Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବେଆଇନ୍ ମଦ ଜବତ : ଜଣେ ଗିରଫ୍

110 0

ଭବାନିପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅବକାରି ବିଭାଗ ୪୦ ଲିଟର ବେଆଇନ ମଦ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି l ଅଭିଯୁକ୍ତ ଜଣକ ମାନିକେରା ପଞ୍ଚାୟତ ଅସରକୁପା ଗାଁ ର ମିନିକେତନ ଧାରୁଆ ବୋଲି ସୁଚନା ମିଲିଛି l

ଅଭିଯୁକ୍ତ ମିନିକେତନ ଚୋରା ମଦ ନେଇ ଯାଉଥିବା କୌଣସି ସୁତ୍ରରୁ ଖବର ପାଇ ମ.ରାମପୁର ଅବକାରି ବିଭାଗ ଅଧିକାରୀ ବିସ୍ଵେସର ରାଓ ,ସିଆରି ହରିଜନ ଓ ବିନୋଦିନି ମହାଲିଙ୍ଗ ପ୍ରମୁଖ ଚଢଉ କରି ଅଭିଯୁକ୍ତ କୁ ୪୦ ଲିଟର ବେଆଇନ ଚୋରା ମଦ ସହ ଗିରଫ କରିଥିଲେ ଏବଂ ମିନିକେତନ କୁ କୋର୍ଟ ଚାଲାଣ କରିଥିଲେ l

Related Post

ଖରାଦିନେ ମରୁଡି ଏବଂ ବର୍ଷାଦିନେ ଲଗାଣ ବର୍ଷା ଧୋଇରେ ଚାଷୀକୂଳ ସର୍ବସ୍ୱାନ୍ତ

Posted by - August 25, 2020 0
ଯାଜପୁର ଅଫିସ:ଯାଜପୁର ଜିଲ୍ଲାର ଧର୍ମଶାଳାରେ ପ୍ରତିବର୍ଷ ଖରାଦିନେ ମରୁଡି ଏବଂ ବର୍ଷାଦିନେ ଲଗାଣ ବର୍ଷାରେ ଧୋଇରେ ଚାଷୀକୂଳ ସର୍ବସ୍ୱାନ୍ତ ହୋଇ ପଡିଛନ୍ତି । ଗୋଟିଏ ପଟରେ ଜଳକର…

ଓଡ଼ିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - September 22, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁଙ୍କ ଅଧ୍ୟକ୍ଷତାରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭର୍ଚୁଅଲ ମୋଡ…

୨୦୦ ରୁ ଅଧିକ ଲୋକଙ୍କ ପଡିକାର୍ଡରେ ନାମ ଯୋଡିବା ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

Posted by - November 27, 2021 0
ଟିଟିଲାଗଡ 🙁 ସଞ୍ଜୟ କୁମାର ନାୟକ)କରୋନା ସମୟରେ ଗରିବ ରେଖା ତଳେ ଥିବା ଗରିବ, ଖଟିଖିଆ ,ଦିନ ମଜୁରିଆ ମାନଙ୍କ ପାଇଁ ସରକାର ଯୋଜନା ଉପରେ ଯୋଜନା…

କନଗାଁରେ ବେକରେ ଦଉଡି ଦେଇ ନାବାଳକର ଆତ୍ମହତ୍ୟ। ଅଭିଯୋଗ

Posted by - December 5, 2021 0
ପାଟଣାଗଡ:(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଥାନା ପଡିଆ ବାହାଲ ପଞ୍ଚାୟତ କନଗାଁରେ ଜଣେ ନାବାଳକର ଝୁଲନ୍ତ୍ର। ମୃତ ଦେହ ପୋଲିସ ଉଦ୍ଧାର କରିଛି। ସୂଚନା…

ଶିକ୍ଷକ ସତ୍ୟପାଳ ମିଶ୍ର ଓ ଜୟ କୃଷନ୍ ପ୍ରଧାନ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Posted by - June 1, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ହାଇ ସ୍କୁଲର ଜନ ପ୍ରିୟ ଶିକ୍ଷକ ସତ୍ୟପାଲ ମିଶ୍ର ଓ ଜୟ କୃଷ୍ଣ ପ୍ରଧାନ ଦୀର୍ଘ ୪୦…