ସମ୍ବଲପୁର ରେଲୱେ ପାଳନ କରିଛି ଆଜାଦି କା ଅମୄତ ମହୋତ୍ସବ

141 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ଦେଶର ସ୍ୱାଧିନତା ର ଅମୄତ ମହୋତ୍ସବ ପାଳନ କରିଛି ଭାରତୀୟ ରେଲୱେ । ଦେଶ ସ୍ୱାଧିନତା ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଆଜି ଦେଶର ୭୫ ଗୋଟି ଷ୍ଠେସନ କୁ ଫ୍ରିଡମ ଷ୍ଠେସନ ଘୋଷଣା କରାଯାଇ ଏଠାରେ ଏକାସାଥିରେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିପାଇଁ ନୂଆଦିଲ୍ଲୀ ରୁ ଭିଡିଓ କନଫ୍ରେସି ମାଧ୍ୟମରେ ଆୟୋଜନ ହୋଇଥିଲା କାର୍ଯ୍ୟକ୍ରମ ।

ସମ୍ବଲପୁର ରେଲଷ୍ଠେସନ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ସମ୍ବଲପୁର ରେଲଡିଭିଜନର ଡିଆରଏମ ଙ୍କ ସମେତ ବହୁ ରେଲ ଡିଭିଜନର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ଆଜିର ଅମୄତ ମହୋତ୍ସବ କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲା ର ବୀର ସୁରେନ୍ଦ୍ର ସାଏ ,ମାଧୋ ସିଂ ଓ ଚନ୍ଦ୍ର ଶେଖର ବେହେରା ସ୍ୱାଧିନତା ଆନ୍ଦୋଳନ ରେ ଥିବା ମହତ ଅବଦାନ ଉପରେ ସୄତିଚାରଣ କରାଯାଇଥିଲା । ଏଥିସହ ସ୍ୱାଧିନତା ସଂଗ୍ରାମୀ ମାଧୋ ସିଂ ଓ ଚନ୍ଦ୍ର ଶେଖର ବେହେରାପରିବାରବର୍ଗ ର ସଭ୍ୟ ଉତ୍ତମ ବେହେରା ରଞ୍ଜିତ ବେରିହା ଙ୍କୁ ସ୍ୱତନ୍ତ୍ର ଭାବରେ ଆଜିର କାର୍ଯ୍ୟକ୍ରମ ରେ ସୄତିଚିହ୍ନ ଦେଇ ସମ୍ମାନିତ କରାଯାଇଥିଲା ।

Related Post

ପ୍ରାୟ “୭” ବର୍ଷ ଧରି ପଞ୍ଚାୟତ ପାଣ୍ଠିର ଅନିୟମିତତା ଓ ହଡପ କରାଯାଉଥିବା ଅଭିଯୋଗ

Posted by - September 6, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୁର୍ନୀତିର ଏକ ଗଡ଼ ଭାବେ ପରିଚିତ ଥିଲା ବେଳେ କିଛି ଅସାଧୁ ନେତୃବୃନ୍ଦ ଦୀର୍ଘଦିନ ଧରି ରାଜନୀତି…

ବିଦାୟ କାଳୀନ ସମ୍ବର୍ଦ୍ଧନା

Posted by - December 25, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ଥାନା ପକ୍ଷରୁ ଥାନା ରେ କାର୍ଯ୍ୟରତ କନେଷ୍ଟବଳ ନରୋତ୍ତମ କାଲସାଏ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ…

କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧିୟ ତାଲିମ

Posted by - March 31, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ବତନ୍ତ୍ର କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧିୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ…

ଦଳିତ ବସ୍ତିରେ ସଂଧ୍ୟା ସମୟରେ ଅଗ୍ନିକାଣ୍ଡ

Posted by - August 31, 2021 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ରପୁର ଥାନ ଅନ୍ତର୍ଗତ ଆମଠପୁର ପଞ୍ଚାୟତ ର ଆମଠପୁର ଦଳିତ ବସ୍ତିରେ ସଂଧ୍ୟା ସମୟରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି । ଉକ୍ତ…

ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ କଲେ ପୁରାତନ ଛାତ୍ର ସଂଗଠନ

Posted by - August 5, 2021 0
ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧ୍ୟାପକ ବି…