Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ବୃକ୍ଷରୋପଣ

76 0

ଭବାନିପାଟଣା:(ସୂରଜ ପ୍ରକାଶ ଜୈନ)ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ କଳାହାଣ୍ଡି ଜିଲ୍ଲାର ଆଦର୍ଶ ପଞ୍ଚାୟତ ଶଗଡା ଅନ୍ତର୍ଗତ ନାଗଝରୀ ବିଦ୍ୟାଳୟ ଠାରେ ଆଜି ବୃକ୍ଷରୋପଣ କରାଯାଇଛି ।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାକୁଡ, ଯୁବନେତା ଦିନେଶ ବଗର୍ତୀ, ରବିଚନ୍ଦ୍ର ନାଏକ, ସେନାପତି ନାଏକ, ମୋହନ ଗହୀର, ଦୁଷ୍ମନ୍ତ ମାଝୀ, ପଞ୍ଚାୟତ ସଭାପତି ଶୁକ୍ରୁ ନାଏକ, ଜିତେନ୍ଦ୍ର ମାଝୀ, ସଞ୍ଜୟ ନାଏକ, ବିଜୟ ମାଝି, ଘନ ମାଝୀ, କାନ୍ତ ଦଳପତି, ଖଗେ ନାଏକ ପ୍ରମୁଖ ଯୋଗଦେଇଥିଲେ । ଭର୍ଚୁଆଲ ମାଧ୍ୟମରେ ରାଜସଭା ସାଂସଦ ସୁଜିତ କୁମାର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

Related Post

ବିଜେପି କର୍ମି ପିଣ୍ଟୁ ଓରାମ ଙ୍କୁ ମରଣାନ୍ତକ ଆକ୍ରମଣ

Posted by - May 24, 2022 0
ସମ୍ବଲପୁର:(ରମାକାନ୍ତ ବିଶାଳ)ସମ୍ବଲପୁର ଧନକଉଡା ବ୍ଳକ ଅଫିସ ଛକ ନିକଟରେ ବିଜେପି କର୍ମି ପିଣ୍ଟୁ ଓରାମ ଙ୍କୁ ମରଣାନ୍ତକ ଆକ୍ରମଣ । ଆଜି ସ୍ୱଷ୍ଠ ଦିବାଳୋକରେ ପିଣ୍ଟୁ ଙ୍କୁ…

ପାଟକୁରା ନିର୍ବାଚନ :ବିଜେଡିର ବାଜିମାତ,ବିଜୟ ମହାପାତ୍ର ଏବେ କରିବେ କଣ?

Posted by - July 25, 2019 0
ଭୁବନେଶ୍ୱର :ପ୍ରଶ୍ନ ଉଠୁଛି ବିଜୟ କରିବେ କଣ । କଣ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲାଗିଯିବ । କଣ ବିଜୟ ମହାପାତ୍ର ରାଜନୀତିରୁ…

ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ କଳା ପତାକା ପ୍ରଦର୍ଶନ

Posted by - November 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ନିଜ ଜିଲ୍ଲା ଭିତରେ ବହୁ…

କଂଗ୍ରେସ ର ପ୍ରତିଷ୍ଠା ଦିବସରେ ଅସହାୟ ଙ୍କୁ କମ୍ବଳ ବଣ୍ଟନ

Posted by - December 29, 2021 0
ବୌଦ୍ଧ :(ସମରେଶ ମିଶ୍ର )ଭାରତୀୟ ଜାତୀୟ କଂଗ୍ରେସ ର ପ୍ରତିଷ୍ଠା ଦିବସରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ନବ କୁମାର ମିଶ୍ର ଙ୍କ ପରାମର୍ଶ…

ଗଣତନ୍ତ୍ର ର ହତ୍ୟା, ଲୋକ ପ୍ରତିନିଧି ଙ୍କୁ ଅଣଦେଖା, ଅମଲାତନ୍ତ୍ର କୁ ପ୍ରୋତ୍ସାହନ:- ସମ୍ବଲପୁର ବିଜେପି ଯୁବମୋର୍ଚ୍ଚା

Posted by - August 27, 2022 0
ସମ୍ବଲପୁର:୨୬/୦୮ (ରମାକାନ୍ତ ବିଶ୍ବାଳ)ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ.ପଣ୍ଡିଆନ ସମ୍ବଲପୁର ଗସ୍ତରେ ଆସିଥିଲେ । ସମଲେଶ୍ବରୀ ଯୋଜନା ଅଞ୍ଚଳ ପରିଦର୍ଶନ…