Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସୁବର୍ଣ୍ଣପୁର ଠାରେ ତ୍ରିରଙ୍ଗା ଯାତ୍ରା

45 0

ସୋନପୁର :(ଅଜିତ କୁମାର ପୁଜାହାରୀ) ଆଜାଦିକି ଅମୃତ ମହୋତ୍ସବ ଅବସରରେ ଆଜି ସହରର ବାଲାଜୀ ମନ୍ଦିର ପରିସର ରୁ ତ୍ରିରଙ୍ଗା ଯାତ୍ରାର ଏକ ବିଶାଳ ପଟୁଆର ଯୁବନେତା ବଳଦେବ ପ୍ରସାଦ ବେଦବାକ ଙ୍କ ନେତୃତ୍ୱରେ ବାହାରି ସ୍ଥାନୀୟ ବ୍ଲକଛକ ସନ୍ନିକଟସ୍ଥ ବଜାର ସହ ନଗର ପରିକ୍ରମା କରିଥିଲେ। ଏହି ଯାତ୍ରାରେ ପ୍ରଥମେ ବାଲାଜୀ ଙ୍କୁ ଆଳତି ପ୍ରଦାନ କରି ଏହି ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଥିଲା।

ଏହିଯାତ୍ରା ସମୟରେ ଭାରତ ମାତାକି ଜୟ, ବନ୍ଦେ ମାତରଂ ଇତ୍ୟାଦି ଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଏଥିରେ କେନ୍ଦ୍ର ଯାଦବ ସମାଜର ସମ୍ପାଦକ ତଥା ବିଜେପି ନେତା ବଳରାମ ସିଂ ଯାଦବ, କେସରିୟା ହିନ୍ଦୁ ବାହିନୀ ର ସଭାପତି ଶ୍ରୀ ବ୍ୟାସଦେବ ମିଶ୍ର, ଜନସଂଖ୍ୟା ଫାଉଣ୍ଡେସନ ର ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର,ଵ ସୁରେଶ ମିଶ୍ର, ଗୌର ନାଏକ,ବାପି ଦାଶ, ଶ୍ରୀନିବାସ ମିଶ୍ର, ସୁରେଶ ପାତ୍ର, ଜିତେନ୍ଦ୍ର ମହାପାତ୍ର, କେଶବ ସାହୁ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

 

Related Post

ଆଇଆଇଏମ ସମ୍ବଲପୁର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

Posted by - September 24, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ସମ୍ବଲପୁର ର ସପ୍ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଚ୍ଚୁଆଲ ମାଧ୍ୟମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ…

ସମବାୟ ନିର୍ବାଚନ ଶାନ୍ତିଶୃଙ୍ଖଳାରେ କରିବାକୁ ଜିଲ୍ଲାସ୍ତରୀୟ ବୈଠକ , ନିୟମ ଅନୁଯାୟୀ ନିର୍ବାଚନ କରିବାକୁ ଅଧିକାରୀଙ୍କୁ ଜିଲାପାଳଙ୍କ ନିର୍ଦେଶ

Posted by - June 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲାରେ ସମବାୟ ସମିତି ଗୁଡିକରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରିବାକୁ ଏକ ଜିଲାସ୍ତରୀୟ ବୈଠକ ମଙ୍ଗଳବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ…

ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ବୃକ୍ଷରୋପଣ ଏବଂ ଡ଼ଃ ଶ୍ୟାମ ପ୍ରସାଦ ମୁଖାର୍ଜି ଜନ୍ମ ଜୟନ୍ତୀ ପ।ଳିତ

Posted by - July 7, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ନେହୁରୁ ଯୁବକେନ୍ଦ୍ର ଏବଂ ପ୍ରୋଜେକ୍ଟ ପୋଏଣ୍ଟ ଅନୁଷ୍ଠାନ ତରଫରୁ ଡ଼ଃ ଶ୍ୟାମ ପ୍ରସାଦ ମୁକାର୍ଜି ଙ୍କ…

ବିଜେପି ନେତାଙ୍କ ପରିବର୍ତ୍ତନ ଯାତ୍ରା

Posted by - April 15, 2022 0
ସୋନପୁର:(ଅଜିତ କୁମାର ପୂଜାରୀ ) ବିଜେପି ନେତା ବଳଦେବ ବେଦବାକ ତାଙ୍କର ସୁବର୍ଣ୍ଣପୁର ଜିଲ୍ଲା ପରିବର୍ତ୍ତନ ଯାତ୍ରା କରିଛନ୍ତି l ଏନେଇ ଆଜି ବିରାମହାରାଜପୁର ନିର୍ବାଚନ ମଣ୍ଡଳୀର…

ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ

Posted by - December 30, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାର ରବି 2021-22 ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ…