Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ପବିତ୍ର ପଶ୍ଚିମାଞ୍ଚଲ ନୂଆଖାଇ ଉପଲକ୍ଷେ ଚାଷୀଙ୍କ ଖାତାକୁ ଆସିଲା କାଳିଆ ସହାୟତା ରାଶି

37 0

ବୌଦ୍ଧ :02/09ପବିତ୍ର ନୂଆଖାଇ ଅବସରରେ ଓଡ଼ିଶାର 41 ଲକ୍ଷ ରୁ ଉର୍ଦ୍ଧ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 81ହଜାର ଭୂମିହୀନ କୃଷକ ପରିବାର କୁ ରବି 2022-2023 ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ 869 କୋଟି ଟଙ୍କା କାଳିଆ ସହାୟତା ର ଶୁଭାରମ୍ଭ କରିଥିଲେ l

ଏହି ପରିପ୍ରେକ୍ଷୀରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ହରଭଙ୍ଗl ଓ ବୌଦ୍ଧ ବ୍ଲକ ର ଚାଷୀ ବୀରେନ୍ଦ୍ର ସାହୁ, ବିଶ୍ୱାମିତ୍ର କଁଅର, ଚୈତନ୍ୟ ପ୍ରଧାନ, କଣ୍ଟୁଆଣି, ବିପ୍ପଣି କଳତା, ମାଳତୀ ଡାଙ୍ଗ, ବଡ଼ ସୁବଳୟାଙ୍କ ସମେତ ଜ଼ିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଏ. ପି. ଡ଼ି. ପ୍ରତାପ ଚନ୍ଦ୍ର ପ୍ରଧାନ, ଏ. ଡ଼ି. ଏଚ (ଉଦ୍ୟାନ ବିଭାଗ ) ଯୋଗେନ୍ଦ୍ର ମହାପାତ୍ର, ପି. ଡ଼ି. ୱାଟର ସ୍ୟାଡ ପ୍ରଦୀପ୍ତ କୁମାର ମହାନ୍ତି, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତା କାନ୍ତି ବଳିୟାର ସିଂହ, ଏ. ଏ. ଓ. ହରଭଙ୍ଗା ସବ୍ୟସାଚି ଦାସ, କୃଷି ଅଧୀଦର୍ଶକ ଶେଷଦେବ ସାମଲ, ଗ୍ରାମ କୃଷି କର୍ମଚାରୀ ବୀଣାପାଣି ସାହୁ, ସି. ଡ଼ି. ଏ. ଓ ହରିହର ବାରିକ, ଓସ୍ୱାନ କର୍ମଚାରୀ ମାନେ ଉପସ୍ଥିତ ଥିଲେ l କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଓଡିଶା ସରକାର ଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଆଜି ନୂଆଖାଇ ଅବସରରେ କାଳିଆ ଯୋଜନାରେ ସାମିଲ ହୋଇଥିବା ଜିଲ୍ଲାର ଚାଷୀମାନଙ୍କ ଏକାଉଣ୍ଟ୍ କୁ ଆର୍ଥିକ ସହାୟତା ଆସିଥିବା ଜଣା ଯାଇଛି । ଚାଷୀମାନେ ଖୁସି ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।

 

Related Post

ଆନ୍ଦୋଳନ କୁ ସପକ୍ଷ ଓ ବିପକ୍ଷ ନାମରେ ଭାଗଭାଗ କରିବାକୁ ପଥର ମାଫିଆଙ୍କ ଉଦ୍ୟମକୁ ଗାଁବାସୀଙ୍କ ଦୃଢ ଜବାବ

Posted by - September 4, 2021 0
  ବୌଦ୍ଧ ୩/୯( ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ଚାଲିଥିବା ପଥର କ୍ବାରୀ ବନ୍ଦ ନିମିତ୍ତ ଚାଲିଥିବା ଆନ୍ଦୋଳନକୁ…

ନନ୍ଦନକାନନ,ଚୁଡାଙ୍ଗଗଡ଼, ଓ ଚନ୍ଦକା ଅଭୟାରଣ୍ୟର ବିକାଶ ପାଇଁ ଦାବି

Posted by - June 27, 2021 0
ଵାରଙ୍ଗ:(ସନ୍ତୋଷ ରାଉତ)ନନ୍ଦନକାନନ, ଚୁଡଙ୍ଗଗଡ଼ ଓ ଚନ୍ଦକା ଅଭୟାରଣ୍ୟର ବିକାଶ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ତଥା ଆଞ୍ଚଳିକ ବିକାଶ କମିଟିର ମୁଖ୍ୟ ଉପଦେଷ୍ଟା…

ମୁଁ ସଂପୂର୍ଣ୍ଣ ରୂପେ ଫିଟ୍‌ ଅଛି ଓ ମୁ ଭଲ ଓଡିଆ କହିପାରେ :ନବୀନ ପଟ୍ଟନାୟକ

Posted by - April 9, 2019 27
ଭୁବନେଶ୍ବର :୦୮/୦୪ ଜାତୀୟ ଗଣମାଧ୍ୟମକୁ ନୀବନ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ସଂପୂର୍ଣ୍ଣ ରୂପେ ଫିଟ୍‌ ଅଛି। ବିଜେଡିର ଉତ୍ତରାଧିକାରୀ ସଂକର୍ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉପଯୁକ୍ତ ସମୟରେ…

ରବିବାର ଠାରୁ ଭକ୍ତ ମାନଙ୍କ ସକାଶେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର ଦ୍ଵାର

Posted by - January 8, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶ ତଥା ରାଜ୍ୟରେ କୋଭିଡ ସହ ଅମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଥିବା ରୁ…

ଭୁବନେଶ୍ୱର: ଓଡ଼ିଶା ଜଣାଇଛି ତା’ର ଦୁଇ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Posted by - February 16, 2019 125
ବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ଓ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଶଶିଭୂଷଣ ବେହେରା ଓ ପ୍ରତାପ ଜେନା ଏବଂ ସାଂସଦ ପ୍ରସନ୍ନ…