ପ୍ରମୋଦ ମ୍ୟାଥମେଟିକ ଆୱାର୍ଡ  ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

67 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ  ଉତ୍ତଙ୍ଗରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରମୋଦ ମ୍ୟାଥମେଟିକ ଆୱାର୍ଡ  ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଭାତ ସାମଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଶାନ୍ତ କୁମାର ରାଉତରାୟସରପଞ୍ଚ ସନ୍ତୋଷ ମଲ୍ଲିକ,ଉତଙ୍ଗରା ସମିତି ସଭ୍ୟ ମନୋଜ ଜେନା ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମୋ ସ୍କୁଲ ଅଭିଯାନର ସଭାପତି ଉମେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଗଣିତରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ  ସୌମ୍ୟରାଣୀ ପଣ୍ଡା ଙ୍କୁ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଯୁବ ସମାଜସେବୀ ବିଘ୍ନରାଜ କରଙ୍କ ତରଫରୁ ପ୍ରମୋଦ ଆୱାର୍ଡ ପ୍ରଦାନ କରାଯାଇଛି ।

Related Post

ନବରଙ୍ଗପୁର ରେ ଗଣେଶ ପୂଜା ପାଳିତ

Posted by - September 11, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ସହର ରେ ବିଭିନ୍ନ ଅନୁଷ୍ଠାନ, ମହାବିଦ୍ୟାଳୟ, ସ୍କୁଲ ମାନଂକରେ ନିଡ଼ାମ୍ବରେ ପାଳିତ ହୋଇଯାଇଛି ଗଣେଶ ପୂଜା ! ଦୁଇ ତିନି ଦିନଧରି…

ଆୟୁଷ ଡାକ୍ତରଙ୍କ ତରଫରୁ ୮ ଦଫା ଦାବି ନେଇ ପ୍ରେସ ବିବୃତି

Posted by - August 7, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ତରଫରୁ ୮ ଦଫା ଦାବି ପୁରଣ ନେଇ ଏକ ପ୍ରେସ ବିବୃତି ଜାରି କରିଛନ୍ତି ।ରାଷ୍ଟିୟ…

ବେଲାପଡ଼ା ଅନ୍ତର୍ଗତ ଧରମସିଂ ହାଇସ୍କୁଲ ସୁଲେକେଲା ଠାରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

Posted by - September 10, 2022 0
ପାଟଣାଗଡ଼ :(ତାପସ ରଞ୍ଜନ ବେହେରା) ଟିଟିଲାଗଡ ବ୍ଲକ ଚାଣ୍ଟିପଲାର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବୃନ୍ଦାବନ କୁମ୍ଭାରଙ୍କ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର ବେଲପଡ଼ା ବ୍ଲକ ଧରମସିଂ ହାଇସ୍କୁଲ ସୁଲେକେଲା…

ଆସନ୍ତା କାଲି ଉଦଘାଟିତ ହେବ ଜିଲାର ପ୍ରଥମ କୋଭିଡ଼ ହସ୍ପିଟାଲ।

Posted by - April 9, 2020 34
ଯାଜପୁର ;(ଆନନ୍ଦ ଚନ୍ଦ୍ର ସାହୁ) ଆସନ୍ତା କାଲି ଉଦଘାଟିତ ହେବ ଜିଲାର ପ୍ରଥମ କୋଭିଡ଼ ହସ୍ପିଟାଲ। ଯାଜପୁର କଳିଙ୍ଗନଗର ରେ ରହିଛି ଟାଟା ମେଡିକା ୧୫୦ ଶଯ୍ୟା…

ରେଙ୍ଗାଲି କାନାଡ଼ା ବ୍ୟାଙ୍କ ତରଫ ରୁ କାନାଡ଼ା ବିଦ୍ୟା ଜ୍ୟୋତି ଛାତ୍ରବୃତ୍ତି ପ୍ରଦାନ

Posted by - August 19, 2022 0
ସମ୍ବଲପୁର/ରେଙ୍ଗାଲି ୧୯/୦୮(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ କାନାଡ଼ା ବ୍ୟାଙ୍କ ଠାରେ କାନାଡ଼ା ବିଦ୍ୟାଜ୍ୟୋତି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।ଏହି ଛାତ୍ର ବୃତ୍ତି ଯୋଜନା ସାଧାରଣତଃ…