ଗୋଟିଏ ବୃକ୍ଷ କୋଟିଏ ଜୀବନ ବିଜୁ ଜନତାଦଳ ପକ୍ଷରୁ ବୃକ୍ଷରୋପଣ

60 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ବିଜୁ ଜନତା ଦଳ ୨୫ତମ ବର୍ଷ ପ୍ରୁର୍ତି ଉପଲକ୍ଷେ ବିଜୁ ଯୁବ ଜନତାଦଳ ସମ୍ବଲପୁର ମହାନଗର ତରଫରୁ ସଭାପତି ନିଶାନ୍ତ ବହିଦାରଙ୍କ ନେତୃତ୍ୱରେ ସ୍ଥାନୀୟ ସମଲେଶ୍ବରୀ କଲେଜ ପ୍ରାଙ୍ଗଣରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି । ଵୃକ୍ଷ ରୋପଣ ସହିତ ମଣିଷ ଜୀବନ ପାଇଁ ଗଛର ଆବଶ୍ୟକତା ବିଷୟରେ ଲୋକଙ୍କୁ ସଚେତନ କରେଇ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଓ ଯୁବ ବିଜେଡ଼ି ସଭାପତି ଲଷ୍ମୀ ମହାପାତ୍ର, ରାଜ୍ୟ ଯୁବ ସମ୍ପାଦକ ସତୀଶ ବିଶି, ରାଜ୍ୟ ଯୁବ ସମ୍ପାଦକ ହୀରାଲାଲ ବେହେରା, ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ମନୋଜ ମହାପାତ୍ର, ଜୋନ ସଭାପତି ଦେବାଶିଷ ପରିଡା, ଜିଲ୍ଲା ବିଜେଡି ସମ୍ପାଦକ ଦେବାଶିଷ ନନ୍ଦ,ରମାକାନ୍ତ ସାହୁ, ଜିଲ୍ଲା ସମ୍ପାଦକ ଆର ଏ ଶିବକୁମାର,ଆଇଟି କର୍ଡ଼ିଂନେଟର ଚିତ୍ତରଞ୍ଜନ ରାଉଳ ତରଣୀ ସେନ ଚାନ୍ଦ, ଅଶୋକ ସାମଲ,ଜିଲ୍ଲା ଯୁବ ଉପସଭାପତି ଅମିତାଵ ପରିଡା, ଜିଲ୍ଲା ଯୁବ ସମ୍ପାଦକ ମହେଶ ଶର୍ମା, ଜିଲ୍ଲା ଯୁବ ସମ୍ପାଦକ ତଥା ବିଜୁ ସ୍ମୃତି କମିଟି ଆଭାହକ ପ୍ରଶାନ୍ତ ଥାପା,ସରୋଜ ମହାରଣା,ବରିଷ୍ଠ ନେତା ଭୀମ ସାହୁ ଓ ଏମ ଡ଼ି ସନାଉଲ୍ଲା,ବିଜୁ ସ୍ମୃତି କମିଟିର ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ,ଏମ ଡ଼ି ହଲିମ,ଅନୁପ ମୋଦକ, ମନୋଜ ନାଥ, ଛାତ୍ର ସଭାପତି ସତ୍ୟଜିତ ମହାପାତ୍ର,ରାଜ୍ୟ ବିଜେଡି ମହିଳା ସମ୍ପାଦକ କଳ୍ପନା ମିଶ୍ର, ଉଷା ପ୍ରଧାନ, ଜିଲ୍ଲା ସମ୍ପାଦିକା ସୁରେଖା ସାହୁ,ଜୋସନା ପ୍ରଧାନ,ବୃନ୍ଦା କଟା, ନିଳିମା ନାଏକ,ସୁସ୍ମିତା ଦୀପ, ମୁଂନି ବେଗମ, ତ୍ରିବେଣି ପଣ୍ଡା,ରାକେଶ ବେହେରା, କୁନାଲ ବଗ, ପିଣ୍ଟୁ ସାହୁ, ମାନସ ସେଠ,ରାଜେଶ କର,ମଞ୍ଜୁ ଓରାମ,ସୁମନ୍ତ ପଣ୍ଡା,ଶଙ୍କର ମେହେର,ଦିନ ଜେନା ପ୍ରମୁଖ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ !

Related Post

ବିଜୁ ପକ୍କାଘର ଯୋଜନାରେ ଘର ମରାମତି ପାଈଁ ସହାୟତା ପ୍ରଦାନ

Posted by - January 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗତ କାଲି ଓଡିଶା ର ୩୧ ଲକ୍ଷ୍ୟ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ…

ରଘୁନାଥପୁରରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

Posted by - October 2, 2019 33
ଭୁବନେଶ୍ୱର ବ୍ଲକ ଅଧିନସ୍ଥ ରଘୁନାଥପୁର ଗ୍ରାମ ପଂଚାୟତ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ।ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପବିତ୍ର…

ଆଗାମୀ ପିଢିର ଦାୟିତ୍ଵ ହେଉ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା

Posted by - March 10, 2022 0
ଆମ୍ବାଦଳା:(ରମାକାନ୍ତ ପଡାଲ)ଅବୈତନିକ ଜିଲ୍ଲା ବନ୍ୟପ୍ରାଣୀ ତତ୍ୱା ବଧାରକ ଗୌରାଙ୍ଗ ଚରଣ ରାଉତଙ୍କ ନିଜସ୍ଵ ଉଦ୍ୟମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।…

କୁଇକେଡା ଗ୍ରାମ ପଞ୍ଚାୟତ ବାସିନ୍ଦା ୨୦୨୧ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପ୍ରଦାନ ଦାବି ନେଇ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

Posted by - July 20, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସଇଁତଳା ବ୍ଲକ କୁଇକେଡ଼ା ଗ୍ରାମର ସରପଞ୍ଚ ଯୁଗଲାଲ ମାଝିଙ୍କ ନେତୃତ୍ଵରେ ଗ୍ରାମ ପଞ୍ଚାୟତର ବହୁତ ଚାଷୀ ଏକତ୍ରିତ ହୋଇ ୨୦୨୧ ମସିହାରେ…