ହାଇଲେଭେଲ କ୍ଲିୟରାନ୍ସ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ମିଳିଲା ମଂଜୁରୀ। ରାଜ୍ୟରେ ନିବେଶ ହେବ ୭୪ ହଜାର ୬୨୦ କୋଟି ଟଙ୍କା। ପ୍ରକଳ୍ପଗୁଡ଼ିକରେ ନିଯୁକ୍ତି ପାଇବେ ୨୪,୦୪୭ ଜଣ

21 0

Related Post