Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଆଇସିଏନ ଇଣ୍ଡିଆ ପ୍ରତିଯୋଗିତାରେ ସମ୍ବଲପୁର ର ପଙ୍କଜ ହାସଲ କଲେ ୩ ଗୋଟି ଟାଇଟେଲ

45 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ତଥା ସାରା ଓଡିଶା ବାସିଙ୍କ ପାଇଁ ଗର୍ବ ତଥା ଗୌରବ ଆଣିଲେ ସମ୍ବଲପୁର ର ପଙ୍କଜ ମିଶ୍ର । ସମ୍ବଲପୁର ସହର ରେ ରହୁଥିବା ପଙ୍କଜ ମିଶ୍ର ପୁର୍ବରୁ ବହୁ ଜାଣିବା ସ୍ତରୀୟ ବଡି ବିଲିଡିଂ ତଥା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବହୁ ପଦକ ଜିତି ହାରିଥିବା ବେଳେ ଏଥର ସେ ଆନ୍ତର୍ଜାତିକ ପ୍ରତିଯୋଗିତାରେ ପଦକ ବିଜୟୀ ହୋଇ ଆଣିଛନ୍ତି ସମ୍ବଲପୁର ପାଇଁ ଗର୍ବ ତଥା ଗୌରବ ।

ସମ୍ବଲପୁର ସହର ଠାରେ ଥିବା ହକ୍ୟୁଲେସ ହେଲଥ୍ ଆଣ୍ଡ ଫିଟନେସ୍‌ର ନିର୍ଦ୍ଦେଶକ ପଙ୍କଜ ମିଶ୍ର ଏକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇ ବିଭିନ୍ନ ବର୍ଗରେ ୩ଟି ଟାଇଟଲ ହାସଲ କରିଛନ୍ତି। ନିକଟରେ ନୂଆଦିଲ୍ଲୀ ସ୍ଥିତ ତ୍ୟାଗରାଜ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଆଇସିଏନ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୪ଟି ଦେଶର ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଅଷ୍ଟ୍ରେଲିଆନ କମ୍ପାନୀ ଦ୍ୱାରା ଆୟୋଜିତ ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ପଙ୍କଜ ବଡି ବିଲିଡିଂ, ମେନସ କ୍ଲାସିକ୍‌ ଫିଜିକ ଓ ମେନ ଫିଜକ ବିଭାଗରେ ପ୍ରଥମ ହୋଇ ଟାଇଟଲ ହାସଲ କରିଛନ୍ତି। ସମ୍ବଲପୁର ସହରର କ୍ଷେତରାଜପୁର ବାସିନ୍ଦା ପଙ୍କଜଙ୍କ ଏହି ସଫଳତା ପାଇଁ ସମ୍ବଲପୁରବାସୀ ତଥା ତାଙ୍କର ବହୁ ଶୁଭେଚ୍ଛୁ ତାଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି

Related Post

ବୌଦ୍ଧ ଜିଲ୍ଲା ରେ ମିନି ମାରାଥୋନା ଦୌଡ କାର୍ଯ୍ୟକ୍ରମ

Posted by - October 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ରେ ଆଜି ମିନି ମାରାଥୋନା ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ସୂଚନା ଅନୁଯାଇ ଆଜି ସକାଳ 7ଘଟିକା ସମୟରେ ବୌଦ୍ଧ ଫରେଷ୍ଟ ଡିଭିଜନ ଙ୍କ ଆୟୋଜିତ…

ଶରତ ସାର ମେମୋରିଆଲ ଡିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

Posted by - April 5, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଦଶରଥପୁର ବ୍ଳକ ଅନ୍ତର୍ଗତ ଝୁମ୍ପୁରି ଖେଳପଡ଼ିଆରେ ଶରତ ସାର ମେମୋରିଆଲ ଡିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଯାଜପୁର…

ମହାନଦୀ କ୍ଲବ ପକ୍ଷରୁ ଦ୍ବିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ମହାନଦୀ କ୍ଲବ୍ ଚମ୍ପାପଡା ଜମାଦାରପାଲି ପକ୍ଷରୁ ଦ୍ବିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ୧୬ଟି ଗ୍ରାମାଞ୍ଚଳର ଦଳକୁ ନେଇ ଆୟୋଜିତ ହୋଇଥିଲା ।…

୧୬ତମ ସୁଜିତ କୁମାର ସାହୁ ଫ୍ଲଡ ଲାଇଟ କ୍ରିକେଟ ଟୁର୍ନାମେଣ୍ଟ ଶୁଭାରମ୍ଭ

Posted by - March 17, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୋନପୁର ସହର ରେ ପ୍ରଥମ ଥର ଫ୍ଲଡ ଲାଇଟ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି lସମଲେଶ୍ୱରୀ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ସୁଜିତ ସାହୁ ୧୬…

ପଞ୍ଚାୟତସ୍ଥରୀୟ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ କସିରା ଚାମ୍ପିୟନ,

Posted by - September 23, 2019 0
କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ଆମୁଣି ଫୂଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଅଷ୍ଟମ ବାର୍ଷିକୀ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।୩ଦିନ ଧରି ଅନୁଷ୍ଠିତ…