Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କେଶଲି ଭାଷାର ହକ ଦାବୀ ନେଇ ଦିଲ୍ଲିର ଜନ୍ତରମନ୍ତର ଠାରେ ଧାରଣା ଦେଲେ କୋଶଲୀ ଭାଷା ପ୍ରେମୀ

39 0

ସମ୍ବଲପୁର/ବରଗଡ/ଅତାବିରା:(ରମାକାନ୍ତ ବିଶ୍ଵାଳ)ଅଣ ସ୍ୱିକୃତ ଭାଷାମାନଙ୍କ ସାମ୍ବିଧାନିକ ମାନ୍ୟତା ଦାବୀରେ କ୍ଲିଅର ତରଫରୁ ଦିଲ୍ଲିର ଜନ୍ତରମନ୍ତର ଠାରେ କୋଶଲୀ ଭାଷା ର କର୍ମିମାନଙ୍କ ଦ୍ୱାରା ଏକ ଧାରଣା ଦିଆଯାଇଛି ।

ଏହି ଧାରଣାରେ କୋଶଲୀ,ଅଙ୍ଗିକା ,ବଜ୍ଜିକା,ମଗହି,ଭୋଜପୁରୀ,ବାଗୁଡୁ,ରାଜସ୍ଥାନୀ,ହୋ ମୁଣ୍ଡାରୀ ,କୋଡବା ଆଦି ଅଣସ୍ୱୀକୃତ ଭାଷାର ଶତାଧିକ ଭାଷାକର୍ମୀମାନେ ସାମିଲ ହୋଇଥିବାବେଲେ ଓଡିଶାର କୋଶଲୀ ଭାଷାପାଇଁ ମଧ୍ୟ ଶହଶହ ସଂଖ୍ୟକ ଭାଷାପ୍ରେମୀ ଓ କୋଶଲୀ ଅନୁଷ୍ଠାନ ଯୋଗଦେଇ ଭାଷାକୁ ଅଷ୍ଟମ ସୁଚୀରେ ସାମିଲ କରିବାକୁ ଧାରଣା ଦେଇ ଦାବୀ କରିଛନ୍ତି ।

କୋଶଲି ଭାଷା ତରଫରୁ ଦିଲିପ ପଶାୟତ,ଲାଲଚନ ବଗର୍ତ୍ତୀ,ରଣଜିତ ସିଂ ମହାରଥା ଯୋଗଦେଇ କହିଛନ୍ତି ଯେ କୋଶଲୀ ଭାଷାଠାରୁ କମ୍ ବ୍ୟବହୃତ ବୋଡୋ ଓ ଡୋଗରୀ ପରି ଭାଷା ଯଦି ଅଷ୍ଟମି ସୁଚୀରେ ସାମିଲ ହୋଇସାରିଛି ତେବେ କୋଶଲୀ କାହିଁକି ନ ହେବ ।ଏହି ଧାରଣାରେ ବିଭିନ୍ନ ଭାଷାପାଇଁ ଭାଷାର ପ୍ରତିନିଧିମାନେ ଯୋଗ ଦେଇଥିବାବେଲେ ଧାରଣାକୁ କ୍ଲିଅର ର ରାଷ୍ଟ୍ରୀୟ ସଂଯୋଜକ ସାକେତ ଶ୍ରୀଭୁଷଣ ସାହୁ ପରିଚାଲନା କରିଥିଲେ । ଅନୁଷ୍ଠାନର ସଭାପତି ଡଃ ଜୋଗା ସିଂ,ସାଧାରଣ ସମ୍ପାଦକ ସେନ୍ଥିଲ ନାଥନଙ୍କ ସହ ଅନ୍ୟ ସଭ୍ୟ ମାନେ ଏଥିରେ ଉପସ୍ଥିତ ଥିଲେ ।ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ପ୍ରସଙ୍ଗକୁ ମଧ୍ୟ ଏଠାରେ ଉତଥାପିତ କରାଯାଇଥିଲା ।

Related Post

ଛତ୍ରପଡ଼ା ରେ ରାଜସ୍ୱ ମନ୍ତ୍ରୀ ଙ୍କୁ ଏକ ନାଗରିକ ମଞ୍ଚ ରେ ଭବ୍ୟ ସମ୍ବର୍ଦ୍ଧନା 

Posted by - June 25, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରିଥିବା ରୁ ଧନ୍ୟବାଦ ଜଣାଇଛନ୍ତି ବିଂଝାରପୁର ବାସୀ।…

ଶିଶୁ ନିର୍ଯାତନା,ଶିଶୁ ଅଧିକାର ଓ ଯୌନ ନିର୍ଯାତନା ସମ୍ପର୍କରେ ସଚେତନତା ତାଲିମ କାର୍ଯ୍ୟକ୍ରମ

Posted by - December 22, 2021 0
ବାଲିଆପାଳ:ଶିଶୁ ଯୌନ ନିର୍ଯାତନା,ଶିଶୁ ଅଧିକାର ଓ ସୁରକ୍ଷା ଉପରେ ସଚେତନତା ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ବାସ ସ୍ୱେଚ୍ଛାସେବୀ…

ଯାଜପୁର କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ବଣ୍ଟନ

Posted by - May 20, 2020 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ -୧୬ ର ସଠିପୁର ନିକଟରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଶୁଖିଲା…

ବଜ୍ରପାତରେ ୩ ମୄତ

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜୁଯୋମୁରା ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ କୁଶାମୁରା ବଡମାଲ ଠାରେ ବଜ୍ରାପାତରେ ୩ ଜଣକ ମୄତ ହୋଇଛନ୍ତି । ସୂଚନା ଅନୁସାରେ ଛାମୁଣ୍ଡା…

ବଡ଼ମାଳ ଗୋଳାବାରୁଦ କାରଖାନାରେ ଗୋଳାବାରୁଦ ଉତ୍ପାଦନ ପ୍ରକ୍ରିୟା ପ୍ରଦର୍ଶନ ଆରମ୍ଭ

Posted by - December 14, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଭାରତରେ ୭୫ ତମ ସ୍ବାଧୀନତା ଦିବସ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପାଳିତ ହେବାକୁ ଯାଉଥିବା ବେଳେ ଏହି ଅବସରରେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ…