ଲଘୁଚାପ ଜନିତ ବର୍ଷା ରେ ଭୁଷୁଡି ପଡିଲା କାନ୍ଥ ଅଳ୍ପକେ ବର୍ତିଲେ ପରିବାର

25 0

ରାୟଗଡ଼ା:(ରମାକାନ୍ତ ପଡାଲ) ଲଘୁଚାପ ଜନିତ ଲଗାଣ ବର୍ଷା,ସାତ ତାରିଖ ରୁ ଲାଗିଛି ବର୍ଷା ଥମିବାର ନା ଧରୁନି,ଫଳ ରେ ଛାନିଆଁ ଫସିଛି ଝାଟି ମାଟି ର ଘରେ ରହୁଥିବା ଗରିବ ଲୋକ ମାନଙ୍କୁ,ରାତି ରେ ଜାଗର ,ଦୀନ ରେ ଶୁନ୍ୟ ଏଭଲି ସ୍ଥିତି ରେ ଜୀବନ ବିତାଉଛନ୍ତି |ଏଭଲି ଏକ ଦ୍ରୁଶ୍ୟ ଆମେ ଦେଖିବାକୁ ପାଉଛୁ ,ରାୟଗଡା ଜିଲା,ବିଷମକଟକ ବ୍କକ,ଡାଲିଆକୁଜି ପଞ୍ଚାୟତ ର ୧୧ ନ° ୱାଡ ଦେଓଗା ଗ୍ରାମ ରେ,ଦେଓଗା ଗ୍ରାମ ଡାଲିଆକୁଜି ପଞ୍ଚାୟତ ରେ ମିଶି ୧୦ ବର୍ଷ ବିତି ସାରିଲାଣି ହେଲେ ଏଠି ସ୍ବପ୍ନ ସାଜିଛି ସରକାରି ଆବାସ ଯୋଜନା ,ସଦାକୁସୁଲିଆ ପିତା ନାମ କୁସୁଲିଆ,ଦୀର୍ଘ ୫୦ ବର୍ଷ ହେବ ଝାଟି,ମାଟି,ଟିଣ,କୁଡିଆ ଘରେ ବସବାସ କରି ରହି ଆସୁଛନ୍ତି |ହେଲେ ତାଙ୍କୁ ସ୍ବପ୍ନ ସାଜିଛି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଆବାସ ଯୋଜନା ,ବର୍ତମାନ ଦାଉ ସାଧିଲା ସାତ ତାରିଖ ରୁ ଲାଗିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ,ଲଘୁଚାପ ବର୍ଷା ର ପ୍ରଭାବ ରେ ସଦାକୁସୁଲିଆ ଙ୍କ ଘର ପଛ ପାର୍ଶ କାନ୍ଥ ଭୁଷୁଡି ପଡିଲା ,ଏବ° ଉକ୍ତ ଘର ର ସମସ୍ତ କାନ୍ଥ ଆଁ କରି ଫାଟ ସୁଷ୍ଟି ହେଇଛି | କେତେବେଳେ ଯେ ସ°ପୁର୍ଣ ଭାଙ୍ଗିଯିବ ନିଶ୍ଚିତ କହିହେବ ନାହି ତେଣୁ ଭୟଭୀତ ରେ ଅଛନ୍ତି ପରିବାର |

ଏ ବିଷୟ କୁ ନେଇ ବିଷମକଟକ ତହସିଲ ଶୁଭେନ୍ଦୁ ଜେନା ସହ ଯୋଗା ଯୋଗ କରିବାରୁ ସେ ତଦନ୍ତ ପାଇଁ ଆର୍ ଆଇ କୁ ପଠାଇଥିଲେ, |ନିଜ ପରିବାର କୁ ବଞ୍ଚେଇବା ପାଇଁ ସେମାନଙ୍କ ଆଶ୍ରୟ ସାଜିଛି ପଡିସା ଘରର ବାରଣ୍ଡା। ସଦା କୁସୁଲିଆ ଦୀନ ମଜୁରିଆ ହେଇଥିବାରୁ ନିଜ ପରିବାର ସମ୍ବାଳିବା କଷ୍ଟକର ହେଉଥିବା ବେଳେ ,ଘର ବା କଣ ବାନ୍ଦିବେ ,ଏଣୁ ସେ ପ୍ରସାସନ କୁ ନିବେଦନ କରିଛନ୍ତି ଜେ ,ପ୍ରସାସନ ସାହାଯ୍ୟ ସହଯୋଗିତା କଲେ ,ପୁନର୍ବାର ଘର କାନ୍ଥ ନିର୍ମାଣ କରିବେ ! ଆଗକୁ ଦେଖିବା ବାକି ରହିଲା ସରକାର କଣ ପଦଖେପ ନେବେ ,ଦେଖିବାକୁ ବାକିରହିଲା l ବିଷମକଟକ ରୁ ସ୍ଵାତିଦାସ ଙ୍କ ରିପୋର୍ଟ l

Related Post

ଛଟେଇ ପ୍ରତିବାଦରେ ମହିଳା ଶ୍ରମିକ ମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା

Posted by - December 24, 2020 0
ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲା କାଳିଆପାଣି ଟାଟା ମାଇନ୍ସରେ କାର‌୍ୟ୍ୟରତ ମହିଳା କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ମହିଳା ଶ୍ରମିକ ମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ।ଏହି ମହିଳା ଶ୍ରମିକ ମାନେ ବଗିଚା କାମରେ ଦୀର୍ଘ ୨୦ ବର୍ଷ ଧରି ନିୟୋଜିତ ଥିଲେ । କିନ୍ତୁ କଂପାନି କର୍ତୁପକ୍ଷ ସେମାନଙ୍କୁ କୌଣସି କାରଣ ନ ଦର୍ଶାଇ ବିହସ୍କୃତ କରିବା ପଂଳରେ ସେମାନେ ଭୋକ ଉପବାସରେ ଦିନ କାଟୁଛନ୍ତି,ତେଣୁ ମହିଳା ମାନଙ୍କୁ ପୁନଃର୍ବାର କଂପାନିରେ କାର‌୍ୟ୍ୟକରିବାର ସୁଯୋଗ ଦେବାକୁ ଜିଲାପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

କଣ୍ଟାମାଳ:ଗୋଷ୍ଠୀ ଶୌଚାଳୟ ସାଜିଛି ଭୂତ କୋଠି, କେବେ ହେବ କାର୍ଯ୍ୟକ୍ଷମ ?

Posted by - May 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଗୋଷ୍ଠୀ ଶୌଚାଳୟ ଟି କାର୍ଯ୍ୟକ୍ଷମ ନ ହୋଇ ଭୂତ…

ବିଧାୟକ ଓ ସାଂସଦଙ୍କ ଦ୍ୱାରା ଆମ୍ବପୁଆ ପଂଚାୟତର ବହୁ ପ୍ରକଳ୍ପ ଉଦ୍‌ଘାଟିତ

Posted by - June 17, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଆମ୍ବପୁଆ ପଂଚାୟତରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କ ଦ୍ୱାରା…

ଅପହଞ୍ଚ ଇଲାକାରେ ଭାରତୀୟ ଦୁର ସଞ୍ଚାର ପକ୍ଷରୁ ମୋବାଇଲ ଟାୱାର:-ଟେଲିକମ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

Posted by - January 7, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ରେ ଏବେବି ମୋବାଇଲ ଟାୱାର ନାହି । ଯାହା ଫଳରେ ସ୍କୁଲ ଛାତ୍ରଛାତ୍ରୀମାନ ,ସାଧାରଣ…