Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କଂସାରିଗୁଡା କୋଡ଼ିଙ୍ଗା ମାଳି ସୁରକ୍ଷା ମଞ୍ଚ

316 0

ରାୟଗଡା : (ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କଂସାରିଗୁଡା ଠାରେ ଅବସ୍ଥିତ ହେବାକୁ ଥିବା ବକ୍ସାଇଟ କାରଖାନା ସରକାରଙ୍କ ପ୍ରତିଶୃତି କ୍ରମେ ବିଭିନ୍ନ ଆଳ ଦେଖାଇ ବାରମ୍ବାର କାରଖାନା ପ୍ରତିଷ୍ଠାନରେ ବିଳମ୍ବ ହେବାହେତୁ ,ଗତ ତା ୧୬/୯/୨୦୨୨ ରିଖରେ କୋଡୀଙ୍ଗାମାଳି ସୁରକ୍ଷା ମଞ୍ଚର ଏକ ପ୍ରତିନିଧିତ୍ବ ଦଳ ରାୟଗଡା ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ। କୋଡ଼ିଙ୍ଗା ମାଳିକୁ କେନ୍ଦ୍ର କରି କଂସାରୀଗୁଡା ରେ ଘୋଷଣା ହୋଇଥିବା ହିଣ୍ଡାଲକୋ ର କାରଖାନାକୁ ଘଷଣାର ଓଢ଼େଇ ବର୍ଷ ରୁ ଉର୍ଧ ସମୟ ବିତିଗଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କାରଖାନା ପ୍ରତିଷ୍ଠା ର କୌଣସି କାର୍ଯ୍ୟ କେଉଁଥି ପାଇଁ ଆରମ୍ଭ ରେ ବିଳମ୍ବ କରାଯାଉଛି ତାହା ସ୍ପଷ୍ଟ ଭାବରେ ଘଷଣା କାହିଁକି କରାଯାଉନାହିଁ ବୋଲି ଆଲଚନା କରାଯାଇଥିଲା ।

କୋଡ଼ିଙ୍ଗା ମାଳି ରେ ଯଥା ଶୀଘ୍ର ଖଣି ଖନନ କାର୍ଯ୍ୟ ଆରମ୍ଭ କରାଯିବ କଂସାରିଗୁଡା ଠାରେ କାରଖାନା ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ସ୍ଥଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷଣା ଆଜି କେବଳ ଘଷଣାରେ ହିଁ ରହିଯାଇଛି ।ସରକାର ହିଣ୍ଡାଲକୋ କମ୍ପାନୀ କୁ କଂସାରିଗୁଡା ଠାରେ କାରଖାନା ପ୍ରତିଷ୍ଠା କରିବାକୁ ଅନୁମଦନ ଦେଇଥିବା ବେଳେ ହିଣ୍ଡାଲକୋ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ନିଜ ଦାବିତ୍ୱରେ ଅହରୀ ଯାଉଛନ୍ତି ଏବେ ଅଞ୍ଚଳର ଅନେକ ଗ୍ରାମକୁ ଯାଇ ସାଧାରଣ ଲୋକଙ୍କୁ ଘରଇ ଆବଶ୍ୟକତା ଜିନିଷ ପତ୍ର ଘର ଘର ବୁଲି ବାଣ୍ଟୁଛନ୍ତି ,ଏହା ସହ ଯୁବ ବର୍ଗଙ୍କୁ ବିଭିନ୍ନ ଖେଳ ସାମଗ୍ରୀ ମଧ୍ୟ ବଣ୍ଟନ କରୁଛନ୍ତି ବୋଲି ଦର୍ଶା ଯାଇଛି ।

କିନ୍ତୁ ଉପରପକ୍ଷରେ ହିଣ୍ଡାଲକୋ ର ଅଧିକାରୀ ଙ୍କୁ କାରଖାନା କେବେ ସ୍ଥାପନା ହେବାକୁ ଯାଉଛି ବୋଲି ପ୍ରଶ୍ନ କଲେ’ ଆମକୁ ଏପର୍ୟ୍ଯନ୍ତ ଖଣି ମିଳି ନାହିଁ ବୋଲି କମ୍ପାନୀ ଅର୍ତ୍ତୁପକ୍ଷ ପ୍ରକାଶ କରୁଛନ୍ତି। ଆମକୁ ସରକାର କୋଡୀଙ୍ଗାମାଳି ର ଶତପ୍ରତିଶତ ଖଣି ପ୍ରଦାନ କଲେ ଆମେ ଯଥା ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବାର ପ୍ରକାଶ କରଯାଉଛି ବୋଲି ମଞ୍ଚ ପ୍ରକାଶ ପାଇଛି । ଏଠି ମୁଖ୍ୟ ପ୍ରସଙ୍ଗ ହେଲା ! ସରକାର ହିଣ୍ଡାଲକୋ କମ୍ପାନୀକୁ କୋଡୀଙ୍ଗାମାଳିର ଶତପ୍ରତିଶତ ଖଣି ଲିଜ କେବେ ପ୍ରଦାନ କରିବେ ? ମଞ୍ଚ ପକ୍ଷରୁ କାରଖାନା କେବେ ଆରମ୍ଭ ହବ ବୋଲି ଜ଼ିଲ୍ଲାପାଳଙ୍କୁ ସୁରକ୍ଷା ମଞ୍ଚ ପଚାରିବାରୁ, ରାୟଗଡା ଜ଼ିଲ୍ଲାପାଳ ସ୍ଵଧା ଦେବ ସିଂ କହିଥିଲେ, ଯଥା ଶୀଘ୍ର ଓ ସମ୍ଭବ କ୍ରମେ ହିଁ ହିଣ୍ଡାଲକୋ କମ୍ପାନୀକୁ ଖଣି ଦିଆଯିବ ଓ କାରଖାନା ମଧ୍ୟ ୨’ରୁ୩ ମାସ ମଧ୍ୟରେ ଆରମ୍ଭ କରାଯିବ  ।

Related Post

ନୃସିଂହନାଥ ରୁ ହରିଶଙ୍କର ଆସୁଥିବା ବେଳେ ବୋଲବମ୍ ଭକ୍ତ ର ପାହାଡ଼ ଉପରେ ମୃତ୍ୟୁ ଅଭିଯୋଗ

Posted by - July 25, 2022 0
ଖପ୍ରାଖୋଲ: ୨୫/୭(ତାପସ ରଞ୍ଜନ ବେହେରା) ନୃସିଂନାଥ ରୁ ହରିଶଙ୍କର ଆସୁଥିବା ବେଳେ ଗନ୍ଧମାର୍ଦନ ପାହାଡ଼ ଉପରେ ଜଣେ ବୋଲବମ୍ ଭକ୍ତ ର ସୋମବାର ମଧ୍ୟାହ୍ନ ରେ ମୃତ୍ୟୁ…

ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଆନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

Posted by - September 23, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ କଣ୍ଟାମାଳ ବ୍ଲକ ପଲସଲlଗୋରା ପଂଚାୟତ ର ସଭାଗୃହ ରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଆନ୍ତର୍ଭୁକ୍ତିକରଣ ସଚେତନତା ଶିବିର…

ସମ୍ବଲପୁରରେ ଜି. ଆଇ.ଇ. ଟି. ବିଶ୍ୱ ବିଦ୍ୟାଳୟ ଗୁଣପୁର ପକ୍ଷରୁ ଅଭିଵାଭକ ସମ୍ମିଳନୀ

Posted by - June 10, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଜି. ଆଇ.ଇ. ଟି. ବିଶ୍ୱ ବିଦ୍ୟାଳୟ ଗୁଣପୁର ପକ୍ଷରୁ ସମ୍ବଲପୁର ଠାରେ ଏକ ଅଭିଵାଭକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ କମ୍ପୁଟର ବିଭାଗର ପ୍ରଫେସର…

ମନମୁଣ୍ଡାରେ ଥିବା ସହକାରୀ କୃଷି ଅଧିôକାରୀଙ୍କ କାର୍ଯ୍ୟାଳୟ ଓ ବିକ୍ରୟକେନ୍ଦ୍ର ଦୀର୍ଘଦିନ ହେଲା ବନ୍ଦ

Posted by - September 1, 2021 0
ବୌଦ୍ଧ/ କଂଟାମାଳ: (ସଂକର୍ଷଣ ବଘାର)କୃଷି ଓ କୃଷକର ବିକାଶ ପାଈଁ ରାଜ୍ୟ ସରକାର କାଳିଆ ଯୋଜନା ଓ କେନ୍ଦ୍ର ସରକାର ପି.ଏମ.କିଶାନ ଯୋଜନା କରିଚାଲିଥିବା ବେଳେ କୃଷକମାନଙ୍କ…

ଆମ ପରିବାର ତରଫରୁ ଅତାବିରାରେ ଧୁମଧାମରେ ପାଲିତ ହେଲା ସମ୍ବଲପୁରୀ ଦିନ

Posted by - August 3, 2022 0
ବରଗଡ/ଅତାବିରା:(ରାମାକାନ୍ତ ବିଶ୍ଵାଳ )ପଶ୍ଚିମ ଓଡିଶାର କଲା ସଂସ୍କୃତି ପରମ୍ପରା ଅଟେ ଅତି ନିଆରା । ଅଧିଷ୍ଠାତ୍ରୀ ମହାଦେବୀ ମାଁ ସମଲେଇ ଙ୍କ ଅପାର କରୁଣାରୁ ଏଠାକାର ପର୍ବପର୍ବାଣି…