ଯୁବକଂଗ୍ରେସ ର ମୋଦି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

75 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କେନ୍ଦ୍ରରେ ମୋଦି ସରକାର ଇଡି କୁ ଆକ୍ରୋଶ ମୂଳକ ଭାବରେ କଂଗ୍ରେସ ବିରୋଧରେ ବ୍ୟବହାର କରୁଛି ବୋଳି ସମ୍ବଲପୁର ଯୁବକଂଗ୍ରେସ କମିଟି ତରଫରୁ ଅଭିଯୋଗ କରାଯାଇଛି । ତେବେ ମୋଦି ସରକାର ର ଏପରି କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନ କରୁଥିବା ରାହୁଲ ଗାନ୍ଧୀ ଓ ଯୁବକଂଗ୍ରେସ ର ଜାତୀୟ ସଭାପତି ବିଭି ଶ୍ରୀନିବାସ ଙ୍କୁ ଯେପରି ଭାବରେ ଗିରଫ କରାଗଲା ତାହାକୁ ବିରୋଧ କରିଛି ସମ୍ବଲପୁର ଯୁବକଂଗ୍ରେସ ।

ସଂଧ୍ୟାରେ ସହରର ଗୋଲବଜାର ଛକ ଠାରେ ଏନେଇ ସମ୍ବଲପୁର ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ଲାବନ ବହିଦାର ଙ୍କ ନେତୃତ୍ବରେ ଯୁବକଂଗ୍ରେସ ସଭ୍ୟ ମାନେ ବିକ୍ଷୋଭ ପଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୄହ ମନ୍ତ୍ରୀ ଅମିତ ସାହା ଙ୍କ ଫଟୋଚିତ୍ର କୁ ପୋଡି ଦୄଢ ପ୍ରତିବାଦ କରିଥିଲେ । ଏଥିରେ ରାଜ୍ୟ ଯୁବକଂଗ୍ରେସ ସାଧାରଣ ସଂପାଦକ ଆଶୁତୋଷ ସ୍ୱାଇଁ ଙ୍କ ସମେତ ଯୁବକଂଗ୍ରେସ ର ବହୁ ସକ୍ରିୟ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ ।

Related Post

ବିଜେପି ର ନିର୍ବାନଚୀ ରାଲି ଉପରେ ଆକ୍ରମଣ

Posted by - April 13, 2019 0
ଭୁବନେଶ୍ବର:୧୨/୦୪ ଭୁବନେଶ୍ୱର ୟୁନିଟ୍-୮ସ୍ଥିତ କ୍ଲବ ପାଖରେ ବିଜେପି ଶୁକ୍ରବାର ନିର୍ବାଚନୀ ରାଲି କରୁଥିବା ବେଳେ ଦଳର କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରାଯାଇଛି।ଏଥି ସହିତ ସେମାନଙ୍କ…

ତୈଳ ଓ ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ହରତାଳ, ବାଣପୁର ବ୍ଲକ ଆଗରେ ଧାରଣା

Posted by - July 16, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସାମନ୍ତରା) ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ହରତାଳ ଦେଖିବାକୁ ମିଳିଥିଲା ଏଥିରେ ପୂର୍ବତନ ମନ୍ତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ସଭାପତି ଏବଂ…

ନବମ ଦିନ ୯ ନମ୍ବର ଜୋନ ରେ ଜନ ଜାଗରଣ ଅଭିଯାନରେ ବୌଦ୍ଧ ଜିଲ୍ଲା କଂଗ୍ରେସ

Posted by - November 30, 2021 0
ବୌଦ୍ଧ : (ସମରେଶ ମିଶ୍ର) ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନ ଜୀବି ଶ୍ରୀ ନବ କୁମାର ମିଶ୍ର ଙ୍କ ନେତୃତ୍ୱରେ ସହସ୍ରାଧିକ କର୍ମକର୍ତ୍ତା ଙ୍କ…

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସମ୍ପାଦିକା ସିମନ୍ତିନୀ ଜେନା ବଡଚଣା ରେ ନିର୍ବାଚନ ଲଢିବେ

Posted by - March 25, 2019 42
ଭୁବନେଶ୍ବର :୨୫ /୦୩ /୧୯ ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଛି । ଫଳରେ ପୁରୁଣା ବିଜେପି କର୍ମୀ ଏହାକୁ…

ବସ୍ତା ବ୍ଲକ ଅଞ୍ଚଳରେ କଂଗ୍ରେସର ପ୍ରଚର ଜୋରଦାର

Posted by - February 12, 2022 0
ବସ୍ତା:ବସ୍ତା ରେ ପ୍ରଚାର ମଇଦାନ ସରଗରମ ହୋଇଛି। କଂଗ୍ରେସର ପ୍ରଚାର ଜୋର ହୋଇଛି ବିଭିନ୍ନ ଜୋନ୍ ଗସ୍ତ କରିଛନ୍ତି ଦଳର ମଙ୍ଗୁଆଳ ତଥା ସାଂସଦ ପ୍ରାର୍ଥୀ ନବଜ୍ୟୋତି…