Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଭୁଜାଲି ମୁନରେ ପେଟ୍ରୋଲ ପମ୍ପରୁ ଡକାୟତି

34 0

ସମ୍ବଲପୁର: ୨୭/୦୮(ରମାକାନ୍ତ ବିଶ୍ବାଳ)ଭୁଜାଲି ମୁନରେ ପେଟ୍ରୋଲ ପମ୍ପରୁ ଡକାୟତି । ବିଳମ୍ବିତ ରାତିରେ ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମି ଡୁଙ୍ଗୁରୀ ପେଟ୍ରୋଲ ପମ୍ପରୁ ଭୁଜାଲି ଦେଖେଇ ୪୫ ହଜାର ଟଙ୍କା ଲୁଟିନେଇ ଥିବା ଅଭିଯୋଗ ହୋଇଛି । ଏନେଇ ଲୁଟ ସମୟର ସିସି ଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି । ଘଟଣା ସ୍ଥଲରେ ପହଞ୍ଚି ପେଟ୍ରୋଲପଂମ ସିସିଟିଭି ହାର୍ଡଡିକ୍ସ କୁ କ୍ଷେତରାଜପୁର ପୋଲିସ ଜବତ କରି ଅଧିକ ଛାନଭିନ ଆରମ୍ଭ କରିଛି ।

କ୍ଷେତରାଜପୁର ପୋଲିସ ଠାରେ ହୋଇଥିବା ଅଭିଯୋଗ ମୁତାବକ ବିଳମ୍ବିତ ରାତିରେ ଲକ୍ଷ୍ମୀ ଡୁଙ୍ଗରୀ ନିକଟରେ ଥିବା ପେଟ୍ରୋଲିପଂମ ଠାରେ ୨ ଜଣ ଅଜଣା ବ୍ୟକ୍ତି ମୁହଁ ରେ ମୁଖା ବାନ୍ଧି ପେଟ୍ରୋଲିପଂମ ର ମ୍ୟାନେଜର ଙ୍କ କାର୍ଯ୍ୟାଳୟ କୁ ପ୍ରବେଶ କରି ଭୁଜାଲି ଦେଖାଇ ଭୟଭୀତ କରି ୪୫ ହଜାର ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିଲେ । ତେଣେ ଥାନାରେ ଅଭିଯୋଗ ହେବା ପରେ କ୍ଷେତରାଜପୁର ପୋଲିସ ଏନେଇ ଅଧିକ ତଦନ୍ତ କରିବା ସହ ସିସି ଟିଭି ଭିଡିଓ ଆଧାର ରେ ବିଭିନ୍ନ ସ୍ଥାନରେ ଚଡାଉ ଯାରି ରଖିଥିବା ପୋଲିସ ସୁତ୍ରରୁ ସୁଚନା ଦିଆଯାଇଛି ।

Related Post

ଟ୍ରେନ୍ ଲାଇନ୍ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ,

Posted by - September 12, 2019 0
କେନ୍ଦୁଝର,୧୨/ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଡାଗୋଠ ନିକଟସ୍ଥ ଟ୍ରେନ ଲାଇନ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଶବଟି ମୁହଁ…

ଗଞ୍ଜେଇ ସହ ଦୁଇ ଗିରଫ

Posted by - July 28, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ଗଂଜେଇ ନେଇ ଯାଉଥିବା ଦୁଇ ଜଣଙ୍କୁ ଗିରଫ କରିଛି । ଆଜି ବିନିକା ପୋଲିସ ଗାଡ଼ି ମଟର ଯାଞ୍ଚ…

ବିଭତ୍ସ ହତ୍ୟାକାଣ୍ଡ,ଗାଁ ଦାଣ୍ଡରେ କାଠ ଫାଳିଆ ଓ ଠେଙ୍ଗା ରେ ପିଟି ପିଟି ହତ୍ୟା କଲେ କକା ଶ୍ୱଶୁର ଓ ୨ ଶଳା.

Posted by - December 25, 2021 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମୁଣ୍ଡିପଦର ପଞ୍ଚାୟତ ବଲାକିରା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଜ୍ୱାଇଁକୁ ପିଟି ପିଟି ହତ୍ୟା…

ଡିକି ଭଙ୍ଗା ଚୋର ସକ୍ରିୟ, ମୋଟେର ଛକରୁ ୬ ଲକ୍ଷ ଲୁଟିନେଲେ ଦୁର୍ବୃର୍ତ୍ତ, କୋକସରା ଥାନାରେ ଅଭିଯୋଗ

Posted by - June 29, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବାଇକ ଡିକି ଭାଙ୍ଗି ୬ ଲକ୍ଷ ଲୁଟ ଅଭିଯୋଗ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଛକ ନିକଟରେ…

ବେଆଇନ ବନ୍ଧୁକ ତିଆରି ଆଡ୍ଡା ରେ ଚଢାଉ ୨ ଗିରଫ

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜୁଯୋମୁରା ପୋଲିସ କୁ ମିଲିଛି ବଡ ସଫଳତା । ଜୁଯୋମୁରା ପୋଲିସ ବାସୁପାଲି ଗ୍ରାମରେ ଚାଳିଥିବା ବେଆଇନ ଦେଶୀ ବନ୍ଧୁକ ତିଆରି ଆଡ୍ଡା…