Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଜିଲ୍ଲା ପ୍ରେସକ୍ଳବ ବୌଦ୍ଧ ର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର

173 0

ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରରେ ଜିଲ୍ଲା ପ୍ରେସ କ୍ଳବ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଓଡିଶା ରକ୍ତ କେନ୍ଦ୍ର ଠାରେ ଆଜି ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି!ଶିବିରରେ ପ୍ରେସ କ୍ଳବ ର ସଭାପତି ବରିଷ୍ଠ ସାମ୍ବାଦିକ ବରଜୁ ବେହେରା, ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ଓ ପ୍ରେସ କ୍ଳବ ର ଅନ୍ୟ ବରିଷ୍ଠ ସାମ୍ବାଦିକ ସଦସ୍ୟ ମାନଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା!

ରକ୍ତଦାନ ଶିବିରରେ ୨୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ରକ୍ତ ଭଣ୍ଡାର ର କାର୍ଯ୍ୟରତ ସମସ୍ତ ଅଧିକାରୀ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ!୨୯ ୟୁନିଟ ରକ୍ତ ସଂଗ୍ରହ ରେ ବୌଦ୍ଧ ବଲାସିଙ୍ଗl ଠାରେ ଥିବା 5ମ ବାଟାଲିୟନ ଫୋର୍ସ ରୁ ୧୫ ଜଣ ଫୋର୍ସ ସ୍ବେଛା କୃତଭାବେ ରକ୍ତଦାନ କରିଥିବା ବେଳେ ଅନ୍ୟ ରକ୍ତ ଗୁଡିକ ପ୍ରେସ କ୍ଳବ ର ସାମ୍ବାଦିକ ବନ୍ଧୁ ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ!

Related Post

ମାନସିକ ବିକୃତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମେଡିକାଲ ଟିମ୍

Posted by - November 3, 2021 0
ବୌଦ୍ଧ : (ଚିତ୍ତ ରଂଜନ ସିଂ)ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଳାମା ମନ୍ଦିର ପରିସରରେ ଦୀର୍ଘ ୭ ଦିନ ହେଲା ଅବହେଳିତ ଅବସ୍ଥାରେ ପଡିଥିବା ଜଣେ ଅସହାୟ…

ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ କାର୍ଯ୍ୟକ୍ରମ ଶୁବାରମ୍ଭ କଲେ ଜିଲ୍ଲାପାଳ

Posted by - February 12, 2023 0
ମୁନିଗୁଡା:(ରମାକାନ୍ତ ପୋଢାଳ) ରାୟଗଡ଼ା ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଜେମାଦେଇ ପେଣ୍ଠ ଆନୁକୁଲ୍ୟରେ କନ୍ଧ ମାଲିଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଭବ୍ୟ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ…

ରାଜ୍ୟରେ କୋରୋନା ସଂକ୍ରମିତ ୮୭୬,ଭୁବନେଶ୍ବର ଓ ଜଗତସିଂହପୁର ଜିଲ୍ଲା କରୋନା ମୁକ୍ତ

Posted by - May 18, 2020 820
ଭୁବନେଶ୍ୱର:ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ପରେ ଏହି ସଂଖ୍ୟା ଲାଗାତାର ବୃଦ୍ଧି ପାଇଚାଲିଛି। ତେବେ ସଂକ୍ରମିତମାନେ…