ହରିହର ପ୍ରାଙ୍ଗଣରେ ସାପ୍ତାହିକ ସୋମବାର ହାଟ ଉଦଘାଟିତ

72 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ପଞ୍ଚାୟତ ହରେକୃଷ୍ଣ ପୁର ହରିହର ମହାଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ଥର ପାଇଁ ସୋମବାର ସାପ୍ତାହିକ ହାଟ ଗତକାଲି ଉଦଘାଟିତ ହୋଇଯାଇଛି!

ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର ହାଟକୁ ଉଦ୍ଘାଟନ କରିଥିବା ବେଳେ ସରପଞ୍ଚ କଲ୍ୟାଣ ପ୍ରଧାନ, ହରେକୃଷ୍ଣ ପୁର ଗ୍ରାମ୍ୟ ସଭାପତି ଉମାକାନ୍ତ ପ୍ରଧାନ, ସମ୍ପାଦକ ଘନଶ୍ୟାମ ବାରିକ, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ବିଶି, ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହିଥିଲେ!

ଶ୍ରୀଯୁକ୍ତ ମିଶ୍ର ହାଟକୁ ଆସିଥିବା ବ୍ୟବସlୟୀ ଓ ଗ୍ରାହକ ମାନଙ୍କ ମଧ୍ୟରେ ସୁସମ୍ପର୍କ ରକ୍ଷା କରିବା, ହାଟ ର ଉନ୍ନତି ପାଇଁ ଆଗକୁ ସ୍ଥାୟୀ ଗୃହ, ଗ୍ରାହକ ଓ ବ୍ୟବସାୟୀ ମାନଙ୍କୁ ପାନୀୟ ଜଳ ସୁବିଧା ଆଦି ଉପରେ ଉପସ୍ଥାପନା କରିଥିଲେ!

Related Post

ଯାଜପୁର ଜିଲାସ୍କୁଲ ପରିସରରେ କାଳିଦାସଙ୍କ ଜୟନ୍ତୀ ପାଳିତ ।

Posted by - November 28, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲାସ୍କୁଲ ପରିସରରେ କୋଭିଡ ନିୟମ ପାଳନ କରି କାଳିଦାସ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ,ଯାଜପୁର ଜିଲା ମାଧ୍ୟମିକ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ପଣ୍ଡିତ ଭୁପତି ଭୁଷଣ ମିଶ୍ର ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ କାଳିଦାସଙ୍କ ପାଣ୍ଡିତ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସଂସ୍କୃତ ଭାଷାରେ ରହିଥିବା ଦକ୍ଷତାକୁ ଉପସ୍ଥିତ ଅତିଥି ମାନେ ପ୍ରଶଂସା କରିଥିଲେ ।

ପ୍ରଦ୍ୟୁମ୍ନ ସାହୁ ଇନଟାକ୍ ସୋନପୁରର ନୂତନ ଆବାହକ

Posted by - March 16, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ସ୍ତରରେ ସମର୍ପିତ ଅନୁଷ୍ଠାନ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍ ବା ଇନଟାକର ସୋନପୁର…

ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଜିଲ୍ଲା ପାଳଙ୍କୁ ଦାବିପତ୍ର

Posted by - September 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଆଜି ସକାଳ ପ୍ରାୟ 9ଟାରେ ଓଡିଶା ଡ୍ରାଇଭର ମହାସଂଘ ବୌଦ୍ଧ ଶାଖା ତରଫରୁ ବିଭିନ୍ନ ଦାବି ନେଇ ହଜାର ସଂଖ୍ୟକ ଡ୍ରାଇଭର ବ୍ରିଜ଼ ଛକ ଠାରୁ…

ରେଳ ଧାରଣା ବନ୍ଧ ତଳୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

Posted by - August 5, 2021 0
ଉତ୍ତରଭୁବନେଶ୍ଵର:(ସନ୍ତୋଷ ରାଉତ )ନନ୍ଦନକାନନ ଥାନା ଅନ୍ତର୍ଗତ ଦାଢ଼ା ଗ୍ରାମ ନିକଟ ରେଳ ଧାରଣା ବନ୍ଧ ତଳୁ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ…

ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବ

Posted by - June 4, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ…