ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଳା ଡୁଙ୍ଗୁରିପାଲି ସଂଘ ତରଫରୁ ୯୦୦ ଶହ ଫୁଟ ଲମ୍ବର ତ୍ରିରଙ୍ଗା ଯାତ୍ରା

31 0

ସୋନପୁର :(ଅଜିତ କୁମାର ପୂଜାହାରୀ) ସାରା ଦେଶରେ ଆଜି ଅମୃତ ମହୋତ୍ସବ ଓ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ହେଉଛି ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକରେ ମଧ୍ୟ ଏହାର ଅନୁରୂପ ପ୍ରତିଫଳନ ପରିଳକ୍ଷିତ ହୋଇଛି । ଅପରାହ୍ନରେ ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଳା ଡୁଙ୍ଗୁରିପାଲି ସଂଘ ତରଫରୁ ୯୦୦ ଶହ ଫୁଟ ଲମ୍ବର ତ୍ରିରଙ୍ଗା ଯାତ୍ରା ସ୍ଥାନୀୟ ଶିବ ମନ୍ଦିରରୁ ବାହାରି ସହର ପରିକ୍ରମା କରି ଆର.ଏମ.ସି. ଠାରେ ପହଞ୍ଚିଥିଲେ ଓ ସେଠାରେ ଏକ ଵୈଠକ କିରି ନୂତନ କର୍ମକର୍ତା ଚୟନ କରିଥିେଲ। ସଭପତି ଭାବରେ ପୁନିଆଁ ସ୍ବାଇଁ, ଉପ-ସଭାପତି ପ୍ରକାଶ ହାତୀ, ସମ୍ପାଦକ ଇଶ୍ବର ପାତ୍ର ଓ ସହ ସମ୍ପାଦକ ଗୈରାଙ୍ଗ ଦଣ୍ଡସେନା ଭାବେ ମୋନନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଳା ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।

 

Related Post

ଭବାନୀପାଟଣା ଅର୍ବାନ ପି ଏଚ ସି କାୟାକଳ୍ପ ପୁରସ୍କାର ବିଜେତା, ପରିଚାଳନା କରୁଛି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ

Posted by - March 31, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ପରିଚାଳିତ ଭବାନୀପାଟଣା ଅର୍ବାନ ପି ଏଚ ସି…

ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ସମୁଦାୟ ୭୮ ଜଣ ଛାତ୍ରଛାତ୍ରୀ ରୁ ୭୮ ଉତିର୍ଣ୍ଣ

Posted by - July 30, 2020 50
ବଡ଼ବିଲ:ପ୍ରକାଶ ପାଇଲା ମ୍ୟାଟ୍ରିକ ରେଜଲ୍ଟ। ବୋର୍ଡ ପକ୍ଷରୁ ଭିଡିଓ ରିଲିଜ ଜରିଆରେ ରେଜଲ୍ଟ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଧିବଦ୍ଧ ଭାବେ…

ଜୁରାବନ୍ଧ ଗ୍ରାମରେ ଏସଡିପିଓ,ଲୋକଙ୍କ ସହ ବସି କଲେ ଆଲୋଚନା

Posted by - December 25, 2021 0
ବଙ୍ଗୋମୁଣ୍ଡା:( ଅଭିମନ୍ୟୁ ବହିଦାର)- ଆଜି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ମାଓ ପ୍ରବଣ ଅଞ୍ଚଳ ଜୁରାବନ୍ଧ ଗ୍ରାମକୁ ଆସି କଣ୍ଟାବାଞ୍ଜି ଏସଡିପିଓ ଡ଼ଃ ହୃଷିକେଶ ମେହେର ଲୋକଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Posted by - December 13, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହାସଂଘ ଓଡ଼ିଶାର ନିଷ୍ପତ୍ତି କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ…