀର ନିଜର ପତିଆର ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ ।ହରଭଙ୍ଗା ଅଂଚଳରେ ମହାନଦୀ ପଠାଠାରୁ ଆରମ୍ଭ ନାଳ, ଝରଣା ଓ ଗହୀର ଘାଟ ଆଦି ଅଂଚଳରେ ଦେଖିବାକୁ ମିଳୁଛି କାଶତଣ୍ଡୀର ପସରା କି ଅପୂର୍ଵର ଦୃଶ୍ୟ।

ପ୍ରକୃତି ରାଣୀର କୋଳରେ ଅପୂର୍ଵ ଆକର୍ଷଣରେ ଏ ଅଭିନବ ଓ ଆକର୍ଷଣୀୟ ପରିବେଶ ହୋଇପଡିଛି ନଦୀପଠା ଅଂଚଳରେ। ଏହି ଧୋବ ଫରଫର କାଶତଣ୍ଡୀକୁ ଦେଖିଦେଲେ କବି ମନ ଉତଫୁଲିତ ହୁଏ। ଏ ବର୍ଷ ପ୍ରାକୃତିକ ବିପର୍ଯୟ ସତ୍ୱେ କାଶତଣ୍ଡୀ ନଦୀପଠା ଗୁଡ଼ିକରେ ତାର ସତ୍ୱା ବଜାୟ ରଖିଛି।ଦେଖଣା ହାରୀଙ୍କ ମନରେ ହସ ଭରିଦେଇଛି କାଶତଣ୍ଡୀ। ଏହି ପରିବେଶକୁ ଦେଖି କବି ଭାବୁକ ହେଇଯାଏ।

Related Post

ଅଲଗ। କୋଶଲ ରାଜ୍ୟ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ସମର୍ଥନ ଜଣାଇଲା କୋଶଲ କମିଟି ଓ ଗରିବ ସେନା

Posted by - September 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିରେ ବୁଧୁବାର ସକାଳ ୬ ଟ।ରୁ ସନ୍ଧ୍ୟା ୬ ଯାଏଁ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ…

ବରୀ ପୂଜ୍ୟପୂଜା ପରିଷଦର ଶ୍ରଦ୍ଧାଜଂଳି ସଭା

Posted by - January 19, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ଅନ୍ତର୍ଗତ ବାଗଦା ସ୍ଥିତ ଗୋପବନ୍ଧୁ ରମାଦେବୀ ଆଶ୍ରମଠାରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକରେ  ବରୀ ପୂଜ୍ୟପୂଜା…

କେସିଙ୍ଗା ସହରରେ ଶ୍ରୀ ଶିରିଡି ସାଇ ବାବାଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ପାଳିତ

Posted by - June 9, 2022 0
କେସିଙ୍ଗା: (ପୀତେଶ ପଟେଲ) ସବକା ମାଲିକ ଏକ  କହିଲେ ଶ୍ରୀ ଶିରିଡ ସାଇବାବା। ଦିନ କୁ ଦିନ ବାବାଙ୍କ ଭକ୍ତି ବଢିବାର ଲାଗିଛି।  ଜୁନ ୫ ରେ…

ଯୁବ ଫେରି ବ୍ୟବସାୟୀ ନିଖୋଜ

Posted by - March 7, 2021 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବିଂଝାରପୁର ବଜାର ନିକଟରେ ଦୀର୍ଘ ଦିନ ଘର ଭଡ଼ା ନେଇ ନେଇ ଫେରି ବ୍ୟବସାୟ କରୁଥିବା ପଶ୍ଚିମବଙ୍ଗ…

ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣର ମୃତ୍ୟୁ

Posted by - April 7, 2020 76
କେନ୍ଦୁଝର: (ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମସିଣାବିଲା ଗ୍ରାମର ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି । ଖବର ଅନୁଯାୟୀ …