ଦିବଂଗତ ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ଶ୍ରଦ୍ଧାଞ୍ଜଳି

120 0

ଭବାନିପାଟନା :(ସୂରଜ ପ୍ରକାଶ ଜୈନ) ଦିବଂଗତ ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ବିଜେଡିର ସମସ୍ତ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ୨ମିନିଟ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିବା ସହ ତାଙ୍କ ସ୍ମୃତିଚାରଣ କରାଯାଇଥିଲା ।

ଏହି ଶୋକସଭାରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ଯକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ସଚ୍ଚିଦାନନ୍ଦ ମହାକୁଡ଼, ରାଜ୍ୟ ସମ୍ପାଦିକା ସବିତା ପ୍ରଧାନ, ଧବଳେଶ୍ବର ମହାପାତ୍ର, କାଦିର ଖାନ, ବଦ୍ରି ପଟ୍ଟନାୟକ, ସାମନ୍ତ ଖମାରୀ, ଦିନେଶ ବଗର୍ତୀ, କ୍ଷୀରସିନ୍ଧୁ ନାଏକ, ଭୁବନେ ବାଗ, ରଞ୍ଜୁକ୍ତା ପ୍ରଧାନ, ସେନାପତି ନାଏକ, ଶିବା ସାହୁ, ପ୍ରଦୀପ ପ୍ରଧାନ,ଜୟଶ୍ରୀ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ ।

Related Post

ଓଡ଼ିଆ ଭାଷାର ବିକାଶ ହେଲେ ଶିକ୍ଷାର ମାନ ବୃଦ୍ଧି ପାଇବ

Posted by - March 17, 2022 0
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ…

ଭିଜିଲାନ୍ସ ହାତରେ ଧରାପଡିଲେ ପରମାଣପୁର ଆରଆଇ

Posted by - November 19, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭିଜିଲାନ୍ସ ହାତରେ ଧରାପଡିଲେ ପରମାଣପୁର ଆରଆଇ । ସମ୍ବଲପୁର ମାନେଶ୍ୱର ତହସିଲ ଅନ୍ତର୍ଗତ ପରମାଣପୁର ଆରଆଇ ଭିଖାରୀ ଚରଣ କୁସୁମ ୧୫ ହଜାର ଟଂକା ଲାଂଚ…

ତୁରେକେଲା, ମମିଆଁ ଉନ୍ଦେର ନଦୀଘାଟରେ ଖରାଦିନିଆ ରାସ୍ତା ନିର୍ମାଣ ଦାବି

Posted by - December 28, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତୁରେକେଲା ମମିଆଁ ଉନ୍ଦେରନଦୀ ଘାଟରେ ଖରାଦିନିଆ ଅସ୍ଥାୟୀ ରାସ୍ତା ନିର୍ମାଣ ସ୍ଥାନୀୟ ରେ ଦାବୀ ହେଉଛି।ପ୍ରତିବର୍ଷ ନଦୀରେ…

ଫର୍ନିଚର ଦୋକାନ ଉପରେ ଜିଏସଟି ଚଢାଉ

Posted by - November 17, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ)ଦୀର୍ଘଦିନ ଧରି ଠକି ଆସୁଥିଲେ GST । ବଡ ଧରଣର ଟିକସ ଫାଙ୍କି ଥିବା ଅଭିଯୋଗ ରେ ସମ୍ବଲପୁର ସହରର ଏକ ଫର୍ନିଚର ଗୋଦାମରେ ଜିଏସଟି…