ଘର ପଟ୍ଟା ଯୋଗାଇ ଦେବା ସକାଶେ ଅତାବିରା ତହସିଲଦାରଙ୍କୁ ଦାବୀପତ୍ର ଦେଲେ ଭାଲୁପାଲି ହରିଜନ ପଡାବାସି

129 0

ସମ୍ବଲପୁର/ବରଗଡ/ଅତାବିରା:(ରମାକାନ୍ତ ବିଶ୍ବାଳ)ସରକାରି ସୁବିଧାରୁ ବଞ୍ଚିତ ରହି ଅତି ଦୟନିୟ ଭାବେ ଜୀବନ ଯାପନ କରୁଥିବା ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନସ୍ଥ ଭାଲୁପାଲି ହରିଜନ ପଡାବାସି ଆଜି ନିଜ ପଡାର ଦସ୍ତଖତ କରାଇ ଘର ପଟ୍ଟା ଯୋଗାଇ ଦେବାକୁ ଅତାବିରା ତହସିଲଦାର ଙ୍କ ନିକଟକୁ ଆସି ଅପରାହ୍ନ ସାଢେ ୪ ଟା ସମୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଦୀର୍ଘ ୧୦୦ ବର୍ଷ ଆଗରୁ ଉକ୍ତ ଜାଗାରେ ବସବାସ କରୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅନେକ ସରକାରି ସୁବିଧା ସହ ଘର ଖଣ୍ଡିଏ ମଧ୍ୟ ମିଲିପାରିନ ଥିବାରୁ ସେମାନେ ଅତ୍ୟନ୍ତ ଦୁଖ ପ୍ରକାଶ କରିବା ସହ ସାମୁହିକ ଭାବେ ପ୍ରଥମ ଥର ପାଇଁ ଏକ ଦାବୀପତ୍ର ମାଧ୍ୟମରେ ଅତାବିରା ପ୍ରସାଶନ ତଥା ତହସିଲଦାର ମହୋଦୟଙ୍କୁ ନିବେଦନ କରିଛନ୍ତି ।
ଦାବୀପତ୍ର ପ୍ରଦାନ ସମୟରେ ଭାଲୁପାଲି ହରିଜନ ପଡାର ବାସିନ୍ଦା ସୁଶାନ୍ତ ବାଗ,ବାବଲୁ ମହାନନ୍ଦ,କାହ୍ନୁ ସୁନା,ସୁବାଷ ଭୋସାଗର,ସୁର୍ଯ୍ୟଭାନୁ ଜଗଦଲ୍ଲା ଭୁକାଲୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ସୁଶାନ୍ତ ପରିବାରଙ୍କୁ ସରକାରୀ ଯୋଜନା ସାତ ସପନ,ଘର ନାହିଁ କି ରାସନ କାର୍ଡ ନାହିଁ

Posted by - January 6, 2022 0
ବୌଦ୍ଧ: (ଚିତରଞ୍ଜନ ସିଂ) ସରକାରଙ୍କ ଯୋଜନା ଉପରେ ଯୋଜନା, ମାଲ ମାଲ ଯୋଜନା ଥିଲେ ମଧ୍ୟ ସବୁ ଯେମିତି ଫେଲ ମାରିଥିବା ଭଳି ଦୃଶ୍ୟ ଦେଖିବା କୁ…

ଖପ୍ରାଖୋଲ ଅଞ୍ଚଳରେ ଗାଁ ଗୁଡିକ ଉତ୍ସବ ମୁଖର ,ଭାଇ ଜୀଉନ୍ତିଆ ଓଷା ପାଳିତ, ହେଲେ ହଜି ଯାଉଛି ଡାଲଖାଇ

Posted by - October 3, 2022 0
ଖପ୍ରାଖୋଲ :୦୩/୧୦( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଭାଇ ଜିଉନ୍ତିଆ ଓଷା ପାଇଁ ଉତ୍ସବ ମୁଖର ହୋଇଉଠିଛି। ହେଲେ ହଜି ଯାଉଛି…

କନିଷ୍ଠ ଶିକ୍ଷକ ପଦବୀ ପାଇଁ ଚାଲିଛି ଲାଞ୍ଚ

Posted by - August 13, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତଥିବା ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ମାନେ ତିନି ବର୍ଷ ସନ୍ତୋଷ ଜନକ କାର୍ଯ୍ୟ କରିବାପରେ କନିଷ୍ଠ…

ବନ୍ଦ ପରିବର୍ତ୍ତେ ସମ୍ବଲପୁର ଜିଲ୍ଲା କଂଗ୍ରେସ କଲା ଡିଆଇଜି ଅଫିସ ଆଗରେ ବିକ୍ଷୋଭ

Posted by - November 12, 2021 0
(ରମାକାନ୍ତ ବିଶ୍ବାଳ)ଓଡିଶା କଂଗ୍ରେସର ୬ ଘଣ୍ଟିଆ ବନ୍ଦ କୁ ହାଇକୋର୍ଟ ରୋକ ଲଗାଇବା ପରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି କରିଛି ସମ୍ବଲପୁର ଡିଆଇଜି ଅଫିସ ଆଗରେ…

ବଲାଙ୍ଗୀର ଜିଲ୍ଲା ବଡ଼ପରା ଛାତ୍ର ତାରାଚାନ୍‌ ରଣାଙ୍କ ଇଂଜିନିୟରିଂ ହେବା ସ୍ୱପ୍ନ କୁ ପୂରଣ କଲେ ମୁଖ୍ୟମନ୍ତ୍ରୀ

Posted by - November 27, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜ଼ୀଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧଲା ପଞ୍ଚାୟତ ବଡ଼ପରା ଗାଁର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କବାପା ଗରିବତ୍ୱ ଉପ ରଣା ଜଣେ ଦିନ…