ଦୁର୍ଗମ ଅଂଚଳ ରେ ପ୍ରାଣିଚିକିତ୍ସା ଓ ଟୀକାକରଣ ଶିବିର

180 0

ହରଭଙ୍ଗା :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ପାହାଡ଼ ପର୍ବତ ଘେରା ଦୁର୍ଗମ ଅଂଚଳ ମରଡ଼ା ଓ ଅତଲସରା ଗ୍ରାମରେ ଆଜି ପ୍ରାଣିଚିକିତ୍ସା ଳୟ ହରଭଙ୍ଗା ପକ୍ଷରୁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ତତ୍ଵାବଧାନରେ ସମସ୍ତ ଗୃହପାଳିତ ପ୍ରାଣୀ ମାନଙ୍କୁ ଜାତୀୟ ପ୍ରାଣୀ ରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଫାଟୁଆ ଟୀକା କରଣ କରାଯାଇଥିଲା!

ଘନ ବନାନୀ ରେ ଅବସ୍ଥିତ ଏହି ଗ୍ରାମ ଗୁଡିକର ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟ ନିରୋଗ ରଖିବାକୁ କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜର ଲଷ୍ମୀନାରାୟଣ ପଣ୍ଡା ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା!ଏହି କାର୍ଯ୍ୟକ୍ରମ ରେ ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ର କର୍ମଚାରୀ ସଞ୍ଜୟ ସାହୁ, ନିର୍ମଳ ପ୍ରଧାନ, ଅକ୍ଷୟ ଦେହୁରୀ ଓ କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ର କର୍ମଚାରୀ ମାନେ ସହଯୋଗ କରିଥିଲେ!

Related Post

ବୌଦ୍ଧ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ସହିତ ସେବାସମବାୟ ସମିତି ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Posted by - June 20, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲାରେ ସମବାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଜାରିରହିଛି । ଜିଲ୍ଲାର ତିନୋଟି ବ୍ଲକରେ ସମବାୟ ସମିତିର ନିର୍ଦ୍ଦେଶକ ପଦ ପାଇଁ…

ଅତାବିରା ସମ୍ବାଦ ସାହିତ୍ୟ ଘର ତରଫରୁ ବାବେବିରା ଝାଇଁ ଜୋରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Posted by - July 25, 2022 0
ବରଗଡ :(ରମାକାନ୍ତ ବିଶ୍ଵାଳ) କଳା ସାହିତ୍ୟକୁ ପ୍ରୋତ୍ସାହନ ଦେଇ କବି କଲାକାର ମାନଙ୍କୁ ଏକ ଭିନ୍ନ ପରିଚୟ ଦେଇ ଆଗେଇ ଆସୁଥିବା ଅତାବିରା ସମ୍ବାଦ ସାହିତ୍ୟ ଘର…

ନାଇକେନପାଲିରେ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ

Posted by - April 11, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ…

ଯାଜପୁରରେ ନିରଞ୍ଜନଙ୍କର ନିର୍ବାଚନୀ ପ୍ରଚାର କହିଲେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼

Posted by - January 13, 2019 0
ଯାଜପୁର: କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର କୃଷକମାନଙ୍କୁ ୫ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ କରିବ। ଶିଳ୍ପାନୁଷ୍ଠାନ ଗୁଡ଼ିକରେ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତିକୁ କଂଗ୍ରେସ…

କୁଡୁମୁଲୁଗୁମ୍ମାରେ ପବିତ୍ର ଭାଇଚାରା ର ପର୍ବ ହୋଲି ଉତ୍ସବ ଆୟୋଜିତ

Posted by - March 21, 2022 0
କୁଡୁମୁଲୁଗୁମ୍ମା:(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ଗ୍ରାମ୍ୟ ପୂଜା କମିଟି ,ପଖନାଗୁଡା ରାଧାକୃଷ୍ଣ ମନ୍ଦିର କମିଟି ,ସ୍ଥାନୀୟ ଆମ୍ବେଦକର ଯୂବକ ସ°ଘ ଓ ଫାଣ୍ଡି ଅଧିକାରୀ ଶ୍ରୀ ଯୁକ୍ତ ଗିରିଶ ଚନ୍ଦ୍ର…