Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଆଜାଦି କି ଅମୃତ ଉତ୍ସବରେ ସହିଦଙ୍କୁ ଶତ ଶତ ନମୋନ

88 0

ମୁନିଗୁଡା :(ରମାକାନ୍ତ ପଡାଲ) ଆଜି ରାୟଗଡା ସ୍ଥାନୀୟ ରାମ କୃଷ୍ଣ ନଗର ସ୍ଥିତ ୦୨(ଓ) ବାଳିକା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କାର୍ଯ୍ୟାଳୟ ରେ ଆଜାଦି କି ଅମୃତ ଉତ୍ସବରେ ସହିଦଙ୍କୁ ଶତ ଶତ ନମୋନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଜବାନ ମନେ ଯୁଦ୍ଧ ସମୟରେ ବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନ ମାନଙ୍କୁ ମନେ ପକାଇବା ତାଙ୍କ ପରିବାର ସହିତ ମିଶି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ।

ସେହିପର ନାୟକ ସବେଦାର୍ ବେହେରା ଜାମ୍ମୁର ଅକ୍ରୁର ସେକ୍ଟର ରେ ମସିହା ୨୦୦୩ରେ ଆତଙ୍କବାଦିଙ୍କ ସହ ଯୁଦ୍ଧ କରିବା ସମୟରେ ବଳିଦାନ ଦେଇ ଥିଲେ ତାଙ୍କୁ ଆଜି ମନେ ପକାଇବା ସହ ତାଙ୍କ ପରିବାବର୍ଗଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବାଳିକା ବଟାଲିଆନର ଅଧ୍ୟକ୍ଷ କର୍ଣାଲ୍ ଶ୍ରୀନିବାସ ଓ ରାୟଗଡା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପି ମହେଶ୍ୱର ପଟ୍ଟନାୟକ ସମର ଶିକ୍ଷାର୍ଥୀ ବାହିନୀ ବାଳିକା ମାନେ ଉପସ୍ଥିତ ରହି ଥିଲେ।

 

Related Post

ବରୀ ବଜାର,ହାଟ ସମ୍ପୃଣ ବନ୍ଦ,ଅମାନିଆଙ୍କ ଦୋକାନ ଶିଲ କରିବା ସହ ଦୃଢ଼ ଚେତାବନୀ

Posted by - May 1, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ସକାଳ ୬ ଟା ଠାରୁ ସମ୍ପୁର୍ଣ ଯାଜପୁର ଜିଲ୍ଲା ସଟଡାଉନ ପାଇଁ ଜିଲ୍ଲାପାଳ ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ…

କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ,୧୬ ହଜାର ସିମ୍‌ କାର୍ଡ ଜବତ

Posted by - June 30, 2021 0
ଭୁବନେଶ୍ୱର : କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ। ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ୧୫୦ ମୋବାଇଲ, ୧୬ ହଜାର ସିମ୍‌…

କାର୍ଯ୍ୟରତ ହଜାର ହଜାର ପୋଲିସ୍ କର୍ମଚାରୀଙ୍କୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

Posted by - April 6, 2020 0
ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଭୟଭୀତ ହାଇପଡ଼ିଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି…

ଭିତ୍ତି ଭୁମି ନାହିଁ କର୍ମଚାରୀ ଅଛନ୍ତି, ନାହିଁ ନାହିରେ ଚାଲିଛି ପାତ୍ରପୁଟ ଫାଣ୍ଡି

Posted by - June 7, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୂର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ର ପୁଟ ରେ କଂଗ୍ରେସ ର ତତ୍କାଳୀନ ନବରଙ୍ଗପୂର ଏମ୍ ପି ଖଗପତି ପ୍ରଧାନୀଙ୍କ ପୋଚେଷ୍ଟାରେ ତାଙ୍କ…

ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ଝିଅ

Posted by - December 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ର ଝିଅ…