Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଫସଲ ଅବଶେଷ କୁ ଗୋ ଖାଦ୍ୟ ରୂପେ ବ୍ୟବହାର ତାଲିମ ଶିବିର

31 0

ଖପ୍ରାଖୋଲ:୨୭/୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପରିସରର କୃଷିଜାତ ଫସଲର ଅବଶେଷ ପୃଷ୍ଟିସାର ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ ତାଲିମ ଦାତା ରୂପେ ଜେ.ଏଫ.ବି.ଓ ସୁଜିତ କୁମାର ବାରିକ ଯୋଗ ଦେଇ ଫସଲ ର ଅବଶେଷ କୁ କିଭଳି ପୁଷ୍ଟିକର ଗୋ ଖାଦ୍ୟ କରାଯାଇ ପାରିବ, ତାର ସଂରକ୍ଷଣ ଉପରେ ତାଲିମ ପ୍ରଦାନ କରିଥିଲେ।

ଏହି ଅବସରରେ ପ୍ରାଣୀ ସମ୍ପଦ ବିଭାଗ ର ସତ୍ୟାନନ୍ଦ ଭୋଇ, ସମରେଶ ଭୋଇ ଓ ୱାଇ.ସି.ଡି.ଏ ଫକୀର ସାହୁ,ସଦାନନ୍ଦ ବାଗ,ବାସନ୍ତୀ ମୁଣ୍ଡା,ଭୋଜରାଜ ବରିହା ପ୍ରମୂଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ମିଲେଟ ମିଶନର ୨୦ଜଣ ମହିଳା ମାଣ୍ଡିଆ ଚାଷୀଙ୍କୁ ତାଲିମ ଦେଇ ଗୋ ଖାଦ୍ୟ ପୃଷ୍ଟି ସାର ପ୍ରସ୍ତୁତ ସାମଗ୍ରୀ ୟୁରିଆ, ଲୁଣ,ଗୁଡ଼,ମକା ଗୁଣ୍ଡ, କୀଟ ପ୍ରଦାନ କରାଯାଇଥିଲା।ଶେଷରେ ପୁରନ୍ଦର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ଉଦ୍ଧାର କଲେ ଗାଙ୍ଗପୁର ସରପଞ୍ଚ

Posted by - June 9, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଦିଗପହଣ୍ଡି ଅଞ୍ଚଳରୁ ଚାଲି ଚାଲି ଆସୁଥିବା ଏକ ସାତ ଜଣିଆ ଶ୍ରମିକ ଗୋଷ୍ଠୀଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁ…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ

Posted by - March 8, 2022 0
ବେଲଗୁଣ୍ଠା:(ଆଜି ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷା ଡ. ସଂଯୁକ୍ତା ପଣ୍ଡାଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ବୃଦ୍ଧଙ୍କ ଶବ ସତ୍କାର କଲେ ବିଜୁ ଯୁବ ବାହିନୀ

Posted by - July 14, 2020 0
ବରୀ:ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ବାଲିଆ ପଂଚାୟତ ନହଣ ଗ୍ରାମର ବୃଦ୍ଧ କାର୍ତିକ ଚନ୍ଦ୍ର ଦାସ(୭୫)ଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଦାସଙ୍କର ଏକମାତ୍ର ଦିବ୍ୟାଙ୍ଗ…

ଚଳିତ ଖରିଫ୍ ଚାଷ ପାଇଁ ଇନ୍ଦ୍ରାବତୀ ପ୍ରକଲ୍ପରୁ ଛଡାଗଲା ପାଣି : ଜଳସେଚିତ ହେବ ସାତଟି ବ୍ଲକ୍ ର ୧ ଲକ୍ଷ ୧୨ ହଜାର ହେକ୍ଟର ଚାଷ ଜମି

Posted by - July 7, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଚଳିତ ବର୍ଷ ର ଖରିଫ୍ ଚାଷ ପାଇଁ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଲ୍ପ ରୁ…

ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Posted by - May 14, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗାଁ ତଳପଡା ବାସୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ…