କୋଶଳ ରାଜ୍ୟ ମାନ୍ୟତା ଦାବି ରେ ବନ୍ଦ ପାଳନ

212 0

ଧର୍ମଗଡ଼ ତା ୭/୯( ହେମନ୍ତ କୁମାର ମାଝୀ)ଦୀର୍ଘ ବର୍ଷଧରି ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ମିସାଇ ସ୍ୱତନ୍ତ୍ର କୌଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା l ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଆସୁଛି l

କିନ୍ତୁ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସଭାପତି ସାଗର ଚରଣ ଦାସ ଙ୍କ ଅଭ୍ୟାନ କ୍ରମ ଆଜି ପଞ୍ଚିମ ଓଡିଶା 12 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି l ହାଇକୋର୍ଟ ବେଞ୍ଚ ପ୍ରସଙ୍ଗଠାରୁ ଆରମ୍ଭ କରି ପଶ୍ଚିମ ଓଡିଶା ବିକାଶ ପରିଷଦ ମୂଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡ଼ିଶାରେ ସ୍ଥାପନ ଓ ପଶ୍ଚିମ ଓଡିଶା ସହ କେବିକେ ଅଞ୍ଚଳ କୁ ମିସାଇ ଏକ ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବିରେ ୧୨ ଘଣ୍ଟିଆ କୋଶଳ ମହାବନ୍ଧ ଡାକରା ଦିଆଯାଇଛି l

କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ମିଳିତ ଭାବରେ ଏହି ବନ୍ଧ ରେ କୋଶଳାଞ୍ଚଳ ର ସମସ୍ତ ସାମାଜିକ ସଂଗଠନ,ଓକିଲ ସଂଘ ବଣିକ ସଙ୍ଘ ବନ୍ଦ କୁ ସମର୍ଥନ ଦେଉଛନ୍ତି l ସେହିପରି ଏହି ବନ୍ଧ ରେ ସମସ୍ତ ଜରୁରୀ କାଳୀନ ସେବା ଗୁଡିକୁ ବାଦ ଦେଇ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ କରା ଯାଇଛି l

Related Post

ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସୁଡଙ୍ଗ କାର୍ଯ୍ୟ ପାଇଁ ପରିଦର୍ଶନ,ନିର୍ମାଣ ହେବ ୪ କିଲୋମିଟର ଟନେଲ

Posted by - June 26, 2021 0
ବୌଦ୍ଧ:( ଚିତରଞ୍ଜନ  ସିଂ)ବହୁ ପ୍ରତିଖିତ ଖୋର୍ଦ୍ଧା-ବଲଙ୍ଗିର ରେଳପଥ ସୁଡଙ୍ଗ ନିର୍ମାଣ ପାଇଁ ବୁଧବାର ବୌଦ୍ଧ ଜିଲା ପ୍ରଶାସନ ଏବ ରେଲୱେ କର୍ତୁପକ୍ଷଙ୍କ ସହିତ ଯୁଗ୍ମ ତଦାରଖ କାର୍ଯ୍ୟ…

ଜୁଯୋମୁରା ବ୍ଳକରେ ୪ ପଞ୍ଚାୟତ ର ଚାଷୀ କରିବେ ଭୋଟ ବର୍ଜନ

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଜୁଯୋମୁରା ବ୍ଳକର ୪ ଗୋଟି ପଞ୍ଚାୟତ ର କ୍ଷତିଗ୍ରସ୍ତ ଚାଷୀ ନିଜ ଚାଷର କ୍ଷତିପୂରଣ ପାଇବା ପାଇଁ କରିବେ ଭୋଟ ବର୍ଜନ । ଆଗାମୀ ତ୍ରୀସ୍ତରୀୟ…

ବୌଦ୍ଧ ଜିଲ୍ଲା ରେ ଜିଲ୍ଲା ପ୍ରଶାସନ ଦ୍ୱାରା ବୁଦ୍ଧ ପୂର୍ଣ୍ଣମା ପାଳିତ

Posted by - May 16, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ସଂସ୍କୃତି, ପରମ୍ପରା ଓ ଐତିହ୍ୟ କୁ ନେଇ ଓଡିଶା ପ୍ରଦେଶ ରେ ଏକ ସ୍ୱତନ୍ତ୍ର ବୌଦ୍ଧ ଜିଲ୍ଲା ମାନ୍ୟତା ପାଇଥିବା ବୌଦ୍ଧ…

ମରଣ ଜନ୍ତା ପାଲଟିଛି ମୁନିଗୁଡା ରୁ ଅମ୍ବାଦଳା ରାଜ୍ୟ ରାଜପଥ

Posted by - June 15, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ)ମୃତ୍ୟୁ କୁ ଡାକୁଛି ରାଜ୍ୟ ରାଜପଥ ର ଏହି ରାସ୍ତା । ମରଣ ଯନ୍ତା ପାଲଟିଛି ରାୟଗଡ଼ା ରୁ ଭବାନୀ ପାଟଣା ରାଜ୍ୟ ରାଜପଥ…

ପ୍ରେସକ୍ଲବ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Posted by - May 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଯାଜପୁର ପ୍ରେସକ୍ଲବ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରେସ ବ୍ଳକ…