ଟିଟିଲାଗଡର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ, ଶାନ୍ତିନିବାସ ଗଳିରେ ସୁନ୍ଦରାକାଣ୍ଡ ଓ ସ୍ବାଧୀନ ପଡ଼ାରେ ମେଳା ମୂଖ୍ୟ ଆକର୍ଷଣ

40 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଦୁଇ ବର୍ଷର କରୋନା କଟକଣା ଯୋଗୁଁ ଜନସାଧାରଣ ବୁଲାବୁଲି ତଥା ପୁଜା ମେଢ଼ ବୁଲି ପାରି ନ ଥିଲେ, ଚଳିତ ବର୍ଷ ପ୍ରାୟ ସବୁ ୱାର୍ଡରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଅଛି। ରେଳ ଷ୍ଟେସନ ପାଖ ୟଙ୍ଗ ମାସ ଗଣେଶ ପୂଜା କମିଟି ଦ୍ଵାରା ଅତି ସୁନ୍ଦର ତୋରଣ ସାଙ୍ଗକୁ ଲାଇଟ ସାଜସଜ୍ଜା ସହ ଡେକୋରେସନ୍ କରା ଯାଇଥିଲା। ସେହିପରି ହଟଲି ଛକ, ମେଦିରତା ପେଟ୍ରୋଲ ପମ୍ପ ପଛ ପଟେ, ବ୍ୟାଙ୍କ ଛକ ଗଣେଶ ମନ୍ଦିର, ସ୍ବାଧୀନ ପଡ଼ା ଗଣେଶ ପୂଜା, ସର୍ଗିଗୁଡ଼ା ପୁଜା କମିଟି, ମଦନ ଜାଲ ଛକ ପୁଜା କମିଟି, ନେହେରୁ ନଗର ପୁଜା କମିଟି, କୁନ୍ଦନ ମାଷ୍ଟର ଗଳିରେ, ହିନ୍ଦି ହାଇସ୍କୁଲ ଛକ ଗଣେଶ ପୂଜା, ହାଟପଦା ପଡ଼ାର ଫାଟକ ଗଳି, ୧୪ ନମ୍ବର ୱାର୍ଡର ଦୁଇଟି ପୁଜା ମେଢ଼, ଚେକ ଗେଟ ପାଖରେ ଛୋଟ ଛୋଟ ପିଲାଙ୍କ ଦ୍ଵାରା ଗଣେଶ ପୂଜା , ଶାନ୍ତି ନିବାସ ଗଳିର ଗଣେଶ ପୂଜା କମିଟି ଦ୍ଵାରା ଅତି ସୁନ୍ଦର ସାଜସଜ୍ଜା ସହ ପୁଜା ଏବଂ ୪ ତାରିଖରେ ସୁନ୍ଦରାକାଣ୍ଡ ଅନୁଷ୍ଟିତ ହୋଇଥିବା ବେଳେ ସାଇ ମନ୍ଦିର ସାମ୍ନାରେ ମେଳାର ଆୟୋଜନ କରାଯାଇଛି, ଯାହାକି ଲୋକଙ୍କ ମୂଖ୍ୟ ଆକର୍ଷଣ ପାଲଟିଛି।

ସବୁ ମେଢ଼ ଭିତରେ ରେଳ ଷ୍ଟେସନ ନିକଟ ୟଙ୍ଗ ମାସ ଗଣେଶ ପୂଜା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ତଥା ସେଲଫି ପଏଣ୍ଟ ହୋଇଥିଲା। ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ରେଳ ଷ୍ଟେସନ ନିକଟ ୟଙ୍ଗ ମାସ ଗଣେଶ ପୂଜା କମିଟିର ପୁଜା ଏବଂ ଅନ୍ୟାନ୍ୟ ପୁଜା ମେଢ଼ ଦେଖିବାକୁ ଯାଇଥିଲେ।ତେବେ ଟିଟିଲାଗଡ ସହରରେ ଶାନ୍ତି ଶୃଙ୍ଖଳାର ସହିତ ଗଣେଶ ପୂଜା ସମ୍ପନ୍ନ ହୋଇଥିବା ବେଳେ କିଛି ମେଢ଼ ବିସର୍ଜନ କଲେଣି ଆଉ କିଛି ମେଢ଼ର ବିସର୍ଜନ ବାକି ରହିଛି।

Related Post

ବ୍ୟାସନଗର କୁ ସ୍ଥାନାନ୍ତରୀତ ହେଲା ଆଂଚଳିକ ଶିଳ୍ପ କେନ୍ଦ୍ର

Posted by - July 4, 2020 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ୟାସନଗର ମୁନିସିପାଲିଟି ଅନ୍ତର୍ଗତ ଛନ୍ଦମା ଠାରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର କଳିଙ୍ଗନଗର ର ତା ୧. ୭. ୨0 ରିଖ ଦିନ…

ବିଷାକ୍ତ ସାପ କୁମୁଡାରେ ମୃତ୍ୟୁ

Posted by - August 15, 2021 0
ବୌଦ୍ଧ :(ଚିତ୍ତରଂଜନସିଂ) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବଡ଼ବନ୍ଧ ଗ୍ରାମର ସୁରେଶ ମୁଣ୍ଡା(୧୮) ନାମକ ଯୁବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମହାଳିକପଡା ଗ୍ରାମ ପଞ୍ଚାୟତର ଜାବର୍…

ଶିଶୁମନ୍ଦିର ରେ ବିଜ୍ଞାନମେଳା ଅନୁଷ୍ଠିତ

Posted by - July 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ରେଙ୍ଗାଲି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ବିଜ୍ଞାନ ର ଆବଶ୍ୟକତା କୁ ଦୃଷ୍ଟିରେ…

ପଶ୍ଚିମାଞ୍ଚଲ ଏକତା ମଂଚ ତରଫରୁ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ଭାଷା ଏବଂ ନାଟ୍ୟ ଆନ୍ଦୋଳନର ପୁରୋଧା ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କର ୨୧ତମ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନ,…

ଓଡିଶା ବିୁଦ୍ୟତ୍ କର୍ମଚାରୀ ମହାସଂଘ ର ସାଧାରଣ ସଭା ଅନୁଷ୍ଠିତ

Posted by - November 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ଓଡିଶା ବିୁଦ୍ୟତ୍ କର୍ମଚାରୀ ମହାସଂଘ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ…