ଦୁଷ୍ମମ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

84 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ମହୁଲପାଲି ଥାନା ଜୟପୁରଗଡର ୧୬ ବର୍ଷିୟା ନାବାଳିକା କୁ ଦୁଷ୍କମ ଘଟଣାରେ ଅଭିଯୁକ୍ତ ସମିର କାଲୋ କୁ ୨୦ ବର୍ଷ ଜେଲ କାରା ଦଣ୍ତ। ଏହା ସହ ୫୦ହଜାର ଟଙ୍କା ଜରିମାନା ।  ଯଦି ଟଙ୍କା ନ ଦେଲେ କାରାଦଣ୍ତ ବର୍ଷେ ବୃଦ୍ଦି ପାଇବ । ଏନେଇ ଆଜି ସମ୍ବଲପୁର ମାନ୍ୟବର ଫାଷ୍ଟ ଟେକ କୋଟରେ ଶୁଣାଣୀ କରିଛି ।

୨୦୨୦ ମେ ୧୦ ତାରିଖ ଜୟପୁରଗଡ ୧୬ ନାବାଳିକା କୁ ସମିର କାଲୋ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କମ କରିଥିଲେ । ନାବାଳିକା ୬ ମାସର ଗଭବତୀ ଥିଲେ । ଘଟଣାରେ ଅଭିଯୁକ୍ତ ଗିରଫ ହୋଇ ଜେଲରେ ସଜା କାଟୁଛନ୍ତି । ତେଵେ ରାଜ୍ୟ ସରକାର ପକ୍ଷରୁ ନାବାଳିକା କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।

 

Related Post

ଦରକାର ନାହିଁ ପାର୍ଟି ଦରକାର ଅଛି ମାଟି

Posted by - November 18, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ବର ଜିଲ୍ଲା ବାଲିଆପାଳ ଠାରେ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବନ୍ଦର ହଟାଅ ଭିଟାମାଟି ବଞ୍ଚାଅ ଦାବିନେଇ ଜମ୍ଭୀରାଇ ପଞ୍ଚାୟତ ର ଦ୍ବାରିକା ହାଟ ଠାରୁ…

ଛେଳି ଚୋରଙ୍କୁ ଦଣ୍ଡ ଦେଲା କଙ୍ଗାରୁ କୋର୍ଟ

Posted by - February 27, 2020 31
ମୟୁରଭଞ:28/02 (ସୀତାରାମ ଦୀକ୍ଷିତ) ଖରା ଆରମ୍ଭ ହେଉଣୁ କଙ୍ଗାରୁ କୋର୍ଟର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟତଃ ପ୍ରତିବର୍ଷ ଏହି ସମୟରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଙ୍ଗାରୁ କୋର୍ଟ ପ୍ରଭାବ…

ପେଟ୍ରୋଲ ଓ ଡିଜେଲ ଦରଦାମ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ

Posted by - June 11, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା କଂଗ୍ରେସ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଡ଼ିଜେଲ ଦରଦାମ ବୃଦ୍ଧି ନେଇ ଆଜି ଜିଲ୍ଲା ସଦର ମହକୁମା ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ…

ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କୁ ଖୋଜୁଛନ୍ତି ଟିଟିଲାଗଡ଼ର ଉଠା ଦୋକାନୀ

Posted by - July 28, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ଦିନକୁ ଦିନ ଜନ ସଂଖ୍ୟା ବଢିବା ସହ ଦୋକାନ ବଜାର ମଧ୍ୟ ବୃଦ୍ଧି ପାଇଛି। ନିଜର ଏବଂ ପରିବାରର…

ଯୋଡ଼ାର ମୌଳିକ ସୁବିଧା ନିମନ୍ତେ ବଶିଷ୍ଠ ନାଗରିକ ମଞ୍ଚ ତରଫରୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ଧାରଣା

Posted by - June 1, 2020 0
ବଡ଼ବିଲ :(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲାରେ ରତ୍ନଗର୍ଭା ଯୋଡ଼ା ସହର କାନ୍ଦେ ଆଜି କଇଁ କଇଁ । ସତେଯେମିତି ତା ଲୁହ ପୋଛିବା ପାଇଁ ତା ସୁନା ପୁଅ…