ଭାରି ବର୍ଷା ସତ୍ତ୍ୱେ ମାରବାଡି ଯୁବାମଞ୍ଚର ଅନ୍ନପୂର୍ଣା ପ୍ରସାଦ ଯୋଜନା ଜାରି

97 0

ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ରାଜ୍ଯ ସରକାର ଆହାର କେନ୍ଦ୍ର ମାଧ୍ୟମରେ ଅସହାୟ ଲୋକଙ୍କ ନିମନ୍ତେ ପାଞ୍ଚ ଟଙ୍କାରେ ଭାତ ଡ଼ାଲମା ଖାଇବାକୁ ଦେଇଥାଏ ସୋମବାର ଠାରୁ ଶନିବାର ଯାଏଁ ଏବଂ ରବିବାର ଦିନ ବନ୍ଦ ରହେ।

ଟିଟିଲାଗଡ଼ ଆହାର କେନ୍ଦ୍ର ସାମନାରେ ସରକାରୀ ଡାକ୍ତରଖାନା ଅଛି, ତେବେ ବହୁତ ଅସହାୟ ଲୋକ ଏହି ଆହାର କେନ୍ଦ୍ର ଉପରେ ନିର୍ଭର କରନ୍ତି କିନ୍ତୁ ପ୍ରତି ରବିବାର ବନ୍ଦ ରହୁଥିବା ଯୋଗୁଁ ବହୁତ ଲୋକ ଖାଇବା ପାଇଁ ହଇରାଣ ହେଉଥିବା ଦେଖି ଟିଟିଲାଗଡ଼ ମାରୱାଡ଼ି ଯୁବା ମଞ୍ଚ ତରଫରୁ ପ୍ରତି ରବିବାର ଦିନ ସରକାରୀ ଡାକ୍ତରଖାନା ସାମନା ରେ ରନ୍ଧା ଖାଦ୍ୟ ଯୋଜନା ଆରମ୍ଭ କରିବା ସହ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରିଛନ୍ତି।

ଭୀଷଣ ବର୍ଷା ସତ୍ତ୍ୱେ ଯୁବା ମଞ୍ଚର ସଦସ୍ୟ ମାନେ ଭିଜି ଭିଜି ରେନି କୋଟ, ଛତା ଆଦି ଧରି ଏହି ସେବା କାର୍ଯ୍ୟରେ ମାତି ରହିଥିଲେ। ସୂଚନା ଥାଉ ଯେ ମଞ୍ଚ ତରଫରୁ ଗତ 6 ମାସରୁ ଏହି ଅନ୍ନପୂର୍ଣା ପ୍ରସାଦ ବଣ୍ଟନ କାର୍ଯ୍ୟ ଚାଲୁ ରହିଛି। ମଞ୍ଚର ଆଜିର ଏହି କାର୍ଯ୍ୟକୁ ଲୋକେ ଭୁୟସୀ ପ୍ରଶଂସା କରିଛନ୍ତି।

Related Post

ଅଖ୍ୟାତ ପଲ୍ଲିର ପ୍ରଖ୍ୟାତ ପ୍ରତିଭା ।ଯୁବକବି ତଥା ସାହିତ୍ୟ ସାଧକ କବି କିଶୋର ଚନ୍ଦ୍ର ପାତ୍ର

Posted by - August 8, 2022 0
ବରଗଡ/ଅତାବିରା:୭/୮(ରମାକାନ୍ତ ବିଶ୍ଵାଳ)କଥାରେ ଅଛି ତୁଲସି ଦୁଇ ପତ୍ରରୁ ବାସେ।ତୁଲସି ଗଛ ଅତି ଛୋଟ ଥିଲେ ମଧ୍ୟ ତାର ମହତ୍ୱ ଏବଂ ବାସ୍ନା ସର୍ବବିଦିତ ତତ୍ ସଂଗେ ଔଷଧିୟ…

ନୂଆଗୁଡା ଗାଁରେ କ୍ୟାନସର ରୋଗରେ ପୀଡିତ ମହିଳାଙ୍କୁ ବାଟ ଖର୍ଚ୍ଚ ଯୋଗାଇଦେଲେ ଜିଲା ପରିଷଦ ସଭ୍ୟା

Posted by - March 27, 2022 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ନୂଆଗୁଡା ଗାଁରେ କ୍ୟାନସର ରୋଗରେ ପୀଡିତ ମହିଳାଙ୍କୁ ଭେଟି ଆଜି ମାଥିଲି ଜୋନ – ୩ ର ଜିଲା…

ଯାଜପୁର ଜିଲା ନଗଡାରେ ଅଧାପନ୍ତରିଆ ଅବସ୍ଥାରେ ପଡିଥିବା କାମକୁ ସଂପୁର୍ଣ କରାଯିବ

Posted by - December 14, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ନଗଡାରେ ଅଧାପନ୍ତରିଆ ଅବସ୍ଥାରେ ପଡିଥିବା କାମକୁ ସଂପୁର୍ଣର୍ କରାଯିବ । ନଗଡାବାସୀଙ୍କ ଦିଆଯିବ ରୋଜଗାର ର ସୁଯୋଗ । ଜୀବନଧାରଣ ମାନରେ…

AOSCF ଧର୍ମଗଡ ତରଫରୁ ଏକ ମାନସିକ ଅନଗ୍ରସର ବୃଦ୍ଧା ଉଦ୍ଧାର

Posted by - June 17, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ତରଫରୁ ଉଦ୍ଧାର ହେଲେ ଜଣେ ମାନସିକ ଅନଗ୍ରସର ବୃଦ୍ଧା.ଗତକାଲି ବିଳମ୍ବିତ ରାତ୍ରିରେ କାସିବାହାଲ ଛକ ନିକଟରେ ଜଣେ…

ଯାଜପୁର ଟାଉନର ପୂର୍ବତନ ଥାନାଧିକାରୀ ବା ବର୍ତ୍ତମାନ ଜେନାପୁର ଥାନାର ଥାନାଧିକାରୀଙ୍କ ଅଦମ୍ୟ ବଦନ୍ୟତା

Posted by - August 30, 2020 0
ଯାଜପୁର ଅଫିସ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁସ୍ତୀରା, ବାଉଁଶ ଅଣ୍ଟା ଇତ୍ୟାଦି ଗ୍ରାମରେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଗତକାଲି ରାତିରେ ଜେନାପୁର ଥାନା…