ବେଲାପଡ଼ା ଅନ୍ତର୍ଗତ ଧରମସିଂ ହାଇସ୍କୁଲ ସୁଲେକେଲା ଠାରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

53 0

ପାଟଣାଗଡ଼ :(ତାପସ ରଞ୍ଜନ ବେହେରା) ଟିଟିଲାଗଡ ବ୍ଲକ ଚାଣ୍ଟିପଲାର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବୃନ୍ଦାବନ କୁମ୍ଭାରଙ୍କ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର ବେଲପଡ଼ା ବ୍ଲକ ଧରମସିଂ ହାଇସ୍କୁଲ ସୁଲେକେଲା ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମମୋହ ପାଣିଗ୍ରାହୀଙ୍କ ଅଦ୍ଧକ୍ଷତାରେ କ୍ଲାସ କୋର୍ସରେ ସୀମିତ ନ ରହି ଶିଶୁ ପତ୍ରପତ୍ରିକା ପଢି ବିଶେଷ ଜ୍ଞାନ ଆହରଣ କରିବା ପାଇଁ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟର ସହକାରୀ ଶିକ୍ଷକ ଚନ୍ଦ୍ରଧ୍ଵଜ ବିଶି, କୈଳାଶ ପୁଟେଲ, ଆଲୋକ ମେହେର, ତପନ ନାଗ, ସ୍ୱେତା ନାଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପୁସ୍ତକ ହିଁ ମଣିଷର ପ୍ରକୃତ ବନ୍ଧୁ ବୋଲି ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।ଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 28, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍)ବୃକ୍ଷ ହିଁ ଜୀବନ ।ବୃକ୍ଷ ନଥିଲେ ଅମ୍ଳଜାନ ଅଭାବରୁ ପୃଥିବୀ ଧ୍ବଂସ ପାଇଜିବ ।କରୋନା ମହାମାରୀ ରେ ଅମ୍ଳଜାନ ର ସଂକଟ ଦେଖା ଦେଇଛି।ଏହାର ମୂଳ…

ଭାରତ ବନ୍ଦ କୁ ସମର୍ଥନ ଜଣାଇ ରାସ୍ତା ଅବରୋଧ

Posted by - May 25, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) କେନ୍ଦ୍ର ସରକାର ଦ୍ବାରା ଓବିସି ର ଜାତି ଆଧାରିତ ଜନଗଣନା ନକରିବା ବିରୋଧ ,ଇଭିଏମ ଘୋଟଲା ,ପଚାଂୟତ ନିର୍ବାଚନ ରେ ଓବିସି ସଂରକ୍ଷଣ ନିମନ୍ତେ…

ନବରଙ୍ଗପୁର ଜାତୀୟ ଦଳିତ କ୍ରିଷ୍ଟିୟାନ ପରିଷଦ ତରଫରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

Posted by - August 12, 2021 0
ନବରଙ୍ଗପୁର: :୧୧/୯(ବେଣୁ ଗୋପାଳ ରାଓ)ଜାତୀୟ ଦଳିତ କ୍ରିଷ୍ଟିୟାନ ପରିଷଦ ନବରଙ୍ଗପୁର ଜିଲ୍ଲା ତରଫ ରୁ ଏକ ମେମୋରେଣ୍ଡମ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ବାରିପଦା ରେ ରାବଣ ପୋଡି ଉତ୍ସବ

Posted by - October 9, 2019 0
ମୟୁରଭଞ୍ଜବା:ରିପଦା ସ୍ଥିତ ମଧୁବନ ପଡିଆରେ ଧୁମଧାମରେ ପାଳିତ ହୋଇଯାଇଛି ରାବଣପୋଡି ମହୋତ୍ସବ।  ବାରିପଦା ସହରରେ ଗୋଟିଏ ସ୍ଥାନରେ ଏହି ରାବଣପୋଡି ମହୋତ୍ସବ ହେଉଥିବାରୁ ଏଠାରେ ନାହିଁ ନଥିବା…

ଦିଦାୟୀ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

Posted by - December 14, 2021 0
ମାଲକାନଗିରି:(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ଥିତ ଦିଦାୟୀ ଉନ୍ନୟନ କାର୍ଯ୍ୟାଳୟରେ ଦିଦାୟୀ ଜନଜାତିର ଶିଶୁ ମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା…