Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ଗାନ୍ଧି ପ୍ରେମୀ ମାନଙ୍କ ଦ୍ୱାରା ରାମଧୁନ ଗାଇ ବୃକ୍ଷରୋପଣ ସହିତ ପଦଯାତ୍ରା

770 0

ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ପାଳନ କରାଯିବ । ଏହି ଅବସରରେ ଆଜି ଯାଜପୁର ବୁଢ଼ା ଘାଟରେ ଗାନ୍ଧି ପ୍ରେମୀ ମାନଙ୍କ ଦ୍ୱାରା ରାମଧୁନ ଗାଇ ବୃକ୍ଷରୋପଣ ସହିତ ପଦଯାତ୍ରା କରାଯାଇଥିଲା ।

ଗାନ୍ଧି ୧୯୩୪ ମସିହାରେ ଯାଜପୁର ର ବୁଢ଼ାଘାଟ ଠାରୁ ପଦଯାତ୍ରାରେ ବାରୁଣୀ ପଡିଆକୁ ଯାଇଥିଲେ । ସେହି ସ୍ମୃତିକୁ ମନେ ରଖିବା ପାଇଁ ବାଇଧର ମହପାତ୍ରଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ଗାନ୍ଧି ପ୍ରେମୀ ସାମିଲ ହୋଇ ଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ବିଭିନ୍ନ ପ୍ରକାର ଗଛ ମଧ୍ୟ ଲଗାଇଥିଲେ ।

Facebook Notice for EU! You need to login to view and post FB Comments!

Related Post

ଓଡିଶାପାଇଁ ଯିଏ ଭଲ କରିବ ତା ସହ ରହିବୁ:ନବୀନ ପଟ୍ଟନାୟକ

Posted by - April 15, 2019 0
ଭୁବନେଶ୍ବର୧୫|୪:ଏକ ଜାତୀୟ ଗଣମାଧ୍ୟମକୁ ପ୍ରଥମେ ଇଣ୍ଟରଭିୟୁ ନବୀନ କହିଥିଲେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାଇ ରଖିଛି। ଯେହେତୁ ଏହି ଦୁଇ ଜାତୀୟ ଦଳ ବହୁମତ…

ତୃତୀୟ ଦିବସରେ ହରଭଙ୍ଗା ୨୫ ସରପଞ୍ଚ, ୨୦ ସମିତିସଭ୍ୟ, ୧୬୪ୱାର୍ଡ ମେମ୍ବର ପ୍ରାଥୀପତ୍ର ଦାଖଲ

Posted by - January 19, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆସନ୍ତା ପଂଚାୟତ ନିର୍ବାଚନରେ ହରଭଙ୍ଗା ବ୍ଲକରେ ମୋଟ ୯୪, ୮୬୭ ଜଣ ଭୋଟ ଦାତା ମତଦାନ କରିବେ । ଆସନ୍ତା ଫେବୃଆରୀ ୨୦ତାରିଖ ଦିନ…

ବୌଦ୍ଧ ଜିଲ୍ଲା କଂଗ୍ରେସ ଦ୍ୱାରା ନବ ସଂକଳ୍ପ ଶିବିର ଉଦଯାପିତ

Posted by - June 13, 2022 0
ବୌଦ୍ଧ : ବୌଦ୍ଧ ଜିଲ୍ଲା କଂଗ୍ରେସ ର ସଭାପତି ଶ୍ରୀଯୁକ୍ତ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ହରଭଙ୍ଗା ବ୍ଲକ ବିରନରସିଂହ ପୁର ଫରେଷ୍ଟ ନରସେରୀ ସଭାଗୃହ ଠାରେ…

ରାଜ୍ୟ ବିଜେପିର ଚାରିଜଣିଆ ମରୁଡି ଅନୁଧ୍ୟାନାକରୀ ଦଳର ସୁବର୍ଣ୍ଣୁର ଜିଲ୍ଲା ଗସ୍ତ

Posted by - September 3, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ)ରାଜ୍ୟ ବିଜେପିର ଚାରିଜଣିଆ ମରୁଡି ଅନୁଧ୍ୟାନାକରୀ ଦଳ ଗତକାଳି କନ୍ଧମାଳ, ବୌଦ୍ଧ ବୁଲି ଦେଖିଥିବା ବେଳେ ଆଜି ସୁବର୍ଣ୍ଣୁର ଜିଲ୍ଲା ଗସ୍ତ କରିଛନ୍ତି…

ଜେଜେ ବାପା ଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ନାତୁଣୀ ବୋହୁ

Posted by - January 21, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ନିଜର ଜେଜେବାପା ତଥା ପୂର୍ବତନ ସରପଞ୍ଚ ସ୍ବର୍ଗତ ନେତ୍ରାନନ୍ଦ ପ୍ରଧାନ ଙ୍କ ଅଧୁରା ସ୍ୱପ୍ନ କୁ ପୂରଣ କରିବା ପାଇଁ ନିର୍ବାଚନ ମଇଦାନକୁ ଓଲ୍ହାଇଲେ…

Leave a comment

Your email address will not be published.