Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଏଆଇଟିୟୁସିର ଓଡିଶାରେ ହୀରକ ଜୟନ୍ତୀ ଓ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

143 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ଭାରତ ବର୍ଷର ଲାଲା ଲଜପତରାୟଙ୍କ ନେତୃତ୍ବରେ ପ୍ରତିଷ୍ଠିତ ଶ୍ରମିକ ସଂଗଠନ ଏଆଇଟିୟୁସିର ଓଡିଶାରେ ହୀରକ ଜୟନ୍ତୀ ଓ ଓଡିଶା ଫରେଷ୍ଟଉଡ ଏଗ୍ରୀକଲଚର ଏଣ୍ଡ ବିଲଡଂ କନଷ୍ଟ୍ରକ୍ସନ ୟୁନିଅନର ପ୍ରଥମ ବୌଦ୍ଧଜିଲ୍ଲା ସମ୍ମିଳନୀ ଆଜି ଛତ୍ରଙ୍ଗଠାରେ ଶ୍ରମିକନେତା ଭୀମସେନ ଘିବିଲାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ଏ.ଆଇ.ଓ୍ବାଇ.ଏଫର ସର୍ବଭାରତୀୟ ଉପସଭାପତି ଅବକାଶ ସାହୁ, ଏ.ଆଇ.ଟିୟୁସିର ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା,କନ୍ଧମାଳ ଜିଲ୍ଲା ଆବାହକ ଶିଶିର ମଲ୍ଲିକ ଭୈରବୀ ବସ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଦିଲ୍ଲିପ କୁମାର ସାହୁ ପ୍ରମୁଖ ଅତିଥି ଭାବେଯୋଗଦେଇ ଏ.ଆଇ.ଟି.ୟୁ.ସିର ଗୌରବମୟ ଇତିହାସ ଏବଂ ସମ୍ପ୍ରତି ଶ୍ରମିକଙ୍କ ଉପରେ ଆରମ୍ଭହୋଇଥିବା ଆକ୍ରମଣ ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ କ୍ଷେତ୍ରରେ ଦେଖାଯାଇଥିବା ଅଚଳାବସ୍ଥା ବିରୁଦ୍ଧରେ ଲଢେଇକୁ ଯୋରଦାର କରିବା ସହ ଗ୍ରାମାଞ୍ଚଳରୁ ସଂଗଠନକୁ ସଂଗଠିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

ପରିଶେଷରେ ଏକ ୧୫ଜଣିଆ ଜିଲ୍ଲା କମିଟି ଗଠନ ସହ ଏହାର ସଭାପତି ଭାବେ ଜୟନ୍ତ ଦେହୁରୀ ,ଉପସଭାପତି ସୁବାଷ ଚନ୍ଦ୍ର ସାହୁ, ସମ୍ପାଦକ ଭାବେ ଭୀମସେନ ଘିବିଲା ,ସହସମ୍ପାଦକ ଭାବେ ସ୍ବାଧିନ ଭୋକ୍ତା କୋଷାଧକ୍ଷ ଭାବେ ପ୍ରଦୀପ କୁମାର ସାହୁ ପ୍ରମୁଖ ନିର୍ବାଚିତ ହୋଇଥିଲେ ।

Related Post

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନଗୁଳ ଶାଖା ତରଫରୁ ବ୍ରେଡ ଓ ବିସ୍କୁଟ ବଣ୍ଟନ .

Posted by - April 7, 2020 0
ଅନୁଗୁଳ: (ମହେଶ ଭୋମରାଜ)ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ, ଦିନ…

ଥୁଆମୂଳ ରାମପୁର ଠାରେ ଶିଶୁ ସୁରକ୍ଷା ଏବଂ ବାଲ୍ୟବିବାହ ନିରୋଧ ସମ୍ବନ୍ଧୀୟ ତାଲିମ ଶିବିର ,ତାଲିମ ନେଲେ ପଞ୍ଚାୟତ ପ୍ରତିନିଧିଗଣ

Posted by - April 27, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ୟାପକ ଜନ ସଚେତନତା ସ୍ଵତ୍ତ୍ଵେ ବିଭିନ୍ନ ସମୟରେ କଳାହାଣ୍ଡି ଜିଲ୍ଲାରେ ବାଲ୍ୟ ବିବାହ ଦେଖିବାକୁ ମିଳିଥିଲା ବେଳେ ଶିଶୁମାନଙ୍କ…

ବିଶିଷ୍ଟ ଶିକ୍ଷାବିତ୍ ତଥା କର୍ମକାଣ୍ଡ ନିପୂଣ ଶ୍ରୀ ଘନଶ୍ୟାମ ମିଶ୍ରଙ୍କ ୮୭ ବର୍ଷରେ ପରଲୋକ

Posted by - January 28, 2022 0
ବୁଗୁଡ଼ା:(ଦିଲୀପ ଖାଡେଙ୍ଗା)ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତ ଅଧିନରେ ଥିବା ଭୋଗଡା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା କର୍ମକାଣ୍ଡ ନିପୂଣ ଶ୍ରୀ ଘନଶ୍ୟାମ ମିଶ୍ର ଙ୍କ ୮୭…

ଅଙ୍ଗନବାଡି କର୍ମୀ ଙ୍କ ଜନହିତକର କାର୍ଯ୍ୟକ୍ରମ

Posted by - October 20, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଲଦୀ ପଞ୍ଚାୟତ ଅଧିନସ୍ଥ ଘୋଟିଆ ଗ୍ରାମ ଅଙ୍ଗନବାଡି କର୍ମୀ ଙ୍କ ଜନହିତକର କାର୍ଯ୍ୟ ପାଇଁ ଲୋକଙ୍କ ପ୍ରସଂଶା…

ହରଭଙ୍ଗା ରେ କାର୍ତ୍ତିକ ପୂର୍ଣ୍ଣିମା ପାଈଁ କଳସ ଯାତ୍ରା

Posted by - November 15, 2021 0
ବୌଦ୍ଧ:( ଚିତ୍ତ ରଂଜନ ସିଂ)ହରଭଙ୍ଗାରେ କାର୍ତ୍ତିକ ପୁର୍ଣିମା ପାଈଁ ଆଜି ସକାଳୁ ହରାଭଙ୍ଗା ଗ୍ରାମବାସୀ ମହାନଦୀ କୂଳରେ ପୂଜା ଅର୍ଚନା କରି ଏକ ଶୋଭାଯାତ୍ରା ରେ କଳସଯାତ୍ରା…