ଜିଲ୍ଲା ପ୍ରେସକ୍ଳବ ବୌଦ୍ଧ ର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର

57 0

ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରରେ ଜିଲ୍ଲା ପ୍ରେସ କ୍ଳବ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଓଡିଶା ରକ୍ତ କେନ୍ଦ୍ର ଠାରେ ଆଜି ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି!ଶିବିରରେ ପ୍ରେସ କ୍ଳବ ର ସଭାପତି ବରିଷ୍ଠ ସାମ୍ବାଦିକ ବରଜୁ ବେହେରା, ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ଓ ପ୍ରେସ କ୍ଳବ ର ଅନ୍ୟ ବରିଷ୍ଠ ସାମ୍ବାଦିକ ସଦସ୍ୟ ମାନଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା!

ରକ୍ତଦାନ ଶିବିରରେ ୨୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ରକ୍ତ ଭଣ୍ଡାର ର କାର୍ଯ୍ୟରତ ସମସ୍ତ ଅଧିକାରୀ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ!୨୯ ୟୁନିଟ ରକ୍ତ ସଂଗ୍ରହ ରେ ବୌଦ୍ଧ ବଲାସିଙ୍ଗl ଠାରେ ଥିବା 5ମ ବାଟାଲିୟନ ଫୋର୍ସ ରୁ ୧୫ ଜଣ ଫୋର୍ସ ସ୍ବେଛା କୃତଭାବେ ରକ୍ତଦାନ କରିଥିବା ବେଳେ ଅନ୍ୟ ରକ୍ତ ଗୁଡିକ ପ୍ରେସ କ୍ଳବ ର ସାମ୍ବାଦିକ ବନ୍ଧୁ ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ!

Related Post

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - May 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ଳକ ଭୁବନେଶ୍ୱରପୁର ପଂଚାୟତ ଜମୁନା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ-ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୬ରେ

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ) ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମୃତୁବରଣ କରିଛନ୍ତି।ଅନୁଗୁଳ ପୌରାଞ୍ଚଳର ଜଣେ ୫୨ ବର୍ଷୀୟ ପୁରୁଷ ଆଜି ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସା…

ଓଡିଶାରେ ୮୬ ନୂଆ ଆକ୍ରାନ୍ତ ଚିହ୍ନଟ,ଏବେ ସଂକ୍ରମିତ ସଂଖ୍ୟା ୧୧୮୯କୁ ବୃଦ୍ଧି,୪୩୬ ଜଣ ସୁସ୍ଥ

Posted by - May 22, 2020 25
ଭୁବନେଶ୍ଵର: ରାଜ୍ୟରେ ଶୁକ୍ରବାର ପୁଣି ୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏହି ୮୬ ଜଣଙ୍କ…

ପାଇଲ୍ସ ଯେତେ ବି ଭୟାନକ ହେଇଥାଉ , ୩ ଦିନରେ ଜଡରୁ ଶେଷ କରିଦେବ ଏହି ଘରୋଇ ପ୍ରକିୟା

Posted by - December 9, 2019 50
ପାଇଲ୍ସ ଆଜି କାଲିର ସମୟରେ ଏକ ସାଧାରଣ ସମସ୍ୟା ହୋଇସାରିଛି , ଅପମିଶ୍ରଣ ଖାଦ୍ୟ ପଦାର୍ଥର ସେବନ କରିବା ଦ୍ୱାରା ପେଟରେ ନାନା ପ୍ରକାରର ବିକାର ଉତ୍ପନ୍ନ…

ବାହାଘର ବିଷାକ୍ତ ଖାଦ୍ୟ ଖାଇ ୪୦ ରୁ ଅଧିକ ଅସୁସ୍ଥ

Posted by - February 5, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବାହାଘର ବିଷାକ୍ତ ଖାଦ୍ୟ ଖାଇ ୪୦ ରୁ ଅଧିକ ଅସୁସ୍ଥ। ଯାଜପୁର ଦଶରଥପୁର ବ୍ଲକ ବାହାବଳପୁର ଗାଁ ରେ ଘଟିଛି ଅଘଟଣ। ଅସୁସ୍ଥ ମାନଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଏବଂ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।  ଅସୁସ୍ଥ ଙ୍କ ମଧ୍ୟରେ କେତେକ ଶିଶୁ ଓ ମହିଳା ଅଛନ୍ତି। ଅସୁସ୍ଥ ମାନଙ୍କୁ ସାଲାଇନ ଦିଆଯିବା ସହିତ ଅଧିକ ଚିକିତ୍ସା ଜାରି ରହିଛି। ସେପଟେ ଗାଁ ରେ ସ୍ୱାସ୍ଥ୍ୟ ଟିମ ପହଂଚି ଚିକିତ୍ସା କାର‌୍ୟ୍ୟ ଆରମ୍ଭ କରାଯାଇଛି।