Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ନେହେରୁ ଯୁବ କେନ୍ଦ୍ରର ସ୍ୱଚ୍ଛତା ପକ୍ଷ ଉଦଘାଟିତ

89 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଆଇଟିସିଟି କମ୍ପ୍ୟୁଟର ତାଲିମ କେନ୍ଦ୍ରରେ ସୋମବାର ଦିନ ସ୍ୱଚ୍ଛତା ପକ୍ଷ ଉଦଘାଟିତ ହୋଇଯାଇଛି । ଏହି ତାଲିମ କେନ୍ଦ୍ରର ସହ ନିର୍ଦ୍ଦେଶକ ଅର୍ଚ୍ଚନା ମୟୀ ସାମଲ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ କରଞ୍ଜକଟା ସମବାୟ ସମିତିର ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଆଇଟି ପ୍ରଶିକ୍ଷକ ସନ୍ତୋଷ କୁମାର ସେଠୀ , ଅରୁଣ କୁମାର ବେହେରା ଯୋଗ ଦେଇଥିଲେ କାର୍ଯ୍ୟକ୍ରମରେ ପ୍ରଥମେ ନିଜେ ଓ ନିଜର ଚତୁଃପାର୍ଶ୍ୱକୁ ସଫା ସୁତୁରା ରଖି ନିରୋଗ ରହିବା ପାଇଁ ଶପଥ ପାଠ ହୋଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ଆଜାଦୀର ଅମୃତ ମହୋତ୍ସବ ଅବସରରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହା ସହିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶେଷରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ବିବେକାନନ୍ଦଙ୍କ ମୋମେଣ୍ଟ ଦେଇ ପୁରସ୍କୃତ କରାଯାଇଥିଲା । ନେହରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ସୁପ୍ରିୟା ଦେହୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଧିର ଦୀପ ସଭା ପରିଚାଳନା କରିଥିଲେ । ମନୋଜ ଭୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି ଶିବିର

Posted by - September 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଳକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର…

ବିଶ୍ଵ ଓଡ଼ିଶା ସମାଜ ପକ୍ଷରୁ ଦୁଶ୍ଚିନ୍ତା ନିବାରଣ ୱେବିନାର ଆୟୋଜନ

Posted by - June 22, 2021 0
କାନବେରା/କାଲିଫର୍ଣିଆ /ବ୍ରିସବେନ/ନୂଆଦିଲ୍ଲୀ/ଭୁବନେଶ୍ୱର/କଟକ/ଯାଜପୁର:(ସ୍ନେହାଂଶୁ ଶେଖର ମହାନ୍ତି) ତା.୨୨.୬ କୋଭିଡ ମହାମାରୀ କୁ ପରାଜିତ କରିବାକୁ ହେଲେ ମାନବ ସମାଜକୁ ସୁସ୍ଥ, ସନ୍ତୁଷ୍ଟ ଏବଂ ସତେଜ ରହିବା ପାଇଁ ସଂକଳ୍ପବଦ୍ଧ…

SMC ସଫେଇ କର୍ମଚାରୀ ଙ୍କ ବିକ୍ଷୋଭ

Posted by - December 29, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଗର ନିଗମରେ ଦୀର୍ଘ ବର୍ଷ ଧରି କାମ କରି ଆସୁଥିବା ସଫେଇ କର୍ମଚାରୀ ମାନେ ଆଜି ନିଜ ହକ ଦାବୀ ପୂରଣ ପାଇଁ…

ଖପ୍ରାଖୋଲ ରେ ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

Posted by - April 16, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ଠାରେ ମେଡିକାଲ ଅଫିସର ଡାକ୍ତର ସୁରଜ କୁମାର ଦୀପ ଙ୍କ ଅଧ୍ୟକ୍ଷତାରେ ଆଗାମୀ…

ଅବକାରୀ ଓ ପୋଲିସ ଦ୍ୱାରା ଦେଶୀ ମଦ ଓ ପୋଛା ମହୁଲ ନଷ୍ଟ

Posted by - March 17, 2022 0
ମାଥିଲି: ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଂଚଳ ର ବିଭିନ୍ନ ସ୍ଥାନରେ ଛଡାଉ କରିଥିବା ବେଳେ କଂଦଗୁଡା ଗ୍ରାମ ନିକଟରେ ଥିବା ନଦୀ ନିକଟରେ ଚାରି ହଜାର…