ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ ପାଳିତ,

289 0

କେନ୍ଦୁଝର,୨/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟ ରେ ଗାନ୍ଧୀଜୀ ଙ୍କର ୧୫୦ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ମନୋରଂଜନ ରାଉତ ଯୋଗଦେଇ ଗାନ୍ଧୀଜୀ ଙ୍କର ନୀତି ଆଦର୍ଶ ଉପରେ ଗୁରୁତ୍ଵ ଆରୋପ କରିଥିଲେ।ସଂଯୋଜକ ସୁରେଶ କୁମାର ଆଚ଼ାର୍ଯ୍ୟ ସଭାକାର୍ଯ୍ୟ ପରିଚ଼ାଳନା କରିଥିଲେ।

ଗାନ୍ଧୀଜୀ ଙ୍କର ୧୫୦ତମ ଜନ୍ମ ବାର୍ଷିକୀ ଅବସର ରେ ବକ୍ତୁତା ପ୍ରବନ୍ଧ,ପାଠାଚ଼କ୍ର କାର୍ଯ୍ୟକ୍ରମରେ ଭାଗନେଇ କୃତିତ୍ଵ ଅର୍ଜନ କରିଥିଵା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଏବଂ ଦୈାଡ଼ କ୍ରିଡ଼ା ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଉପଦେଷ୍ଟା ରାମଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚ଼ାରୀମାନେ ବହୁସଂଖ୍ୟାରେ ଯୋଗଦାନ କରି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।

Facebook Notice for EU! You need to login to view and post FB Comments!

Related Post

ଦୁଇ ଭଉଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଲା ପୁଲିସ

Posted by - January 26, 2020 0
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି…

ବିଞ୍ଝାରପୁରରେ କୋବିଡ଼ ଯୋଧ୍ୟା ମାନଙ୍କ ପାଇଁ ନିରବ ପ୍ରାର୍ଥନା

Posted by - August 5, 2020 0
ବିଞ୍ଝାରପୁର :(ଗୁଲସାହାନୱାଜ ଅଲି ଖାଁ)ବିଞ୍ଝାରପୁର ରେ କୋବିଡ଼ ଯୋଧ୍ୟା ମାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଛି। ବିଞ୍ଝାରପୁର ଥାନା ପରିସର ରେ ଅନୁଷ୍ଠିତ ଏହି ନିରବ ପ୍ରାର୍ଥନା…

ଯାଜପୁର ଡିଆରଡିଏ କାର୍ଯ୍ୟାଳୟରେ ମୋ ସରକାର ହେଲ୍ପ ଡେସ୍କ

Posted by - February 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟରେ ପଂଚାୟତିରାଜ ବିଭାଗ କୁ ମୋ ସରକାର ଅଧିନକୁ ଅଣାଯାଇଛି । ଏହି ଅବସରରେ ଯାଜପୁର ଡିଆରଡିଏ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ…

ଯାଜପୁର ପୌରାଂଚଳ ମହାବୀର ନଗରସ୍ଥିତ ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ

Posted by - February 4, 2020 6,715
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପୌରାଂଚଳ ମହାବୀର ନଗରସ୍ଥିତ ପ୍ରଭୁ ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ଧାରଣା

Posted by - June 8, 2020 377
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ଧାରଣା । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ…

Leave a comment

Your email address will not be published.