Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଖପ୍ରାଖୋଲ ବସ ଷ୍ଟପ ନିକଟ ବିଦ୍ୟୁତ ଖମ୍ବର ଏଲ ଇ ଡି ଲାଇଟ ମରାମତି ପାଇଁ ଦାବି

89 0

ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ସ୍ଥାନୀୟ ବସ ଷ୍ଟପ ନିକଟ ଚାରୋଟି ବିଦ୍ୟୁତ ଖମ୍ବ ର ଏଲ ଇ ଡି ଲାଇଟ ମରାମତି ପାଇଁ ଦାବି ହେଉଛି । ମିଳିଥିବା ସୂଚନା ମୁତାବକ ଦୀର୍ଘ ଏକ ବର୍ଷ ରୁ ଅଧିକ ହେବ ବସ ଷ୍ଟପ ନିକଟ ଖମ୍ବ ମାନଙ୍କରେ ବ୍ଲକ ପ୍ରଶାସନ ତରଫରୁ ଏଲଇଡି ଲାଇଟ ମାନ ଲଗାଯାଇଥିଲା । ଲାଗିଥିବା ଏଲିଡି ଲାଇଟ ମାନ କୌଣସି କାରଣ ବଶତଃ ଖରାପ ହୋଇଯାଇଛି । ଖପ୍ରାଖୋଲ ଏକ ସଦର ମହକୁମା ହୋଇଥିବା ବେଳେ ବସ ଷ୍ଟପ କୁ ରାତ୍ର ସମୟରେ ବସ ରେ ଯାତ୍ରା କରିବା ପାଇଁ ଓ ଦୋକାନ ବଜାର ରୁ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଦୈନନ୍ଦିନ ଶତାଧିକ ଲୋକ ଆସିଥାନ୍ତି ।

ହେଲେ ବସ ଷ୍ଟପ ନିକଟ ବିଦ୍ୟୁତ ଖୁଣ୍ଟ ମାନଙ୍କର ଏଲଇଡି ଲାଇଟ ଖରାପ ହୋଇଯାଇଥିବାରୁ ବସ ଷ୍ଟପ ସଂପୂର୍ଣ୍ଣ ଅନ୍ଧକାର ମୟ ହୋଇପଡିଛି । ଉକ୍ତ କାରଣରୁ ରାତ୍ର ସମୟରେ ବସ ଯାତ୍ରୀ ଓ ସ୍ଥାନୀୟ ଜନ ସାଧାରଣ ଅସୁବିଧାର ସମ୍ମୁଖିନ ହୋଇ ରାସ୍ତା ରେ ଯାତାୟାତ କରୁଥିବା ଅଭିଯୋଗ ହେଉଛି । ବସ ଷ୍ଟପ ରେ ଅଧିକାଂଶ ସମୟରେ ଜନଗହଳି ରହୁଥିବାରୁ ଚୋରି ହେବାର ସମ୍ଭାବନା ରହିଥାଏ । ଏଣୁ ଏଦିଗରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ବସ ଷ୍ଟପ ନିକଟ ରେ ଥିବା ସମସ୍ତ ଏଲିଡୀ ଲାଇଟ କୁ ତୁରନ୍ତ ମରାମତି କରିବା ପାଇଁ ଜନ ସାଧାରଣ ରେ ଦାବି ହେଉଛି।

Related Post

ନାବାଳିକାର ଆତ୍ମହତ୍ୟା

Posted by - July 14, 2022 0
ବେଲଗୁଣ୍ଠା:13/07( ସୁଶାନ୍ତ କୁମାର ବେହେରା )ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ବାବୁଲା ଗୌଡ଼ଙ୍କ ଙ୍କ ନାବାଳିକା ଝିଅ (୧୭)କୌଣସି…

ବାଳାଶ୍ରମର ଶିଶୁ ମାନଙ୍କ ସହିତ ନୂଆ ବର୍ଷ ପାଳନ କଲେ ବିଧାୟକ,ଜିଲାପାଳ ଏବଂ ଏସପି

Posted by - January 1, 2020 0
ଯାଜପୁର 🙁 ଆନନ୍ଦ ଚନ୍ଦ୍ର ସାହୁ )ବାଳାଶ୍ରମର ଅନାଥ ଶିଶୁ ମାନଙ୍କ ସହିତ ନୂଆ ବର୍ଷ ପାଳନ କଲେ ବିଧାୟକ,ଜିଲାପାଳ ଏବଂ ଏସପି । ଯାଜପୁର ବାଳାଶ୍ରମ…

D/8 ବାଟାଲିୟନ ସିଆରପି ଏଫ ତରଫରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ

Posted by - March 10, 2022 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା D/8 ବାଟାଲିୟନ ସିଆରପିଏଫ ତରଫରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଜନ ସମ୍ପର୍କ ଶିବିରରେ…

ସଂଗ୍ରାମପୁର ଉ.ପ୍ରା (ମ.ଇ) ବିଦ୍ୟାଳୟ ର ସ୍ୱାଗତ ସମାରୋହ ପାଳିତ

Posted by - October 26, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୋୖଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉପ୍ରା (ମଇ)ବିଦ୍ୟାଳୟ ରେ ବିଦ୍ୟାଳୟ ରେ ସରକାରଙ୍କ ନିର୍ଦ୍ଦେଶ। ଅନୁସାରେ କୋଭିଡ ନୀତିନିୟମ ପାଳନ ପୂର୍ବକ…

ଜିଲ୍ଲା କିନ୍ନର ସଙ୍ଘର ଜିଲ୍ଲାପାଳଙ୍କ ସହ ସୌଜନ୍ୟ ମୁଳକ ସାକ୍ଷାତ

Posted by - July 5, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲାର କିନ୍ନର ସଙ୍ଘର କର୍ମକର୍ତ୍ତା ଜିଲ୍ଲାର କୋଣ ଅନୁକୋଣରୁ ନବରଙ୍ଗପୁର ସଦର ମହକୁମା ରେ ପହଞ୍ଚିଥିଲେ। ପ୍ରଥମେ ମା ଭଣ୍ଡାରଘରଣୀଙ୍କ…