Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ଅବକାରୀଚଢାଉ,୨୨ ଲିଟର ଚୋରା ମଦ ଜବତ, ୩ଗିରଫ

324 0

ମୟୁରଭଞ୍ଜ:04/10/2019 ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ବିଭିନ୍ନ  ସ୍ଥାନରେ ଚଢାଉ କରି ବେଆଇନ ମଦ କାରବାରରେ ଲିପ୍ତଥିବା ମହିଳା ସମେତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଯାଇଛି ।

ତେବେ ରାଇରଙ୍ଗପୁର  ଗ୍ରାମାଞ୍ଚଳ  ଥାନା ଅନ୍ତର୍ଗତ  ଅଶନବଣି ଗ୍ରାମର ଗୁରୁପ୍ରସାଦ ପାତ୍ର, ପଦ୍ମପୁରର ସିନ୍ଗୋ ମାହାଲି ଏବଂ ପିଠାକୁଟୁଣି ଗ୍ରାମର ମୁଣ୍ଡୁ ମାହାଲି । ସେମାନଙ୍କ ଠାରୁ ୨୨ ଲିଟର ଚୋରାମଦ ଏବଂ ଅନ୍ଯାନ୍ୟ  ମାଦକ ସାମଗ୍ରୀ ଜବତ କରିଥିବା ଜଣାପଡିଛି।ଚଢାଉରେ ରାଇରଙ୍ଗପୁର  ଅବକାରୀ ନିରିକ୍ଷକ ସୁଫଳ ମହାନ୍ତି, ସବ ଇନ୍ସପେକକ ପୂର୍ଣେନ୍ଦୁ ରାଉତ, ବହଳଦା ସବ୍ ଇନ୍ସପେକ୍ଟର  ରବି ପ୍ରଧାନ ଏବଂ ଅନ୍ଯ ବିଭାଗୀୟ  କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ ।

Related Post

୩ ବର୍ଷିୟା ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ,ଅଭିଯୁକ୍ତ ଫେରାର

Posted by - June 16, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ପୁଣି ଲଜ୍ଜା । ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଂଚାୟତର ଝାଡ଼ଗାଁ…

ଛାତ୍ରଙ୍କୁ ଆକ୍ରମଣ ଘଟଣାର ଭିଡ଼ିଓ ଭାଇରାଲ ପରେ ଉତ୍ତେଜନା ଛାତ୍ର ଆନ୍ଦୋଳନ

Posted by - October 20, 2019 0
ମୟୁରଭଞ୍ଜ:ରାଜ୍ୟ ସରକାରଙ୍କ”ମୋ ସରକାର” କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ କାମରେ ଆସିବା ବଦଳରେ ଏବେ ଫାଇଦାକାରୀ ସାବ୍ୟସ୍ତ ହୋଇଛି ସରକାରୀ କର୍ମଚାରୀଙ୍କ ପାଇଁ। ଏଠି ନିଜର ଅଧିକାର କଥା…

ବଚସାକୁ କେନ୍ଦ୍ର କରି ପଥରେ ଛେଚି ନୃସଂଶ ଭାବେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ, ସମ୍ପୃକ୍ତ ସ୍କୁଟର ଜବତ୍

Posted by - December 14, 2019 0
ହରିଚନ୍ଦନପୁର,ତା ୧4ଡିସେମ୍ବର  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ରେବଣା ଗ୍ରାମରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ ହୋଇଛି । ମିଳିଥିବା ଖବର…

ସାବଧାନ! ବଜାରରେ ମିଳୁଛି ପ୍ଲାଷ୍ଟିକ୍ ଅଟା !ଅଟା ନୁହେଁ, ପ୍ଲାଷ୍ଟିକ ଗୁଣ୍ଡ

Posted by - September 27, 2019 329
ଭଦ୍ରକ: ବଜାରରେ ପ୍ଲାଷ୍ଟିକ୍‌ ଅଣ୍ଡା, ପ୍ଲାଷ୍ଚିକ୍‌ ଚାଉଳ ପରେ ଏବେ ପ୍ଲାଷ୍ଟିକ୍‌ ଅଟାକୁ ନେଇ ଚର୍ଚ୍ଚା। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ।ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ…

Leave a comment

Your email address will not be published.