ଶୁଭଶ୍ରୀ ରାଉତଙ୍କୁ ବିଜୁ ପଟ୍ଟନାୟକ ସାହସିକତା ସମ୍ମାନ

50 0

ଭୁବନେଶ୍ୱର: ୨୯/୦୮(ପାୟଲ ରାଉତ)ଜାତୀୟ କ୍ରୀଡା ଦିବସ ଅବସର ରେ ଆଜି ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଲୋକ ସଭା ବାସ ଭବନ କଂଭେଶନ ହଲ୍ ରେ ଆନ୍ତଜାର୍ତିୟ ଖ୍ୟାତି ସମ୍ପନ୍ନ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ୱେଟ ଲିଫ୍ଟର ଝିଲି ଦଳବେହେରା ଏବଂ ଅମିତ୍ ରୋହିଦାସ ଙ୍କୁ ୭୫ ଲକ୍ଷ ଟଙ୍କା ଓ ଦିପଗ୍ରେସ ଏକ୍କା ଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହା ସମେତ ଅନେକ ମନ୍ୟ ଗୁନ୍ୟ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି।


ସେମାନଙ୍କ ମଧ୍ୟରୁ ନନ୍ଦନକାନନ ନିକଟବର୍ତ୍ତୀ ରଘନାଥପୁର ଗ୍ରାମ ପଞ୍ଚାୟତର ଶୁଭଶ୍ରୀ ରାଉତ ଙ୍କୁ ମଧ୍ୟ ବିଜୁ ପଟ୍ଟନାୟକ ସାହସିତା ସମ୍ମାନ ପ୍ରଦାନ କରାଯାଇଛି। ସେ ନିଜେ ମାତ୍ର ୧୦ ବର୍ଷ ବୟସ ର ହୋଇ ଥିବା ବେଳେ, ଗ୍ରାମ ରେ ଥିବା ଏକ ପୋଖରୀ ରେ ବୁଡ଼ି ଯାଉଥିବା ଗୋଟେ ଛୋଟ ୫ ବର୍ଷ ର ଝିଅ ଖୁସି କୁ ପାଣି ରୁ ବଞ୍ଚାଇ ପାରିଥିଲେ। ତାଙ୍କ ର ଏଭଳି ସାହସିକତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଅଛି। ତା ସହ ତାଙ୍କୁ ୧,୦୦,୦୦୦ ଟଙ୍କାର ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯାଇଛି। ତାଙ୍କ ପାଇଁ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସି ଏବଂ ଗର୍ବିତ ଅନୁଭବ କରିଛନ୍ତି

Related Post

ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

Posted by - October 6, 2021 0
ଯାଜପୁର : ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବରେ ଆଜକୁ ୫୬୩ ଦିନ ଧରି ସଂଗ୍ରାମ କରିଆସୁଅଛି ଯାଜପୁର…

ଛାୟାଳିଆ ବାସନ୍ତୀ ପୂଜା ମଣ୍ଡପରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - April 12, 2022 0
ବାଲେଶ୍ଵର:କଥାରେ ଅଛି ରକ୍ତଦାନ ମହାପୁଣ୍ୟ l ଆଜିର ବିଜ୍ଞାନ ଯୁଗରେ ଲୋକେ ଚନ୍ଦ୍ରପୃଷ୍ଠରେ ଜାଗା କିଣୁଥିବା ବେଳେ ବାସ୍ତବରେ ରକ୍ତ ମଣିଷ ଦେହରେ ପ୍ରାକୃତିକ ଉପାୟରେ ସୃଷ୍ଟି…

ବରଦାପାଳ ପ୍ରସିଦ୍ଧ ଜନ୍ତାଳପର୍ବ ୧୮ମୈାଜା ସାମିଲ

Posted by - September 13, 2019 79
କେନ୍ଦୁଝର,୧୨/୯କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ବରଦାପାଳ ଗ୍ରାମରେ ଗୁରୁବାର ପ୍ରସିଦ୍ଧ ମା ମଣ୍ତଳେଶ୍ବରୀ ଙ୍କର ଜନ୍ତାଳପର୍ବ ପାଳିତ ହୋଇଯାଇଛି। ଦିର୍ଘ ବର୍ଷ ରାଜା ରାଜୁଡ଼ା…

ଯାଜପୁର ରେ ଛୋଟ ଛୋଟ ଦଳ ପକ୍ଷରୁ ସମାଜକୁ ସ୍ୱତନ୍ତ୍ର ବାର୍ତା ପ୍ରଚାର ।

Posted by - April 26, 2019 33
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାଲିଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏହା ଏମିତି ଏକ ପର୍ବ ଯେଉଁଥିରେ ପ୍ରତ୍ୟେକ ନାଗରିକ ହୋଇଥାନ୍ତି ସାମିଲ । ବର୍ତମାନ ସାଧାରଣ…