ସୁନାମୁଖୀ ଜଙ୍ଗଳ ରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଆରମ୍ଭ

25 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସୁନା ମୁଖୀ ଜଙ୍ଗଲ ରୁ ଏକ ମୁଣ୍ଡ ବିହୀନ ପୁରୁଷ ଙ୍କ ମୃତଦେହ ଉଦ୍ଧାର ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ରୁ ଜଣାଯାଏ ଯେ ମଦନପୁର ରାମପୁର ରୁ ବଲାଙ୍ଗୀର କୁ ସଂଯୋଗ କରୁଥିବା ସଡକ ପାର୍ଶ୍ୱର ସୁନା ମୁଖୀ ଜଙ୍ଗଳ ଏକ ମୁଣ୍ଡ ବିହୀନ ପୁରୁଷ ର ଶବ ଦେଖିବାକୁ ପାଇଥିଲେ।

ଏ ସମ୍ପର୍କରେ ଖବର ପାଇ ମଦନପୁର ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର ସହ ତଦନ୍ତ ଆରମ୍ଭ କରିଛି। କଟା ମୁଣ୍ଡ ଖୋଜିବାକୁ ପୋଲିସ ସନ୍ଧାନୀ କୁକୁର ର ସହାୟତା ନେଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଛି, ମୃତକ ଜଣକ ଯୁବକ ହୋଇଥିବା ବେଳେ ପରିଚୟ ଜଣାପଡ଼ି ନାହିଁ। ତେବେ ତଦନ୍ତ ପରେ ହିଁ ହତ୍ୟାକାଣ୍ଡ କାରଣ ସ୍ପଷ୍ଟ ହେବାର ଆଶଙ୍କା ରହିଛି।

Related Post

ଚାଷ ଜମିରୁ ହାତୀ ଛୁଆ ଉଦ୍ଧାର

Posted by - May 14, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ମଦନପୁର ରାମପୁର, ଆଦି ବ୍ଳକ ରେ ହାତୀ ଉପଦ୍ରବ ଦିନ ପ୍ରତିଦିନ ବୃଦ୍ଧି…

ଜିଲ୍ଲା ରେ ଟ୍ରାଫିକ ନିୟମ କଡା କଡ଼ି ପାଳନ କରାଯିବ,ବୌଦ୍ଧ ଜିଲ୍ଲାପାଳ

Posted by - October 24, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ସମିତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଦିନକୁଦିନ ବୃଦ୍ଧି ପାଉଥିବା…

ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ଜଳଛତ୍ର

Posted by - April 25, 2022 0
ଯାଜପୁର କାଳୀମେଘାରେ ସ୍ଥାନୀୟ ଅଂଚଳର ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ଏକ ଜଳଛତ୍ର ଖୋଲାଯାଇଛି । ସହରରେ ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଉଥିବାରୁ ସ୍ୱେଚ୍ଛାସେବୀ ମାନେ ପଥିକଙ୍କ…

ଯାଜପୁରରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

Posted by - September 5, 2019 92
ଯାଜପୁର ଲଳିତେଶ୍ୱର ନଗରରେ ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଭାପତି ପରେଶ ବିଶ୍ୱାଳଙ୍କ ନେତୃତ୍ୱ…

ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ-୨୦୨୦ ଉଦଘାଟିତ

Posted by - February 13, 2020 0
ଅନୁଗୋଳ:12/02(ମହେଶ ଭୋମରାଜ) ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ ୧୧ ତାରିଖ ସନ୍ଧ୍ୟାରେ ଉଦଘାଟନ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ମହୋତ୍ସବ ୭ ତାରିଖ ପରିବର୍ତ୍ତେ ୧୧…