କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି ଯୁବ ଖେଳାଳି ଅର୍ପିତ

38 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡିର ଉଦିୟମାନ ବ୍ୟାଡମିଣ୍ଟନ ଖେଳାଳି ଅର୍ପିତ ପଣ୍ଡା ରାଜ୍ୟ ରାଙ୍କିଙ୍ଗ ବ୍ୟାଡମିଣ୍ଟନ ଚାମ୍ପିୟନସିପ ରେ ୧୭ ବର୍ଷ ବୟସରୁ କମ ବାଳକ ବିଭାଗ ଏକକ ପ୍ରତିଯୋଗିତା ରେ ରନର୍ସ-ଅପ, ଏବଂ ଯୁଗଳ ପ୍ରତିଯୋଗିତାରେ ସେମି ଫାଇନାଲିଷ୍ଟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ତାଙ୍କର ସଫଳ ପାଇଁ କାମନା କରିବା ସହିତ ଆଗାମୀ ଦିନରେ କିପରି ଅଧିକ ରୁ ଅଧିକ ଖେଳାଳି ଉପଯୁକ୍ତ ପ୍ରଶିକ୍ଷଣ ପାଇବେ ତା ପ୍ରତି ଧ୍ୟାନ ଦିଆଯିବ ବୋଲି ଜିଲ୍ଲା ସଂଘ ର ସଭାପତି ମତ ବ୍ୟକ୍ତ କରିଥିଲେ।

Related Post

ସୋନପୁର କାଳୀ ମନ୍ଦିର ରୁ ଚୋରୀ

Posted by - September 22, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ)ମନ୍ଦୀର ରେ କଳା କନା ବୁଲେଇଲେ ଦୁବୃର୍ତ୍ତ । ସୁବର୍ଣ୍ଣପୁର ସହର ର ସୁବର୍ଣ୍ଣମେରୁ ମନ୍ଦିର ପରିସର ରେ ଥିବା କାଳୀ ମନ୍ଦିରରୁ…

ହରିଶଙ୍କର ରେ ବୈଶାଖ ଚତୁର୍ଦସୀ ମେଳା ପ୍ରସ୍ତୁତି ବୈଠକ,ସୁଚାରୁ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ

Posted by - April 26, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା)ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ର ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହେଉଛି ହରିଶଙ୍କର ।ପ୍ରତିବର୍ଷ ବୈଶାଖ ନୃସିଂହ ଚତୁର୍ଦସୀ ରେ…

କଂଗ୍ରେସ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ 

Posted by - May 22, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଯାଜପୁର ଜିଲା କଂଗ୍ରେସ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାଜପୁରର ସହରର ବିଭିନ୍ନ ବସ୍ତି ଅଂଚଳରେ କୋରୋନା ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିଥିଲେ ।ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରତ୍ୟେକ ପରିବାରକୁ ଶୁଖିଲା ଖାଦ୍ୟ,ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ତ୍ୟାଗ ଓ ବଳିଦାନକୁ ଆଜି ସାରା ଦେଶ ମନେ ରଖିଛି ବୋଲି ମତପ୍ରକାଶ ପାଇଥିଲା ।

ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇ କରଣ ପ୍ରତିବାଦରେ ଆନ୍ଦୋଳନ

Posted by - March 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାର କଳିଂଗନଗର ଶିଳ୍ପାଳରେ ଥିବା ନୀଳାଚଳ ଇସ୍ପାତ କାରଖାନାକୁ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇ କରଣ ନିଷ୍ପି ନେଇଛନ୍ତି ।…