ପୋଷ୍ଟ ମାଷ୍ଟର ଙ୍କ ଅସଯୋଗ ନେଇ ଯାଜପୁର ସୁପରିଟେଣ୍ଡେଂଟଙ୍କ ନିକଟରେ ଅଭିଯୋଗ

102 0

ଯାଜପୁରରୋଡ ପୋଷ୍ଟ ମାଷ୍ଟର ଙ୍କ ଅସଯୋଗ ନେଇ ଯାଜପୁର ସୁପରିଟେଣ୍ଡେଂଟଙ୍କ ନିକଟରେ ଅଭିଯୋଗ କଲେ ଏଜେଂଟIସୂଚନା ମୁତାବକ ଅଗଷ୍ଟ ମାସର ୨୯,୩୦ ତାରିଖ ଦିନ ଲିଙ୍କ ପେଂଲ ଯୋଗୁଁ କୌଣସି ଏଜେଂଟ ସେମାନଙ୍କ ଅର୍ଥ ରାଶି ପୈଠ କରିପାରିନଥିଲେ 

କେବଳ ୩୧ ତାରିଖ ଦିନ ଅପରାହ୍ନରେ ଲିଙ୍କ ଆସିଥିଲେ ମଧ୍ୟ କେତେକ ଏଜେଂଟ ଙ୍କ ଠାରୁ ଅର୍ଥ ରାଶି ଗ୍ରହଣ କରିଥିବା ବେଳେ ଅନେକ ଏଜେଂଟ ନିରାଶ ହୋଇଥିଲେ  ପଂଳରେ ଚଳିତ ମାସରେ ସେହି ଏଜେଂଟ ମାନଙ୍କୁ ଜରିମାନା ରାଶି ଭରିବାକୁ ପଡିବ Iତେଣୁ ଜରିମାନା ଅର୍ଥକୁ ଲାଘବ କରିବା ସହିତ ସଂପୃକ୍ତ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ଏଜେଂଟ 

Related Post

ଗାଁରେ ପହଞ୍ଚିଲାନି ଦାଦନଙ୍କ ଶବ : ହାଇଦ୍ରାବାଦ ରେ ପତ୍ନି ର ଅନ୍ତିମ ସସ୍କାର କଲେ ସ୍ଵାମୀ

Posted by - June 17, 2022 0
ଭବାନିପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସରକାରଙ୍କ ଜନହିତକର ଯୋଜନା କଳାହାଣ୍ଡି ରେ ହେଉଛି ବାଟବଣା, ପେଟ ଚାଖଣ୍ଡକ ପାଇଁ ଲୋକେ ସାଜୁଛନ୍ତି ଦାଦନ ଏବଂ…

ଜିଲ୍ଲା ରେଡ଼କ୍ରସ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - March 26, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ରେଡ଼କ୍ରସ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା…

ବିଦ୍ୟୁତ ଖୁଣ୍ଟ ଶସ୍ପର୍ସ ରେ ଆସି କୁନି ଝିଅ ର ଜୀବନ ଚାଲିଗଲା

Posted by - October 13, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅଧିନସ୍ଥ ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମପଞ୍ଚାୟତ ଜନକେଡ଼ା ଗ୍ରାମ ରେ ବିଦ୍ୟୁତ ବିଭାଗର ଅପାରଗତା ତଥା ବିଦ୍ୟୁତ ବିଭାଗର…

ଅନ୍ବେଷଣ ଥିଏଟର ଗ୍ରୁପ ପକ୍ଷରୁ ନିଆରା ଢଙ୍ଗରେ ଜନ୍ମ ଦିନ ପାଳିତ

Posted by - June 24, 2021 0
ଯାଜପୁର:ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଅନ୍ବେଷଣ ଥିଏଟର ଗ୍ରୁପ ର ସଦସ୍ୟ ଧନଜୟ ନାୟକ ଙ୍କ ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳିତ ହୋଇଅଛି।ସଂଗଠନ ର ସଭାପତି…

ହେଲ୍ପିଂ ହ୍ୟାଣ୍ଡସର ବାର୍ଷିକ ଉତ୍ସବ ପାଳିତ

Posted by - April 12, 2022 0
ଯାଜପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡସ ପକ୍ଷରୁ ମୁଗୁପାଳ କଲେଜ ପଡିଆରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରିବେଶବିତ ଧର୍ମେନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତେ ପରିବେଶ ସୁରକ୍ଷା ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ ଏଥିସହିତ ଯେଉଁ ମାନେ ପରିବେଶ ପାଇଁ କାମ କରୁଛନ୍ତି ସେମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ । ରାଜ୍ୟର ବିଭିନ୍ନ ଜିଲାରୁ ଆସିଥିବା କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେIଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ଗଣମାଧ୍ୟମ ପ୍ରତିନିଧି,ସ୍ୱେଚ୍ଛାସେବୀ,କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।